Kumudeni Tripathy – ଯାଦୁ ,କାଛୁ , କୁଣ୍ଡିଆ ପରି ଚର୍ମରୋଗ କୁ ଭଲ କରିଥାଏ ଏହି ଘରୋଇ ଜିନିଷ 100% ଗ୍ୟାରେଣ୍ଟି

0

ଆମେ ସବୁବେଳେ କହିଥାଉ ଏକ ଉକ୍ତି ଯାହା ହେଉଛି ” ସ୍ୱାସ୍ଥ୍ୟ ହିଁ ଜୀବନ ” ଏହି ଉକ୍ତି ଟିର ଅର୍ଟ ହେଉଛି ଏହା କି ଯେ ଆମର ସ୍ଵାସ୍ଥ୍ୟ ହିଁ ଆମର ଜୀବନ ହୋଇଥାଏ। ଯଦି ଆପଣଙ୍କ ପାଖରେ ଏକ ଭଲ ଏବଂ ସୁସ୍ଥ ଶରୀର ରହିଛି ତ ଆପଣ ନିଜ ଜୀବନ ର ସମସ୍ତ ଦିଗ କି ଉପଭୋଗ କରିପାରିବେ ମାତ୍ର ଯଦି ଆପଣଙ୍କ ପାଖରେ ଏକ ସୁସ୍ଥ ଶରୀର ନାହିଁ ତେବେ ଆପଣ ଙ୍କର ପାଖରେ ଥିବା ସମସ୍ତ ଧନ , ମାନ ଓ ସମ୍ପତି ର କୌଣସି ମୁଲ୍ୟ ନାହିଁ ।ତେବେ ଆମେ ଆଜି ଆପଣଙ୍କୁ ସୁସ୍ଥ ରହିବା ପାଇଁ ଏକ ସୁନ୍ଦର କଥା ଟିଏ କହିବାକୁ ଚାହୁଁଛୁ ।


ତେବେ ବର୍ତ୍ତମାନ ସମୟ ରେ ଲୋକମାନେ ପ୍ରାୟ ବିଭିନ୍ନ ପ୍ରକାରର ଚର୍ମ ରୋଗ ର ଶିକାର ହେଉଛନ୍ତି ଯେପରିକି ଯାଦୁ ,କାଛୁ କୁଣ୍ଡିଆ ଇତ୍ୟାଦି ।ତେବେ ଆମେ ଆଜି ଆପଣଂକୁ ଏମିତି ଏକ ଘରୋଇ ଉପଚାର ବିଶୟରେ କହିବା ଯାହା କରିବା ଦ୍ବାରା ମାତ୍ର କେତେଟା ଦିନରେ ଆପଣ ସମସ୍ତ ପ୍ରକାରର ଚର୍ମରୋଗ ରୁ ରକ୍ଷା ପାଇପାରିବେ ।ତେବେ ଆସନ୍ତୁ ଜାଣିବା ସେହି ଉପଚାର ବିଷୟରେ :-

ସାଧାରଣ ଭବାରେ କହିବାକୁ ଗଲେ ଯେତେବେଳେ ଆମ ଶରୀରର କୌଣସି ଏକ ସ୍ଥାନରେ ଝାଳ ବୋହି ହୋଇ ରହିଥାଏ ବା ଦୂଷିତ ପାଣି ର ବ୍ୟବହାର ଜରିଥାଉ ସେତେବେଳେ ଆମ ଶରୀରର କେତେକ ସ୍ଥାନରେ ଏହି ଯାଦୁ ,କାଛୁ ଓ କୁଣ୍ଡିଆ ପରି ଚର୍ମ ରୋଗ ହୋଇଥାଏ ।ତେବେ ଏହା ଶରୀରର କୌଣସି ବି ସ୍ଥାନରେ ହୋଇପାରେ ।ଆଉ ସବୁଠାରୁ ଆଶ୍ଚର୍ଯ୍ୟ କଥା ଏହା କି ଏହାକୁ ଛୁଇଁବା ମାତ୍ର ଏହା ଅଧିକ ହୋଇଥାଏ


ତେବେ ଏଥିରୁ ରକ୍ଷା ପାଇବା ପାଇଁ ପ୍ରଥମେ ଆପଣ ଏକ ଅରଖ ପତ୍ର କୁ ନେଇ ତାକୁ ଛିଣ୍ଡାଇ ସେଥିରେ ଥିବା କ୍ଷୀର କି ସୋଗ୍ରହ କରନ୍ତୁ ।ଏବଂ ଅନ୍ୟ ଏକ ପାତ୍ରରେ ଦୁଇ ଚାମଚ ନିମ୍ବ ତେଲ ନିଅନ୍ତୁ ।ବର୍ତ୍ତମାନ ଏକ ପାତ୍ରରେ ଦୁଇ ଚାମଚ ନିମ୍ବ ତେଲ ସହ ଦୁଇ ଚାମଚ ଅରଖ କ୍ଷୀର କୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ।ବର୍ତ୍ତମାନ ଯାଦୁ ହୋଇଥିବା ସ୍ଥାନ କୁ ଭଲ ଭାବରେ ହାଲକା ଉଷୁମ ପାଣିରେ ଡେଟେଲ ପକାଇ ସଫା କରି ନିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ କରିଥିବା ପେଷ୍ଟ କୁ ଯାଦୁ ,କାଛୁ ଓ କୁଣ୍ଡିଆ ହୋଇଥିବା ସ୍ଥାନରେ ଲଗାଇ ଦିଅନ୍ତୁ ।

ଲଗେଇ ସରିବା ପରେ ଏହାକୁ ୨-୩ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ମାସାଜ କରି ନିଅନ୍ତୁ ।ଓ ଏହାକୁ ୩-୪ ଛାଡି ଦିଅନ୍ତୁ ।ହଁ ଏହି ରିମେଡି କୁ ରାତିରେ ଶୋଇବା ପୂର୍ବରୁ ବ୍ୟବହାର କରିବା ଉଚିତ ହୋଇଥାଏ । ତେବେ ଏହାକୁ ରାତି ସାରା ସେମିତି ଛାଡି ଦେବା ପରେ ସକାଳେ ଏହାକି ଥଣ୍ଡା ପାଣିରେ ସଫା କରିନାଅନ୍ତୁ ।ଏହି ପରି ନିୟମିତ ଭାବରେ ୧୫ ଦିନ ପର୍ଯ୍ୟନ୍ତ କରିବା ଦ୍ୱାରା ଆପଣଙ୍କ ର ଯାଦୁ ,କାଛୁ ଓ କୁଣ୍ଡିଆ ପରି ଚର୍ମ ରୋଗ ଭଲ ହୋଇଯିବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।