ପରୀ କେସରେ ନୂଆ ଖୁଲାସା – “ପରୀର” ମା ଦେଲେ ଚାଞ୍ଚଲ୍ୟକର ବୟାନ, ପରୀକୁ ନ୍ୟାୟ ଦେବା ପାଇଁ ଗୋଟିଏ ସେୟାର କରନ୍ତୁ…

0

ଏବେ ଏହି ଲୋକ ମାନେ ଏତେ ମାତ୍ରାରେ ନୃଶଂସ ହୋଇ ଗଲେଣି କି ଝିଅ ବୋହୂ ମାନଙ୍କ ର ଇଜ୍ଜତ ନେଉଥିଲେ, ଏବେ ଛୋଟ ଛୋଟ କଅଁଳ ଝିଅ ମାନଙ୍କ ସହ ବି ଦୁଷ୍କର୍ମ କରୁଛନ୍ତି। ଯେଉଁ ମାନେ ଏହି ଦୁନିଆ କୁ ଠିକ୍ ଭାବେ ଜାଣି ନାହାଁନ୍ତି, ଦୁନିଆ କୁ ଠିକ୍ ଭାବେ ଦେଖି ନାହାଁନ୍ତି କି ତାଙ୍କ ର କୌଣସି ଜିନିଷ ପ୍ରତି କିଛି ବୁଦ୍ଧି ମଧ୍ୟ ଆସିନି, ତା ପୂର୍ବରୁ ହିଁ ତାକୁ ଲୋକ ମାନଙ୍କ ଆଗରେ ତଥା ଏହି ଦୁନିଆ ଆଗରେ କଳଙ୍କିନୀ ସଜେଇ ଦିଆଯାଉଛି। ଆମ ରାଜ୍ୟରେ ମଧ୍ୟ ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା ପରୀ ର ହତ୍ୟା ଘଟଣା। ଏହାକୁ ନେଇ ଏବେ ଆଉ କଥା ସାମ୍ନା କୁ ଆସିଛି ତେବେ ଆସନ୍ତୁ ଜାଣିବା ସେହି ଖବର ସମ୍ପର୍କରେ।

ପରୀର ହତ୍ୟା କୁ ଆଜି କୁ 5 ମାସ ବିତି ଯାଇଥିଲେ ବି ହତ୍ୟାକାରୀ ମାନଙ୍କ ବିରୋଧ ରେ କୌଣସି ସାକ୍ଷୀ ପ୍ରମାଣ ମିଳି ପାରିନାହିଁ। ନ୍ୟାୟ ପାଇଁ ସାରା ଦେଶ ତେଜି ଚାଲିଛି ଏହି ସମୟ ରେ ରାଜ୍ୟ ସରକାର ସିଟ୍ ଟିମ୍ କୁ ତଦନ୍ତ ପାଇଁ ଦାୟିତ୍ବ ଦେଇଛନ୍ତି। ପରୀର ବାପା ମାଆ ଙ୍କ କହିବା ଅନୁଯାୟୀ ବାବୁଲି ଓ ଅରୁଣ ସହ ଆହୁରି 2 ଜଣ ମଧ୍ୟ ସମ୍ପୃକ୍ତ ଅଛନ୍ତି। ସିଟ୍ ଟିମ୍ ମଧ୍ୟ ତନାଘନା ଆରମ୍ଭ କରି ଦେଇଛି ପରୀ ର ହତ୍ୟାକାରୀ କୁ ଧରିବା ପାଇଁ। ତେବେ ପରୀ ର ମା ପରି ର ମୁର୍ତ୍ତୃ କୁ ନେଇ ଏକ ଚାଞ୍ଚଲ୍ୟକର୍ ବୟାନ ଦେଇଛନ୍ତି।

ତେବେ ସେ କହିଛନ୍ତି କି ପରୀ କୁ କୌଣସି ଦୁଷ୍କର୍ମ ହୋଇ ନାହିଁ ବରଂ ତାର ଅଙ୍ଗ କୁ କାଢି ନିଆ ଯାଇଛି, କାରଣ ତାଙ୍କ ସ୍ୱାମୀ ବାଡ଼ି ପଟୁ ଝିଅ ର ସବ ପାଇଲା ପରେ ମାତ୍ର ୨୫ % ଅଙ୍ଗ ର ଭାଗ ପାଇ ଥିଲେ,ଆଉ ୭୫ % ଅଙ୍ଗ ର ଭାଗ ଗାଏବ୍ । ତେବେ ଏହି କାମ କୁ ଏକା କେହି କରି ପାରିବେନି , ଏହା ନିହାତି ଭାବରେ ମିସ୍ରିତ କାର୍ଯ୍ୟ ।ତେବେ ପରୀ ମୁର୍ତ୍ୟୁ ର ୧୦ ଦିନ ପରେ ତାର ଶବ ସେମିତି ବୁରା ରେ ବନ୍ଧା ହୋଇ ବାଡ଼ି ପଟେ ପଡି ଥିଲେ ମଧ୍ୟ ଏହାକୁ କେହି ଦେଖି ପାରିଲେ ନାହିଁ ।ତେବେ ବୁଲା କୁକୁର ହେଉ ବା ଡୋକ୍ ସ୍କ୍ଵାଡ ଏହାକୁ ଖୋଜି ପାଇଁ ନ ଥିଲା।

ତେବେ ପଡିସା ଘର ଲୋକ ମଧ୍ୟ ସେହି ବାଡ଼ି କୁ ଆସନ୍ତି ନଳ କୂପ ରୁ ପାଣି ନିଅନ୍ତି । ତେବେ ସେମାନେ ମଧ୍ୟ ଏହାର ସନ୍ଧାନ ପାଇଲେ ନାହିଁ।ତେବେ ହଟାତ ମୂର୍ତ ଶରୀର ମିଳିବା କୁ ନେଇ ଏହା ଏକ ବଡ଼ ପ୍ରଶ୍ନବଚି ସୃଷ୍ଟି ହୋଇଛି।ତେବେ ଏହା ଏକ ନାଟକ ଏବଂ ଗପ ସଦୃଶ ଅଟେ, ଏଥିରେ ବାବୁଲି ନାୟକ ସଂପୃକ୍ତ ଅଛନ୍ତି ବୋଲି ପରୀ ର ମା କହିଛନ୍ତି।ଏହା ସହିତ ସେ ମହିର ରାଉତ, ଜୟୀ ପରିଡ଼ା, କାହ୍ନୁ ବେହେରା ଏବଂ ଡୁଗୁ ନାୟକ, ହାପି ନାୟକ ସମସ୍ତେ ଏଥିରେ ସଂପୃକ୍ତ ଅଛନ୍ତି ଏବଂ ସେମାନେ ଏହି କାଣ୍ଡ ଘଟାଇଛନ୍ତି ବୋଲି ମଧ୍ୟ କହିଛନ୍ତି।ତେବେ ପୋଲିସ ର ଏସ ଆଇ ଟିମ ତାଙ୍କୁ ପୋଚାରା ଉଚାର ନ କରି ସେହି ଅଭି ଯୁକ୍ତ କରି ଙ୍କୁ ନେଇ ତଦନ୍ତ କରୁଛି।ତେବେ ବାବୁଲି ନାୟକ କୁ ପଚାର ଉଚାରା କରିଲେ ସଠିକ କାରଣ ଜଣା ପଡିବ ବୋଲି ପରୀ ର ମା କହିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।