ଓଡ଼ିଶା ଗ୍ରାମୀଣ ତରଫରୁ ଆପଣ ମାନଙ୍କ ପାଇଁ ଆସିଛି ଏକ ବହୁତ ହିଁ ବଡ ସୁଯୋଗ ଦେଖନ୍ତୁ ସେହି ସୁଯୋଗ ଟି କ’ଣ ଏବଂ କିପରି ତାର ଫାଇଦା ଉଠେଇବେ।

0

ଯୁଗ ଆସି ବହୁ ଆଗରେ ପହଁଞ୍ଚିଲାଣି, ଲୋକ ମାନେ ସମସ୍ତେ ଆଜି କାଲି ଶିକ୍ଷିତ ହେଉଛନ୍ତି। ଆଜି ର ଯୁଗ ରେ ଲୋକ ମାନେ ଆଉ ଅଶିକ୍ଷିତ ହୋଇ ରହିବାକୁ ଚାହୁଁ ନାହାଁନ୍ତି, ସମସ୍ତେ ଚାହୁଁଛନ୍ତି କିପରି ସମସ୍ତେ ପାଠ ପଢିବେ ଏବଂ ଅନ୍ୟ ମାନଙ୍କ ପରି ଶିକ୍ଷିତ ହେବେ ଏବଂ ଅନେକ କିଛି ନୂତନ ଜିନିଷ ସମ୍ପର୍କରେ ଜାଣିବେ। ଆଜି କାଲି ବି ଆଉ କେହି କାହା ଉପରେ ଆଶା କରୁନାହାଁନ୍ତି କି କେହି କିଛି କାମ କରି ଆଣି ତାଙ୍କୁ ଖାଇବାକୁ ଦେବ ଏବଂ ସେମାନେ ତାହା ଖାଇବେ,

ଆଜି କାଲି ସମସ୍ତେ ଚାହୁଁଛନ୍ତି ନିଜେ ପାଠ ପଢିବେ ନିଜେ ରୋଜଗାର କରିବେ ନିଜ ର ଆବଶ୍ୟକତା କୁ ନିଜେ ପୂରଣ କରିବେ ଏବଂ ନିଜ ଗୋଡରେ ନିଜେ ଠିଆ ହେବେ। ତେବେ ଆଜି ର ଦୁନିଆରେ ପିଲା ମାନେ ବି ବହୁତ ଟେଲେଣ୍ଟେଡ୍ ହେଲେଣି ଯୁଗ ବି ବହୁତ କମ୍ପିଟେଟିଭ୍ ହେଲାଣି ପିଲା ମାନଙ୍କୁ ବି ଗୋଟିଏ ଚାକିରି ପାଇବା ପାଇଁ ବହୁତ ସାରା କଷ୍ଟ କରିବାକୁ ପଡୁଛି, ବହୁତ ସାରା ଏନ୍ଟ୍ରାନ୍ସ, ଏଗ୍ଜାମ୍ସ ବି ଦବାକୁ ପଡୁଛି। ସେହି ସବୁ ରେ ସେମାନେ ଠିକ୍ ଭାବେ ପାସ୍ ହୋଇ ପାରିଲେ ସେହି କାମ ଟି ପାଇଁ ସେମାନେ ମନୋନୀତ ହୋଇ ପାରୁଛନ୍ତି। ତେବେ ଓଡିଶା ଗ୍ରାମୀଣ ତରଫ ରୁ ଏକ ନିଯୁକ୍ତି ପାଇଁ ଏକ ବଡ଼ ସୁଯୋଗ ରହିଛି। ତେବେ ଆସନ୍ତୁ ଜାଣିବା ଚାକିରୀ ଟି ପାଇଁ କଣ କଣ ଆବଶ୍ୟକ।

* କେଉଁ ମାନେ ଏହା କୁ ଅବେଦନ୍ କରି ପାରିବେ :-
ତେବେ ଏହି ଚାକିରୀ ଟି ପାଇଁ ଉଭୟ ପୁରୁଷ ଓ ମହିଳା ଏହା ପାଇଁ ଆବେଦନ କରି ପାରିବେ। ତେବେ ଏହି ଚାକିରୀ ରେ କୌଣସି ପୁରୁଷ ବା ମହିଳା ପାଇଁ ଅଲଗା ଅଲଗା ନାହିଁ।ଉଭୟ ଏହାର ଲାଭ ଉଠାଇ ପାରିବେ।

*ଶିକ୍ଷାଗତ୍ ଯୋଗ୍ୟତା :- ତେବେ ଏହି ଚାକିରୀ ଟି ଶିକ୍ଷାଗତ୍ ଯୋଗ୍ୟତା ରହୁଛି ୧୦ ମ ପାସ ବା +୩ ପାସ।ତେବେ ଏହା କୌଣସି ବିଭାଗ ରେ ହେଲେ ମଧ୍ୟ ଏହି ଚାକିରୀ ପାଇଁ ଆବେଦନ କରି ପାରିବେ। ତେବେ ଯେଉଁ ମାନେ ଏହି ଚାକିରୀ ପାଇଁ ଆବେଦନ କରିବେ ତାଙ୍କର ଏହୁ ଶିକ୍ଷାଗତ୍ ଯୋଗ୍ୟତା ରହିବା ନିହାତି ଆବଶ୍ୟକ।

*ଏହି ଚାକିରୀ ପାଇଁ ଦରମା :-

ତେବେ ଏହା ଏକ ସରକାରୀ ଚାକିରୀ ରହିଛି।ତେବେ ଏହି ଚାକିରୀ ଟି ପାଇଁ ଆପଣ ଙ୍କୁ ୬୦୦୦ ରୁ ୧୧,୦୦୦ ମଧ୍ୟ ରେ ସାଲେରି ମିଳି ପାରେ।ତେବେ ଏହା ସରକାର ଚାକିରୀ ହୋଇ ଥିବାରୁ ଦରମା ବଢ଼ି ପାରେ।

*ସିଲେକ୍ସନ ପ୍ରୋସେସ :-

ତେବେ ଏହି ଚାକିରୀ ପାଇଁ କୌଣସି ପରୀକ୍ଷା ଦେବାକୁ ପଡିବ ନାହିଁ। ଏହା ମାର୍କ ବେସିସ୍ ରେ ହେବ।

*ଆବେଦନ କରିବାର ପକ୍ରିୟା :-ଏହି ଚାକିରୀ ପାଇଁ ଆପଣ ଅଫଲାଇନ୍ ବା ମେଲ ସାହାଯ୍ୟ ରେ କାରି ପାରିବେ। ତେବେ ଏହି ଆବେଦନ ପାଇଁ କୌଣସି ଫିସ ଦେବାକୁ ପଡିବ ନାହିଁ। ଆଉ ଏବେ ଆବେଦନ ର ଆରମ୍ଭ ତାରିଖ ୨୬/୧୨/୨୦୨୦ ରହିଛି ଆଉ ଶେଷ ତାରିଖ ୭/୧/୨୦୨୧ ରହିଛି।

*କେଉଁ ସବୁ ପୋଷ୍ଟ ଭେକେନ୍ସି ରହିଛି:- ନର୍ସ , ଆୟସ, ପାରାମେଡ଼ିକାଲ ଷ୍ଟାଫ ଆଦି ରହିଛି। ତେବେ ଏହି ଚାକିରୀ ଟି ସମ୍ବଳପୁର ଜିଲ୍ଲା ରେ ମିଳିବ। ଆଉ ଏହାକୁ ଓଡିଶା ର ସମସ୍ତେ ଆବେଦନ କରି ପାରିବେ।
*ତେବେ ଭିନ୍ନ ଭିନ୍ନ ପଦବୀ ପାଇଁ ଶିକ୍ଷା ଗତ ଯୋଗ୍ୟତା ମଧ୍ୟ ଭିନ୍ନ ରହିଛି।ତେବେ ନର୍ସ ଚାକିରୀ ପାଇଁ ପ୍ରାଥୀ Bsc nursing , ANM , GNM କରି ଥିବା ନିହାତି ଆବଶ୍ୟକ ।ଏହା ପାଇଁ ଦରମା ୯୦୦୦ ରହିଛି।

* ଆଶା ପୋଷ୍ଟ ପାଇଁ ପ୍ରାଥୀ ମାନେ ୧୦ ମ୍ ପାସ ହୋଇ ଥିବା ଆବଶ୍ୟକ । ଏହା ପାଇଁ ଦରମା ୬୦୦୦ ରହିବ।
* ପାରାମେଡ଼ିକାଲ୍ ପାଇଁ ପ୍ରାଥୀ ଙ୍କୁ ଡିପ୍ଲୋମା ରେ ଅୟୁର୍ବେଦିକ୍ କରିବା କୁ ହେବ ।ଆଉ ଏହାର ସେଲେରି ୯୦୦୦ ରହିଁଛ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।