ଦେଖନ୍ତୁ ଭିଡିଓ ! ନିଜ ସ୍ତ୍ରୀ ଆଉ ପୁଅଙ୍କ ସହିତ କେମିତି ଜନ୍ମଦିନ ପାଳନ କଲେ ଓଡିଆ ଅଭିନେତୀ ଦିପକ୍ !

0

ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଯଦି ସବୁଠାରୁ କିଛି ଅଧିକ ଭାଇରଲ ହୋଇଥାଏ ତ ତାହା ହେଉଛି ବଲିଉଡ, ଟାଲିଉଡ଼ ଏବଂ ହଲିଉଡ଼ ର ଅଭିନେତା ଓ ଅଭିନେତ୍ରୀ ମାନେ । ସେମାନେ ସବୁବେଳେ ନିଜର ଫୋଟ , ଆଲବମ ଏପରି କି ନିଜର ହବି ବିଷୟରେ ମଧ୍ୟ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରି ଲୋକମାନଙ୍କ ସାମ୍ନା କୁ ଆସିବାକୁ ପସନ୍ଦ କରିଥାନ୍ତି । ଖାଲି ଏତିକି ନୁହେଁ ବରଂ ଆମ ସାମାଜିକ ଗଣମାଧ୍ୟମ ର କାର୍ଯ୍ୟକରୁଥିବା ବ୍ୟକ୍ତି ମାନେ ମଧ୍ୟ ଫିଲ୍ମ ର କଳାକାର ମାନଙ୍କର ତଥା ସେମାନଙ୍କ ର ପରିବାର ର ସମସ୍ତ ତଥ୍ୟ କୁ ଲୋକମାନଙ୍କ ଆଗକୁ ଆଣିଥାନ୍ତି । କାରଣ ପ୍ରାୟତଃ ଲୋକମାନେ ଟିଭି ଓ ଫିଲ୍ମ ର କଳାକାର ମାନଙ୍କ ବିଷୟରେ ଜାଣିବାକୁ ଇଛୁକ ରହିଥାନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ଏମିତି ଜଣେ ଓଡ଼ିଆ କାଳକାଳ ଙ୍କର ବିଷୟରେ ଜଣେଇବୁ ।


ତେବେ ଆମେ ଆପଣଂକୁ ଆମ ଓଡ଼ିଆ ଫିଲ୍ମ ଇନ୍ଦ୍ରଷ୍ଟ୍ରି ର ଆଗଧାଡ଼ିର ଅଭିନେତା ଦୀପକ ଙ୍କ ବିଷୟ ରେ ।ଯିଏକି କିଛି ଦିନ ହେବ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚ୍ଚା ରେ ରହିଛନ୍ତି ।ତେବେ ତାଙ୍କର ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ରହିବାର କାରଣ ହେଉଛି ତାଙ୍କର ନୂଆ ଲୁକ ଏବଂ ତାଙ୍କର ଜନ୍ମଦିନ ପାଇଁ। ତେବେ ତାଙ୍କର ଜନ୍ମ ଦିନ ବେଶ ଧୁମ ଧାମ ରେ ପାଳନ କରିଛନ୍ତି ସେ ବି ନିଜର ପରିବାର ଲୋକ ତଥା ତାଙ୍କର ସ୍ତ୍ରୀ ତନୁଜା ଙ୍କ ସହ ଯିଏକି ଜଣେ ଫିଲ୍ମ ପ୍ରଦ୍ୟୁସର ଅଟନ୍ତି ।

ତେବେ ତାଙ୍କର ଜନ୍ମ ଦିନରେ ସେ ଏକ ନୂଆ ରୂପରେ ତଥା ନୂଆ ବେଶ ପୋଷକ ରେ ସମସ୍ତ ଙ୍କ ସମ୍ନା କୁ ଆସିଥିଲେ ।ତେବେ ସମସ୍ତ ଙ୍କର କହିବା ଅନୁସାରେ ସେ ନିଜର ଜନ୍ମ ଦିନରେ ପିନ୍ଧିଥିବା ଡ୍ରେସ ରେ ବହୁତ ସୁନ୍ଦର ଓ ହ୍ୟାଣ୍ଡସମ ଦେଖାଯାଉଥିଲେ ।ସେ ନିଜର ଜନ୍ମ ଦିନ ପରିବାର ବର୍ଗ ଙ୍କ ସହ ପାଳନ କରୁଥିବା ସମୟରେ ତାଙ୍କର ନୂଆ ଫିଲ୍ମ ବିଷୟରେ ସୂଚନା ଦେଇଛନ୍ତି ।ତେବେ ସେ କହିଛନ୍ତି ଯେ ତାଙ୍କର ପରିବାର ଲୋକଙ୍କ ସହ ନିଜର ଜନ୍ମ ଦିନ ପାଳନ କରି ନିଜକୁ ବହୁତ ଖୁସି ଓ ଭାଗ୍ୟବାନ ମନେ କରୁଛନ୍ତି ।

ସେ ତାଙ୍କର ବାର୍ଥଡେ ପାଳନ କରୁଥିବା ସମୟରେ ନିଜର ଆଗାମୀ ଫିଲ୍ମ ବିଷୟରେ ସାମନ୍ୟ ସୂଚନା ଦେଇଛନ୍ତି ।ସେ ଯେଉଁ ଫିଲ୍ମ କରୁଛନ୍ତି ସେହି ଫିଲ୍ମ ର ପ୍ରଦ୍ୟୁସର ଅଛନ୍ତି ତାଙ୍କର ପତ୍ନୀ ତନୁଜା ଦେବୀ ।ସେହି ଫିଲ୍ମ ରେ ହୋର ଦୀପକ ଥିବା ବେଳେ ତାଙ୍କ ବିପକ୍ଷ ରେ ଦୁଇ ଜଣ ହିରୋଇନ ଅଭିନୟ କରିବେ ବୋଲି ସେ ସୂଚନା ଦେଇଛନ୍ତି ।ତେବେ ତାଙ୍କର ଏହି ଆଗାମୀ ଫିଲ୍ମ ଟି ଲକଡାଉନ ଖିଲିବା ପରେ ଦର୍ଶକ ଙ୍କ ଆଗକୁ ଆସିବ ଏବଂ ଏହା ଲୋକ ମାନଙ୍କୁ ବହୁତ ଖୁସି ଆଣିଦେବ ବୋଲି ସେ କହିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।