ବୟସ ମାତ୍ର 18 ବର୍ଷ କିନ୍ତୁ ଏହି ମାରାତ୍ମକ ରୋଗ କାରଣରୁ ସେ ଦେଖାଯାଉଛନ୍ତି 80 ବର୍ଷୀୟ ମହିଳା ପରି !ରୋଗର କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ! ଗୋଟିଏ ସେୟାର ନିଶ୍ଚିତ କରନ୍ତୁ ?

0

ତେବେ ଆଜି କାଲି ସମାଜ ରେ ଅନେକ ପ୍ରକାର ରୋଗ ଦେଖିବାକୁ ମିଳୁଛି। ତେବେ ଏହି ରୋଗ ଏସବୁ ରୋଗ ଏତେ ମାରାତ୍ମକ ହୋଇ ଯାଉଛି ଯେ , ଏହାର ଚିକିତ୍ସା ପାଇଁ କୌଣସି ପଦ୍ଧତି ନାହିଁ। ତେବେ ଅନେକ କାରଣ ରୁ ଏହି ସବୁ ରୋଗ ଦେଖିବାକୁ ମିଳି ଥାଏ। ତେବେ ଆମ ସମାଜ ରେ ଅନେକ ଘଟଣା ସବୁ ଦେଖିବାକୁ ମିଳୁଛି। ତେବେ ଏହି ସବୁ ଘଟଣା ପାଇଁ ବେଳେ ବେଳେ ଆମ କୁ ଅନେକ କିଛି କ୍ଷତି ସହି ବାକୁ ପଡି ଥାଏ। ତେବେ ଆଜି ର ସୋସିଅଲ ମିଡ଼ିଆ ରେ ଅନେକ କିଛି ରୋଚକ ତଥ୍ୟ ଦେଖିବାକୁ ମିଳୁଛି । ତେବେ ଯାହା ଆମ କୁ ବହୁତ ଆଶ୍ଚର୍ଯ୍ୟ କରି ଥାଏ। ତେବେ ପ୍ରତିଦିନ ସମାଜ ରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ସବୁ ଦେଖିବାକୁ ମିଳୁଛି । ତେବେ ଏହି ସବୁ ଘଟଣା କାହା ସହ ହେବ ବୋଲି କେହି ବି କେବେ ଭାବି ନ ଥିବେ।ତେବେ କାହା ସହ କଣ ଘଟିବ , ଏହା କେହି କହି ପାରିବ ନାହିଁ। ତେବେ ଏହି ସବୁ ଘଟଣା ପାଇଁ ଅନେକ ଅସୁଵିଧା ହୋଇ ଥାଏ।

ତେବେ ଆପଣ ମାନେ ଜାଣି ଥିବେ କି ସୋସିଆଲ ମିଡିଆରେ ଅନେକ୍ ତଥ୍ୟ ମିଳି ଥାଏ।ତେବେ ଏହି ସବୁ ତଥ୍ୟ ବହୁତ ଶୀଘ୍ର ଭାଇରଲ ହୋଇ ଥାଏ,ଆଉ ଯାହା ଦ୍ୱାରା ଏହି ସବୁ ତଥ୍ୟ ଲୋକ ଙ୍କ ପାଖରେ ପହଂଚି ଥାଏ।ତେବେ ସେମିତି ଏକ ଘଟଣା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ତେବେ ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ।ତେବେ ଏହା ଏକ ଦୁଃଖଦ ଘଟଣା ଆଉ ଏହା ଦେଖିଲା ପରେ ଆପଣଙ୍କୁ ଅଜବ ଲାଗି ପରେ। ତେବେ ଘଟଣା ଟି ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି କି ଜଣେ ୧୮ ବର୍ଷ ର ଝିଅ ମାତ୍ର କମ ବୟସ ରୁ ୮୦ ବର୍ଷ ରେ ହୋଇ ଯାଇଛନ୍ତି।

ତେବେ ସେ ତାଙ୍କ ଦୁଃଖ ଭରା କାହାଣୀ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ତେବେ ଏହି ଝିଅ ଟି ୟମନ୍ ରେ ରହେ,ଆଉ ତାଙ୍କର ନାମ ସେଦା ଅହମଦ ବଦହଲି । ତେବେ ଯିଏ କି ମାତ୍ର ୧୮ ବର୍ଷ ବୟସ ରେ ବୃଦ୍ଧା ହୋଇ ଯାଇଛନ୍ତି।ତେବେ ଆମେ ସାଧାରଣତ ଜାଣିଛେ କି ମଣିଷ ରେ ବୟସ ହେଲେ ମଣିଷ ବୃଦ୍ଧା ହୋଇ ଯାଏ, କିନ୍ତୁ ଏଠି କମ ବୟସ ରୁ ବୃଦ୍ଧା ହୋଇ ଯିବା ଏକ ଆଶ୍ଚର୍ଯ୍ୟକର କଥା। ତେବେ ସେଦା ୟମନ ଦେଶ ରେ ୨ ବର୍ଷ ପୂର୍ବେ ଗୃହ ଯୁଦ୍ଧର ଶିକାର ହୋଇଥିଲା ।ତେବେ ସେଠାକାର ଯୁଦ୍ଧ ସାଧାରଣ ଲୋକଙ୍କ ଜୀବନକୁ ବହୁତ ହିଁ ପ୍ରଭବିତ କରି ଥାଏ । ତେବେ ଏ ପର୍ଯ୍ୟନ୍ତ ୟମନରେ ମାରାମାରୀ ସତେଜ ର ନାମ ନେଉ ନାହାନ୍ତି ମାତ୍ର ତାହାର ଫଳ ସୌଦା ଭଳି ସାଧାରଣ ଲୋକଙ୍କୁ ଭୋଗିବାକୁ ପଡୁଛି ।

ତେବେ ସୌଦା ଉପରେ ଏହି ଯୁଦ୍ଦର ଏତେ ଖରାପ ପ୍ରଭାବ ପଡିଲା କି ସେ ଅତି କମ ବୟସ ମାତ୍ର୍ ୧୮ ବର୍ଷ ବୟସରେ ହିଁ ବୃଦ୍ଧ ଭଳି ଦେଖିବାକୁ ଲାଗିଲେ। ତେବେ ଯୁଦ୍ଧ ସମୟ ରେ ୟମନ୍ ରେ ଖାଇବା ରେ ବିକଲତା ଦେଖା ଦେଇ ଥିଲା। ଆଉ ଯାହା ପାଇଁ ସେଦା ବହୁତ ଅସୁବିଧା ରେ ପଡିଲେ ଆଉ ଖାଇବାକୁ ନ ପାଇଁ ଏହି ଭଳି ରୋଗ ରେ ଆକ୍ରାନ୍ତ ହୋଇଛନ୍ତି।ତେବେ ଦେଖିବାକୁ ମିଳିଛି କି ସେ ଏହି ରୋଗ ପାଇଁ ପୁରା ସୁଖିକି ହାଡ଼ ଭଳି ହୋଇ ଯାଇଛନ୍ତି। ତେବେ ସେତେବେଳେ ତାଙ୍କ ପରିବାର ଗରିବ ରହି ଥିଲା ଆଉ ତାଙ୍କୁ ଖାଇବାକୁ ଦେଇ ନ ପାରିବାରୁ ତାଙ୍କ ଅବସ୍ଥା ଏମିତି ହୋଇଛି। ତେବେ ଡାକ୍ତର ଙ୍କ କହିବ ଅନୁସାରେ ସୌଦା ଗୋଟେ ବି ପାଦ ଚାଲିବାର ସକ୍ଷମ ନାହାନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।