Biswa Ranjan Tripathy – ମେଥି ପାଣି ପିଇଲେ ଆପଣଙ୍କୁ କେବେ ହେବ ନାହିଁ ଏହି ପାଞ୍ଚଟି ରୋଗ ମେଡ଼ିସିନ୍ ଠାରୁ ଅଧିକ କାର୍ଯ୍ୟକାରୀ

0

ଆମେ ସୁସ୍ଥ ରହିବାକୁ ଅନେଗୁଡିଏ ଉପାୟ ଅବଲମ୍ବନ କରୁ। ମାତ୍ର କୌଣସି ଉପାୟ ଦ୍ଵାରା ସୁସ୍ଥ ରହିବ ସହଜ ହୋଇ ନଥାଏ। କାରଣ ହେଲା ପ୍ରକୃତ ଉପାୟ ଗୁଡ଼ିକୁ ଆମେ ଜାଣି ନଥାଉ। ଆଜି ସେମତି କିଛି ସହଜ ଏବଂ ସରଳ ଉପାୟ ଆମେ ଆପଣଙ୍କୁ ବତାଇ ଦେବୁ। ଯାହା ଅଳ୍ପ ଖୁବ୍ ଅଳ୍ପ ଖର୍ଚ୍ଚ ନେବା ସହିତ ଆପଣଙ୍କୁ ଅନେକ ରୋଗରୁ ମଧ୍ୟ ରକ୍ଷା କରିବ। ତେବେ ଆସନ୍ତୁ ଜାଣିବା ଏହି ଉପାୟ ଟି କଣ୍। ଆପଣ ପ୍ରତିଦିନ ବିଭିନ୍ନ ପ୍ରକାର ସାମଗ୍ରୀ କୁ ନେଇ ମସଲା ପ୍ରସ୍ତୁତ କରନ୍ତି। ସେଥି ମଧ୍ୟରୁ ମେଥି ହେଉଛି ଅନ୍ୟତମ।


ଏହି ମେଥି କୁ କେବଳ ଆପଣ ନିତ୍ୟ ଦିନର ସାମଗ୍ରୀ ଭାବରେ ବ୍ୟବହାର କରି ଆସୁଥିବେ। ମାତ୍ର ଏହାକୁ ଯଦି ପ୍ରତିଦିନ ପାଣିରେ ମିଶାଇ ସକାଳେ ଖାଲି ପେଟରେ ଖାଆନ୍ତି ତାହାଲେ ଅସଂଖ୍ୟ ରୋଗରୁ ମୁକ୍ତି ମିଳିଯିବ। ତେବେ ଆସନ୍ତୁ ସେହି ସବୁ ବିଷୟର ଜାଣିବା, ଯାହା ଦ୍ଵାରା ଆମେ ମେଥି ପାଣି ପିଇଲେ କେଉଁ କେଉଁ ରୋଗ ଭଲ ହୋଇଯିବ।

ପ୍ରଥମ:- ମେଥି ପାଣି ପିଇଲେ ପ୍ରତିଦିନ ଆପଣଙ୍କ ଆଣ୍ଠୁ ଗଣ୍ଠି ଜନିତ ଯନ୍ତ୍ରଣା ସବୁଦିନ ପାଇଁ ଚାଲିଯିବ। ଆପଣ ଏହାକୁ ରାତିରେ ପାଣିରେ ମିଶାଇ ରଖିଦେଲେ ସକାଳେ ଉଠି ଖାଲି ପେଟରେ ପିଇ ଦେଲେ ଏହି ଯନ୍ତ୍ରଣା ଜନିତ ସମସ୍ୟା ସବୁଦିନ ପାଇଁ ଦୂର ହୋଇଯାଏ।

ଦ୍ଵିତୀୟ:- ଯଦି ଆପଣଙ୍କ ର ମୋଟା ପଣ ପାଇଁ ସମସ୍ୟା ରହିଛି ତାହାଲେ ମେଥି ଦାନା କୁ ପ୍ରତିଦିନ ସକାଳେ ଖାଇବାକୁ ଚେଷ୍ଟା କରନ୍ତୁ । ଆଉ ଦେଖିବେ ଅଳ୍ପ ଦିନ ମଧ୍ୟରେ ଏହା ଦ୍ଵାରା ଆପଣଙ୍କର ମୋଟା ପଣ ଗାଏବ ହେବା ସହିତ ସ୍ଲିମ୍ ମଧ୍ୟ ଦେଖାଯିବେ। ଏହି ମେଥି ପାଣି ପିଇଲେ ଆପଣଙ୍କ ର ମେଦ ଜନିତ ରୋଗ ମଧ୍ୟ ଦୂର ହୋଇଯିବ ସବୁଦିନ ପାଇଁ। ଓଜନ ହ୍ରାସ ହେବା ସହିତ ଆପଣ ମଧ୍ୟ ଫିଟ୍ ଦେଖାଯିବେ।


ତୃତୀୟ:- ମେଥି ପାଣି ପିଇବା ଦ୍ଵାରା ଆପଣଙ୍କ ଶରୀରରୁ ବ୍ଲଡ ପ୍ରେସର ମଧ୍ୟ ଠିକ୍ ରହିବା ଆରମ୍ଭ ହୋଇଯାଏ। ଯଦି ଆପଣ ବ୍ଲଡ ପ୍ରେସର ପାଇଁ ଅନେକ ମେଡ଼ିସିନ୍ ଖାଉଛନ୍ତି ତାହାଲେ ପ୍ରତିଦିନ ମେଥି ପାଣି ପିଇବାକୁ। ଚେଷ୍ଟା କରନ୍ତୁ ଆଉ ଦେଖିବେ ବ୍ଲଡ ପ୍ରେସର ପୂର୍ବ ପରି ଠିକ୍ ହୋଇଯିବ। ଆଉ ଆପଣ ପୁରା ସୁସ୍ଥ ହୋଇଯିବେ।

ଚତୁର୍ଥ:- ମେଥି ପାଣି ପିଇଲେ ଆପଣଙ୍କୁ କ୍ୟାନ୍ସର କେବେ ହେବ ନାହିଁ। ଏଥିରେ ଥିବା ଆଣ୍ଟି କ୍ୟାନ୍ସର ଗୁଣ ପାଇଁ ଏହା ଶରୀର ମଧ୍ୟରୁ ସେହି ରୋଗ ଜୀବାଣୁ ଦୂର କରି ଦେଇ ଥାଏ।ଆଉ କ୍ୟାନ୍ସର କେବେ ଆପଣଙ୍କ ଶରୀର କୁ ପ୍ରବେଶ କରି ପରେ ନାହିଁ।

ପଞ୍ଚମ :- ମେଥି ପାଣି ପିଇବା ଦ୍ଵାରା ଆପଣଙ୍କ ଶରୀର ରେ ଇମୁତ୍ନୁଟି ଠିକ୍ ରହିଥାଏ। ଏହା ସହିତ ଆପଣ ଜଣେ ସୁସ୍ଥ ଜିବନ ଯାପନ କରିବାକୁ ଆରମ୍ଭ କରନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।