ଦେଖନ୍ତୁ ଫୋଟ ବୁଢା ଶଶୁରଙ୍କ ରାସଲୀଳା କ୍ୟାମେରାରେ ରେକର୍ଡ ହେଲା , ଏଭଳି ଶଶୁରଙ୍କୁ କ’ଣ ଦଣ୍ଡ ମିଳିବା ଦରକାର କମେଣ୍ଟ କରି ଜଣାନ୍ତୁ

0

ବର୍ତ୍ତମାନର ଏହି ଅତ୍ୟାଧୁନିକ ସମାଜରେ ସମ୍ପର୍କର କିଛି ମୁଲ୍ୟ ନାହିଁ କହିଲେ ଚଳେ । ଆଜିର ଲୋକମାନେ କେବଳ ନିଜର ସ୍ୱାର୍ଥ ହାସଲ କରିବା ପାଇଁ କୌଣସି ବି ସମ୍ପର୍କ କୁ ବଳି ଦେବାକୁ ପଛଘୁଞ୍ଚା ଦେଉନାହାନ୍ତି । ଲୋଭ , ମୋହ , କାମନା ଓ ବାସନା ର ବଶୀଭୂତ ହୋଇ ଏବେର ମନୁଷ୍ୟ ନିଜର ହିତାହିତ ଜ୍ଞାନ ହରେଇବସୁଛି ଏବଂ କରିବସୁଛି ଅମାନବୀୟ କାର୍ଯ୍ୟ ସବୁ । ତେବେ ଆମ ସମାଜରେ ବିବାହ ପରେ ଜଣେ ଝିଅ ନିଜର ଶଶୁରଙ୍କୁ ନିଜର ବାପା ବୋଲି ଗ୍ରହଣ କରିଥାଏ କିନ୍ତୁ ବର୍ତ୍ତମାନ ର ଏହି କୌଳିସିତ ଯୁଗ ର ଲୋକମାନେ ଏହାକୁ ଭୁଲିଯାଇ ,ଜଣେ ଶଶୁର ତାର ନିଜ ବହୁ ର ଜୀବନ ବର୍ବାଦ କରିବାରେ ଲାଗିଛନ୍ତି ।


ତେବେ ଆମେ ଆଜି ଆପଣ ମାନଙ୍କୁ ଏମିତି ଏକ ଅଭାବନୀୟ , ଆଶ୍ଚର୍ଯ୍ୟ ଜନକ ତଥା ଲଜ୍ୟା ଜନକ ଘଟଣା ବିଷୟରେ ଜାଣେଇବୁ ଯାହା ଜଣିଲେ ଆପଣ ବି ବିଶ୍ୱାସ କରିପାରିବେନି ।ସୂଚନାଯୋଗ୍ୟ ଯେ , ଜଣେ ବହୁ ନିଜର ଶଶୁର ଙ୍କ ଉପରେ ଏକ ଅଭିଯୋଗ ଆଣିଥିଲେ କିନ୍ତୁ ଅପର ପକ୍ଷରେ ଶଶୁର ମଧ୍ୟ ବହୁ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି ।ଶଶୁରଙ୍କ ର କହିବା ଅନୁସାରେ ତାଙ୍କର ବହୁ ତାଙ୍କୁ ୮ ଦିନ ଧରି ଖାଇବାକୁ ଦେଉନାହାନ୍ତି ଏବଂ ତାକୁ ମାଡ଼ ମାରିବା ସହ କାନ ଓ ନାକରେ ଲଙ୍କା ଧୂଆଁ ମଧ୍ୟ ଦେଉଥିଲେ ।


କିନ୍ତୁ ବହୁ ଯାହା ସବୁ ଅଭିଯୋଗ କରିଛନ୍ତି ଓ ପ୍ରମାଣ କରିଛନ୍ତି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।ବହୁ ଙ୍କର କହିବା ଅନୁସାରେ ତାଙ୍କର ଶାଶୂ ଙ୍କର ମୃତ୍ୟୁ ପରେ ତାଙ୍କ ଶଶୁର ତାଙ୍କ ଉପରେ ଖରାପ ଦୃଷ୍ଟି ପକେଇଥିଲେ ଏବଂ ସେ ମଧ୍ୟ ଏହାକୁ ବିରୋଧ କରୁଥିଲେ ।ତେବେ ଏ ନେଇ ତାଙ୍କର ଶଶୁର ଓ ଦିଅର ତାଙ୍କୁ ବହୁତ ନିର୍ଯ୍ୟାତନା ମଧ୍ୟ ଦେଉଥିଲେ ଫଳରେ ସେ ୨୦୧୮ ମସିହା ପୋଲିସ ରେ ଅଭିଯୋଗ କରି ନିଜର ଶଶୁର କୁ ଜେଲ କୁ ପଠାଇଥିଲେ ।ତେବେ ଅନେକ ଦିନ ପର୍ଯ୍ୟନ୍ତ ତାଙ୍କୁ ଜେଲ ରୁ କେହି ନ ଆଣିବାରୁ ସେ ନିଜେ ତାଙ୍କୁ ବେଲ ରେ ଆଣିଥିଲେ ଏବଂ ତାଙ୍କୁ ଘରେ ଛାଡ଼ି ଦେଇ ନିଜ ସ୍ଵାମୀ ଙ୍କ ସହ ଭଡା ଘରେ ରହୁଥିଲେ ।

କିନ୍ତୁ ଏତେ ପରେ ବି ଶଶୁର ର ପ୍ରକୃତି ରେ ପରିବର୍ତ୍ତନ ହେଲା ନାହିଁ ଯେ , ସେ ତାଙ୍କ ଘରେ ରହୁଥିବା ଭଡାଟିଆ ଙ୍କୁ ଲୋଲୁପ୍ତ ଦୃଷ୍ଟି ରେ ଦେଖିବା ଆରମ୍ଭ କରିଦେଇଥିଲେ ।ଖାଲି ଏତିକି ନୁହେଁ ବରଂ ସେ ରହୁଥିବା ଭଡା ଘରକୁ ଯାଇ ସେ ଗାଧୋଉଥିବା ସମୟରେ ଝରକା ପାଖରେ ରହି ଦେଖୁଥିଲେ ।ସେ ଏହାର ପ୍ରମାଣ ଭାବରେ ଏକ ଭିଡ଼ିଓ ରେକର୍ଡ ମଧ୍ୟ ରଖିଛନ୍ତି ।ସେ ଶଶୁର କୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ ଯଦି ମୁଁ ତାଙ୍କୁ ଖାଇବାକୁ ଦେଉନଥିଲି ତ ସେ ସୁସ୍ଥ କେମିତି ରହିଲେ ,ଯଦି ଲଙ୍କା ଧୂଆଁ ଦେଉଥିଲି ତ ଡାକ୍ତର ଙ୍କୁ ଦେଖିଲେ ନାହିଁ କାହିଁକି ।ତେବେ ସେ ପୋଲିସ ରେ ଅଭିଯୋଗ କରି ତାଙ୍କ ପାଇଁ କୋଠର ଦଣ୍ଡ ବିଧାନ ର ପ୍ରାର୍ଥନା ରଖିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।