ଲଙ୍କା ପତି ରାବଣ ର ରାବଣ ନାମ କିଏ ଦେଇ ଥିଲେ ? ଏହି ପୌରାଣିକ ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ,

0

ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି।ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି, ଆମେ ଯଦି ଦେଖିବା ଆଜି କାଲି ଯିଏ ଅଟୋ ଚଲଉଥିବ ସିଏ ବି ଇଂରାଜୀ ରେ କଥା କହୁଥିବ। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି। ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନ୍ଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି। ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ।


ସେହି ସବୁ ପ୍ରଶ୍ନ ର ଉତ୍ତର ବହୁତ ମଜାଳିଆ ଅଟେ ଯାହାର ଉତ୍ତର ଖୋଜିବା ପାଇଁ ଆମ ମାନଙ୍କୁ ମଜା ମଧ୍ୟ ଲାଗିଥାଏ। ତାହାଲେ ଆପଣ ମାନେ ଜାଣି ପାରୁଥିବେ ଆମ ମାନଙ୍କ ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି। ଆମେ ଆଜି ଆପଣ ମାନଙ୍କୁ ସେହିପରି କିଛି ଜେନେରାଲ୍ ନୋଲେଜ୍ ଏବଂ ତାର ଉତ୍ତର ସମ୍ପର୍କରେ କହିବୁ, ଯାହାକି ବହୁତ ମଜାଳିଆ ମଧ୍ୟ। ତେବେ ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି,ଯାହା ଆମ ଦେଶ ର ଅଗ୍ର ଗତି ରେ ସାହାଯ୍ୟ କରେ। ଆମ ପୁରାଣ ରେ ଅନେକ ସବୁ ଘଟଣା ର ଲିପିବଧ୍ ହୋଇ ରହିଛି। ତେବେ ଯାହା ଜାଣିବା ଆମର ନିହାତି ଆବଶ୍ୟକ । ତେବେ ଏହା ଅନେକ ସମୟ ର୍ ଆମ କାମ ରେ ଆସି ଥାଏ। ତେବେ ଆଜି ଆମେ ପୁରାଣ ସମ୍ପର୍କ ରେ କିଛି ପ୍ରଶ୍ନ ଓ ଉତ୍ତର ଜାଣିବା।

୧) ଲଙ୍କା ପତି ରାବଣ ର ରାବଣ ନାମ କିଏ ଦେଇ ଥିଲେ ?
ଉତ୍ତର:- ଭଗବାନ ଶିବ

୨) ହନୁମାନ ସୂର୍ଯ୍ୟ ଙ୍କୁ ଫଳ ଭାବି ଖାଇବାକୁ ଯିବା ସମୟରେ କିଏ ବାଧା ଦେଇ ଥିଲେ ?
ଉତ୍ତର:- ଦେବତା ମାନଂକର ରାଜା ପ୍ରଭୁ ଇନ୍ଦ୍ର ଦେବ ।

୩) ପ୍ରଭୁ ଶ୍ରୀ ରାମ ଚନ୍ଦ୍ର କେଉଁ ବଂଶ ର ରାଜା ଥିଲେ ?
ଉତ୍ତର:- ସୂର୍ଯ୍ୟ ବଂଶ ର ଥିଲେ।

୪) ମହାଭାରତ ବବ୍ରୁବାହନ କାହାର ପୁତ୍ର ଥିଲେ ?
ଉତ୍ତର:-ଶ୍ରୀ ଅର୍ଜୁନ

୫) କାଣିହା ସହର କେଉଁ ଜିଲା ରେ ଅବସ୍ତିତ ?
ଉତ୍ତର:- ଅନୁଗୁଳ ଜିଲ୍ଲା ରେ ରହିଛି।

୬) ଜଗନାଥ ଙ୍କ ମନ୍ଦିର ରେ କାଳିଆ ଦଳନ ଉତ୍ସବ କେଉଁ ମାସ ରେ ପାଳିତ ହୁଏ ?
ଉତ୍ତର:- ଭାଦ୍ରବ ମାସ ରେ ପାଳନ ହୁଏ ।

୭) ଦଲମା କେଉଁ କାର୍ଯ୍ୟ ପାଇଁ ବ୍ୟବହାର କରା ଯାଏ ?
ଉତ୍ତର:- ଘର ତିଆରି ପାଇଁ ଲାଗି ଥାଏ।

୮) କେଉଁ ମହାପୁରୁଷ ଙ୍କ ର ଅନ୍ୟ ନାମ” ଗୋରା”?
ଉତ୍ତର:- ଶ୍ରୀ ଚୈତନ୍ୟ ଙ୍କର ର

୯) ଘଟଗାଁ ମା ତାରିଣୀ ଙ୍କ ମନ୍ଦିର ରେ ଚଳିତ ପର୍ବ କେତେ ଦିନ ଧରି ଚାଲେ ?
ଉତ୍ତର:- ୭ ଦିନ ଧରି ପାଳନ ହୁଏ ।

୧୦) ରାଶି ଗଣନା ରେ ସପ୍ତମ ରାଶି ରେ ନାମ କଣ ?
ଉତ୍ତର:- ତୁଳା ରାଶି

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।