ଆପଣଙ୍କ ପତ୍ନୀ ସବୁବେଳେ ଆପଣଙ୍କ ସହ ଝଗଡା କରୁଛନ୍ତି କି କରନ୍ତୁ ଏହି ସରଳ ଉପାୟ କେହି ବି ଜାଣି ନଥାନ୍ତି , ସ୍ତ୍ରୀ ପୁରା ଆପଣଙ୍କ ପାଇଁ ପାଗଳ ହୋଇଯିବ….

0

ଆମେ ଜାଣିଛୁ ଯେ ସ୍ୱାମୀ ଓ ସ୍ତ୍ରୀ ଙ୍କ ସମ୍ପର୍କ ଏକ ପଵିତ୍ର ସମ୍ପର୍କ ଅଟେ । ଏହା ଉଭୟ ଶାରୀରିକ ଏବଂ ମାନସିକ ସମ୍ପର୍କ ହୋଇଥାଏ ।ସ୍ୱାମୀ-ସ୍ତ୍ରୀ ଙ୍କ ମଧ୍ୟରେ ଏହି ମାନସିକ ତଥା ଶାରୀରିକ ସମ୍ପର୍କ ସେମାନଙ୍କୁ ଏକ ସୁନ୍ଦର ଏବଂ ଆନନ୍ଦମୟ ଜୀବନଯାପନ କରିବାରେ ସାହାଯ୍ୟ କରିଥାଏ । ଏହା ମଧ୍ୟ ଉଭୟଙ୍କୁ ଶାରୀରିକ ତଥା ମାନସିକ ସ୍ତରରେ ଶାନ୍ତି ଦେବା ସହ ଶରୀର ରେ ବହୁତ ଉପକାର କରିଥାଏ ।କିନ୍ତୁ କେବେ କେବେ ପାରିବାରିକ ତଥା ନିଜସ୍ଵ ସମସ୍ୟା କୁ ନେଇ ତଥା ନିଜର ବ୍ୟସ୍ତବହୁଳ ଜୀବନକୁ ନେଇ ଉଭୟ ଉଭୟଙ୍କ ସହ ମତାନ୍ତର କରିଥାନ୍ତି ଏବଂ ଏହା ଦ୍ୱାରା ଛୋଟ ବଡ଼ ଝଗଡା ମଧ୍ୟ ହୋଇଥାଏ । କିନ୍ତୁ ଯେତେବେଳେ ଝଗଡ଼ା ଟି ବଢ଼ିଯାଏ ତାହା ଏକ ବଡ଼ ସମସ୍ୟା କୁ ଆଣି ସ୍ୱାମୀ- ସ୍ତ୍ରୀ ଙ୍କ ମଧ୍ୟରେ ଝଡ଼ ସୃଷ୍ଟି କରିଥାଏ । ଏହା ଫଳରେ କେବେକେବେ ଦୁହିଁଙ୍କୁ ଅଲଗା ମଧ୍ୟ ହେବକୁ ପଡିଥାଏ ।

କିନ୍ତୁ ଆମେ ଆଜି ଆପଣ ଙ୍କୁ ଏମିତି କିଛି ଉପାୟ ବା ସିକ୍ରେଟ କହିବାକୁ ଯାଉଛୁ ଯାହାକୁ ଆପଣେଇବା ଫଳରେ ଆପଣ ଙ୍କର ବୈବାହିକ ଜୀବନ ଟି ଅତ୍ୟନ୍ତ ସୁଖ ତଥା ଆନନ୍ଦମୟ ହେବା ସହ ଆପଣଙ୍କ ଧର୍ମପତ୍ନୀ ସବୁବେଳେ ଆପଣ ଙ୍କର ଅଜ୍ଞ ହୋଇରହିବେ । ତେବେ ଆସାନ୍ତୁ ଜାଣିବା କଣ ସବୁ କରିବା ଦ୍ୱାରା ଜଣେ ସ୍ତ୍ରୀ ତାର ସ୍ୱାମୀ ସହ ଖୁସିରେ ସଂସାର କରିବ ଓ କେବେ ହେଲେ ଦୁହିଁଙ୍କ ମଧ୍ୟରେ କଳିଝଗଡା ହେବ ନାହିଁ ।

୧.ମଧୁର ଏବଂ ପ୍ରେମଭରା ବାର୍ତାଳ୍ପ :-
ସାଧାରଣ ଭାବରେ ଆମେ ସମସ୍ତେ ନିଜ ନିଜର କାମରେ ବ୍ୟସ୍ତ ରାହୁଛୁ ଏବଂ ଏହି ବ୍ୟସ୍ତବହୁଳତା କାରଣ ରୁ ପତି-ପତ୍ନୀ ଙ୍କ ସହ ଠିକ ଭାବରେ ଭାବର ଆଦାନ ପ୍ରଦାନ ହୋଇପାରିନଥାଏ । ତେଣୁ ଆପଣ ଯେତେବେଳେ କାମ ସରିବା ପରେ ରାତିରେ ନିଜ ସ୍ତ୍ରୀ ସହ ଶୋଇବାକୁ ଯାଉଛନ୍ତି ସେତେବେଳେ ତାଙ୍କ ସହ କିଛି ମିଠାମିଠା ତଥା ରୋମାଣ୍ଟିକ କଥା ହୁଅନ୍ତୁ । ତାପରେ ଦେଖିବେ ଆପଣଙ୍କ ସ୍ତ୍ରୀ ସବୁବେଳେ ଆପଣଙ୍କ ପାଖରେ ରହିବେ ଆଉ ଦୁହିଁଙ୍କ ମଧ୍ୟରେ ସଂଘର୍ଷ ମଧ୍ୟ ହେବନାହିଁ ।

୨.ସେନ୍ହ ରେ ସ୍ତ୍ରୀ କୁ କୁଣ୍ଢେଇବା :-
ଆପଣମାନେ ଯେତେବେଳେ ଟିକେ ସମୟ ପାଉଛନ୍ତି ନିହାତି ଭାବରେ ନିଜର ପତ୍ନୀ ସହ ସେହି ସମୟଟୀକୁ କିଛି ରୋମାଣ୍ଟିକ ହୋଇ ବିତାନ୍ତୁ । ଆମେରିକା ର ଏକ ଗବେଷଣାରେ ଜଣାପଡିଛି ଯେ ଜଣେ ବ୍ୟକ୍ତି ନିଜର ପତ୍ନୀକୁ ଯଦି ରାତିରେ ନିଜ ଛାତିରେ ଲଗେଇ ଶୋଉଛନ୍ତି ତ ଆପଣଙ୍କ ସ୍ତ୍ରୀ କେବେ ହେଲେ ଆପଣଙ୍କଠାରୁ ଦୂରେଇ ଯିବନି ଏବଂ ସବୁବେଳେ ଆପଣଙ୍କ ସାଥ ଦେବ ।

୩.ସ୍ତ୍ରୀ ର ସେବା କରିବା :-
ପ୍ରତିଦିନ ଯେ କେବଳ ଜଣେ ଯୁବକ ହିଁ କାର୍ଯ୍ୟକରି ଥକିଯାଇଥାନ୍ତି ତାହା ନୁହେଁ ବରଂ ମହିଳାମାନେ ମଧ୍ୟ ଦିନସାରା ଘରେ କାର୍ଯ୍ୟ କରିଥାନ୍ତି । ତ ଆପଣଙ୍କ ଯେତେବେଳେ ସମୟ ପାଉଛନ୍ତି ନିଜ ସ୍ତ୍ରୀର ସେବା କରନ୍ତୁ ଏହା ଆପଣଙ୍କ ବୈବାହିକ ଜୀଵନରେ ଖୁସି ଆଣିଦେବ ।

୪.ସ୍ତ୍ରୀ ଙ୍କ ସହ ମଜା ମସ୍ତି :-
ନିଜର ବ୍ୟସ୍ତବହୁଳ ଜୀବନ ମଧ୍ୟରେ କିଛି ସମୟ ପତ୍ନୀଙ୍କ ସହ ମଜା ମସ୍ତି ରେ କଟାନ୍ତୁ ଦେଖିବେ ଆପଣଙ୍କ ଜୀଵନ ଅତ୍ୟନ୍ତ ସୁଖଦାୟକ ହେବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।