ଆପଣ ମାନଙ୍କ ର ଅତିପ୍ରିୟ କମେଡିଆନ୍ ଜୋଜୋ ଙ୍କ ର ରିଏଲ୍ ଲାଇଫ୍, ଘର, ପରିବାର ଆଦି ସମ୍ପର୍କରେ କିଛି ଅଜଣା କଥା

0

ଗୋଟିଏ ସମାଜ କୁ ଏକ ସୁସ୍ଥ ସମାଜ ଗଠନ କରିବା ହେଉଛି ଯେକୌଣସି ସରକାର ଙ୍କର ମୁଖ୍ୟ କାର୍ଯ୍ୟ ଅଟେ । ଏବଂ ଆମ ସମାଜକୁ ଏକ ମଙ୍ଗଳକାରୀ ତଥା ଲୋକପ୍ରିୟ ସମାଜ ଗଠନ କରିବାକୁ ତଥା ଲୋକ ମାନଙ୍କୁ ଏକ ନିରାପଦ ତଥା ସ୍ୱାଧୀନ ଜୀବନ ଦେବାକୁ କିଛି ନିୟମ ଲାଗୁ କରିଛନ୍ତି ଏବଂ ଏହି ନିୟମ କୁ ସମସ୍ତ କୁ ମାନିବାକୁ ପଡିଥାଏ ।କିନ୍ତୁ ଯଦି କେହି ବ୍ୟକ୍ତି ଏହାକୁ ଅବଲମ୍ବନ କରିଥାନ୍ତି ତାହାଲେ ତାଙ୍କ ପାଇଁ ଦଣ୍ଡ ବିଧାନ ବ୍ୟବସ୍ଥା ମଧ୍ୟ ରହିଛି ।ତେବେ ଆମ ଦେଶ ସରକାର ଆମ ନାଗରିକ ମାନଙ୍କ ପାଇଁ ଏକ ନୂଆ ନିୟମ ଆଣିଥିଲେ ଯାହାର ପୁରଣ କରିବାର ସମୟ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିର ହୋଇପାରିନାହିଁ ।


ତେବେ ଚଳିତ ବର୍ଷ ଦେଶ ରେ କରନା ମହାମାରୀ (COVID-19)ର ପ୍ରକପ ଧୀରେ ଧୀରେ ବଢିବା ରେ ଲାଗିଛି ଫଳରେ ଦେଶର ସମସ୍ତ କାର୍ଯ୍ୟ ଗୁଡିକ ମଧ୍ୟ ବିଳମ୍ବରେ ହେଉଛି ।ତେବେ ଆମ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦ୍ୱିତୀୟ ବିଭାଗ ଶାସନ ବ୍ୟବସ୍ଥା ରେ ୨୦୨୦ ମସିହାରେ ଏକ ଆଇନ ବାହାର କରିଥିଲେ ଯାହା କି ଲୋକ ମାନଙ୍କୁ ପରିବହନ କ୍ଷତ୍ରରେ ସୁବିଧା ସୁଯୋଗ ପ୍ରଦାନ କରିବ ବୋଲି ଆଶା ରଖିଥିଲେ ମୋଦି ସରକାର ।

ତେବେ ପ୍ରଚଳିତ ଏହି ଆଇନ ଅନୁସାରେ ,ଦେଶର ପ୍ରତ୍ୟେକ ଗାଡି ପାଇଁ କାଗଜ ପତ୍ର ଓ ଚାଳକ ଙ୍କ ପାଇଁ ଡ୍ରାଇଭିଂ ଲାଇସେନ୍ସରେ କରିବା ବାଧ୍ୟତାମୂଳକ କରାଯାଇଛି। ତେବେ ଏହା କରିବାର ଶେଷ ତାରିଖ ବାରମ୍ବାର ନିର୍ଦ୍ଧାରଣ କରିବା ପରେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ଭବାରେ ଶେଷ ହୋଇପାରି ନାହିଁ ଏହି କରନା ଭୁତାଣୁ ର ଭୟଙ୍କର ତାଣ୍ଡବ ଯୋଗୁଁ। ଏବଂ ବାରମ୍ବାର ଗାଡି ଚାଳକ ଙ୍କର ଡ୍ରାଇଭିଂ ଲାଇସେନ, ଆରସି, ଫିଟନେସ୍ ସାର୍ଟିଫିକେଟ ଓ ଅନ୍ୟ କିଛି କାଗଜପତ୍ରର ବୈଧତା ପୁଣି ଆଉ ୩ ମାସ ପର୍ଯ୍ୟନ୍ତ ଅବଧି ବୃଦ୍ଧି କରାଯାଇଛି ।ତେବେ ଏହା ବର୍ତ୍ତମାନ ୨୦୨୧ ମସିହା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।


ଟେବେ ଏହି ନିୟମ ଅନୁଯାୟୀ ଯେଉଁ ବ୍ୟକ୍ତି ମାନେ ଏବେ ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ, ଆରସି, ଫିଟନେସ୍ ସାର୍ଟିଫିକେଟ ଓ ଅନ୍ୟ କିଛି କାଗଜପତ୍ରର ଆଦି କରିପାରି ନାହାନ୍ତି ସେମାନେ ଆଗାମୀ ତିନି ମାସ ମଧ୍ୟରେ ଏହାକୁ କରିବା ଉଚିତ ।ତେବେ ନିୟମ ଅନୁସାରେ ଯେଉଁ ଗାଡି ଗୁଡିକ ର କାଗଜପତ୍ର ର ସମୟ ସୀମା ୨୦୨୦ ଫ୍ରେବୃୟାରି ସାରିଯାଇଛି ବା ୨୦୨୧ ମସିହା ମାର୍ଚ୍ଚ ୩୧ ରେ ସାରିବାକୁ ଯାଉଛି ସେମାନଙ୍କ ପାଇଁ ଏହି ନିୟମ ଟି କଡାକଡି ଭାବରେ ପାଳନ କରାଯିବ ।ଏହା ଲୋକ ମାନଙ୍କର ଯିବାଆସିବା ରେ ସୁବିଧା ପାଇଁ କରାଯାଇଛି ।

ମାତ୍ର ଯେଉଁ ଲର୍ଣ୍ଣର ଲାଇସେନ୍ସଧାରୀଙ୍କ ଗାଡିର କାଗଜପତ୍ର ୩୧ ଡିସେମ୍ବର ୨୦୨୦ ରେ ସରୁଛି ସେମାନେ ଏହାକୁ ଆସନ୍ତା ବର୍ଷ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ ।ଏବଂ ଏହି ସମୟ ମଧ୍ୟରେ ସେମାନଙ୍କୁ ସମସ୍ତ କାଗଜପତ୍ର କାରିନେବା ଦରକାର ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।