ଦେଖନ୍ତୁ ଆଶ୍ଚର୍ଯ୍ୟ ଭିଡ଼ିଓ । ଶାଳୀକୁ ଗଛରେ ବାନ୍ଧି ପିଟିଲେ ଭିଣୋଇ, ଶେଷରେ ଭିଡ଼ିଓ କରି ସୋସିଆଲ ମିଡିଆରେ କଲେ ଭାଇରାଲ…….

0

ବର୍ତ୍ତମାନର ଏହି ଅତ୍ୟାଧୁନିକ ସମାଜରେ ସମ୍ପର୍କର କିଛି ମୁଲ୍ୟ ନାହିଁ କହିଲେ ଚଳେ । ଆଜିର ଲୋକମାନେ କେବଳ ନିଜର ସ୍ୱାର୍ଥ ହାସଲ କରିବା ପାଇଁ କୌଣସି ବି ସମ୍ପର୍କ କୁ ବଳି ଦେବାକୁ ପଛଘୁଞ୍ଚା ଦେଉନାହାନ୍ତି । ଲୋଭ , ମୋହ , କାମନା ଓ ବାସନା ର ବଶୀଭୂତ ହୋଇ ଏବେର ମନୁଷ୍ୟ ନିଜର ହିତାହିତ ଜ୍ଞାନ ହରେଇବସୁଛି ଏବଂ କରିବସୁଛି ଅମାନବୀୟ କାର୍ଯ୍ୟ ସବୁ । ଆମ ଜାଣିଚୁ ଯେ ଭାରତର ଆଇନ ଶୃଙ୍ଖଳା ଅନୁସାରେ ଜଣେ ପିତା ଙ୍କ ସମସ୍ତ ସମ୍ପତ୍ତି ଓ ଧନ ଦୌଲତ ଉପରେ ତାଙ୍କର ସବୁ ପିଳାଙ୍କ ର ସମାନ ଭାଗ ରହିଛି ।ମାତ୍ର କେବେ କେବେ ପିଲାମାନଙ୍କର ଟିକିଏ ଭୁଲ ପାଇଁ ତାଙ୍କର ପିତା ମାତା ରାଗିଯାଇ ତାଙ୍କୁ ତାଙ୍କର ସମ୍ପତ୍ତି ରେ ଭାଗ ଦେବାକୁ ଚାହାନ୍ତି ନାହିଁ । ତେବେ ଆମେ ଆଜି ଆପଣଙ୍କୁ ଏହି ପରି ଏକ ଘଟଣା ବିଷୟରେ ରେ ଜଣେଇବାକୁ ଯାଉଛୁ ଯାହା ଅତ୍ୟନ୍ତ ଦୁଃଖଦ ତଥା ଆମାନବୀୟ ଘଟଣା ଅଟେ ।

ଉଲେଖଯୋଗ୍ୟ ଯେ , ବାଲେଶ୍ଵର ଜିଲ୍ଲାର ନୀଳଗିରି ଅଞ୍ଚଳରେ ଏକ ଘଟଣା ଏକ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି । ଜଣେ ଭଉଣୀ ସାମାନ୍ୟ କେତେକ ସମ୍ପତ୍ତି ପାଇଁ ନିଜ ଭଉଣୀ ସହ ଏମିତି କିଛି କରିଛି ଯାହାକି ଅତ୍ୟନ୍ତ ଲଜ୍ୟା ଜନକ ଅଟେ । ତେବେ ସୂଚନା ଅନୁସାରେ , ନୀଳଗିରି ରେ ରହୁଥିଲେ ସୁଧୀର ନାମକ ଜଣେ ବ୍ୟକ୍ତି ଯାହାଙ୍କର ଦୁଇ ଟି ଝିଅ ଥିଲେ । ତେବେ ବଡ଼ ଝିଅ ଜଣଙ୍କ କିଛି ବର୍ଷ ପୂର୍ବେ ସେହି ଗ୍ରାମର ଅନ୍ୟ ଏକ ପୁଅ କୁ ଭଲ ପାଇ ପ୍ରେମ ବିବାହ କରିଥିଲେ । ତେବେ ଝିଅ ଟି ବାପା ଙ୍କର ମାନସଂମାନ କୁ ପଦାରେ ପକେଇଥିବାରୁ ସୁଧୀର ଙ୍କ ପରିବାର ଓ ତାଙ୍କର ବଡ଼ ଝିଅ ର ପରିବାର ସହ କୌଣସି ସମ୍ପର୍କରେ ନଥିଲା ।ଏବେ ସେ ଝିଅ ର ଏକ ପୁଅ ଟିଏ ମଧ୍ୟ ଅଛି ।

କିନ୍ତୁ କିଛି ଦିନ ତଳେ ସୁଧୀର ଙ୍କର ମୃତ୍ୟୁ ହୋଇଯାଇଥିଲା । ତାଙ୍କର ମୃତ୍ୟୁ ପରେ ମଧ୍ୟ ତାଙ୍କର ବଡ଼ ଝିଅ ସହ କୌଣସି ସମ୍ପର୍କ ନଥିଲା । ତେବେ ଗତ ୧୨ ତାରିଖ ଦିନ ସୁଧୀର ଙ୍କ ଘରେ କେବଳ ତାଙ୍କର ସାନ ଝିଅ ଥିବାର ଜାଣିବା ପରେ ତାଙ୍କର ବଡ଼ ଭଉଣୀ ,ଭିଣେଇ ଏବଂ ତାଙ୍କର ପୁଅ ହଟାତ ତାଙ୍କର ଘରକୁ ପ୍ରେବେଶ କରିଥିଲେ । ଏବଂ ନିଜର ସାନ ଭଉଣୀ କୁ ଘର ଆଗରେ ଥିବା ଏକ ନଡ଼ିଆ ଗଛ ରେ ବାନ୍ଧି ଦେଇଥିଲେ । ସେହି ଗଛ ରେ ବାନ୍ଧି ତାଙ୍କୁ ଅତି ଅଶୀଳ ଭାଷାରେ ଗାଳି ଗୁଲଜ କରିଥିଲେ ଏବଂ ତାଙ୍କୁ ତାଙ୍କର ଭଉଣୀ, ଭିଣେଇ ଏବଂ ପୁତୁରା ମିଶିକି ବହୁତ ମାଡ଼ ମଧ୍ୟ ମାରିଥିଲେ ।

ତେବେ ଏତିକିରେ ତାଙ୍କର ମନ ଭରି ନଥିଲା ଯେ ,ସେ ଏହାକୁ ନିଜ ମୋବାଇଲ ରେ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ।ମଧ୍ୟ ଭାଇରଲ କରିଥିଲେ । ସାମାନ୍ୟ ସମ୍ପତ୍ତି ପାଇଁ ଜଣେ ଭଉଣୀ ଓ ଭିଣେଇ ଯେ ଏତେ ତକକୁ ଖସିଯାଇ ପାରନ୍ତି ତାହା ଅତ୍ୟନ୍ତ ଲଜ୍ୟା ଜନକ ଅଟେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।