ଅଲୌକିକ ମହିମା ! ଏହି ମନ୍ଦିରରେ ଯୋଡ଼ି ହୋଇଯାଏ ଲୋକଙ୍କ ଭଙ୍ଗା ହାଡ଼ ଏହି ମନ୍ଦିରର ରହସ୍ୟ ଜାଣିଲେ କହିବେ କ’ଣ ସତରେ

0

ଭାରତ ଦେଶ ତ ମନ୍ଦିର ରେ ଭର୍ତ୍ତି, ଭାରତର ପ୍ରତ୍ୟେକ ସ୍ଥାନ ରେ ଭଗବାନ ମାନଙ୍କର ମନ୍ଦିର ଏବଂ ସେମାନଙ୍କ ର ବିଭିନ୍ନ ରୂପ ସବୁ ଦେଖିବାକୁ ମିଳେ। ତେବେ ଆମ ହିନ୍ଦୁ ଧର୍ମ ରେ ଭଗବାନ ଏବଂ ସେମାନଙ୍କ ର ବାହାନ ମାନଙ୍କୁ ମଧ୍ୟ ପୂଜା କରାଯାଏ। ଲୋକ ମାନେ ଅନେକ ବିଶ୍ୱାସ ଏବଂ ଭକ୍ତି କରିଥାଆନ୍ତି ଠାକୁର ମାନଙ୍କୁ। ହିନ୍ଦୁ ଧର୍ମ ରେ ୩୩ କୋଟି ଦେବା ଦେବୀ ଅଛନ୍ତି ବୋଲି ବିଶ୍ୱାସ କରାଯାଏ। ତେବେ ସେମାନଙ୍କୁ ଅନେକ ରୂପ ରେ ଆମ ଦେଶର ବିଭିନ୍ନ ସ୍ଥାନରେ ପୂଜା କରାଯାଏ। ଭଗବାନ ମାନଙ୍କର ଭିନ୍ନ ଭିନ୍ନ ରୂପ ସହ ଅନେକ ପ୍ରକାର ର ଆଶ୍ଚର୍ଯ୍ୟକର ଚମତ୍କାରିତା ମଧ୍ୟ ରହିଛି।


ଆମ ଦେଶରେ ଯେଉଁ ସବୁ ମନ୍ଦିର ଦେଖିବାକୁ ମିଳେ ସେହି ସବୁ ମନ୍ଦିର ରେ ଏକ ଏକ ଆଶ୍ଚର୍ଯ୍ୟକର କଥା ମଧ୍ୟ ଦେଖିବାକୁ ମିଳେ। ଅନେକ ମନ୍ଦିର ମାନଙ୍କ ରେ ତ ଏପରି କିଛି ଆଶ୍ଚର୍ଯ୍ୟ ର କଥା ଦେଖିବାକୁ ମିଳେ ଯାହାକୁ ଲୋକ ମାନେ ଶୁଣି ଆଶ୍ଚର୍ଯ୍ୟ ହୋଇଥାଆନ୍ତି ଏବଂ କହିଥାନ୍ତି ଭଗବାନ ଙ୍କ ର ଲୀଳା କେହି ଜାଣି ପାରିବେ ନାହିଁ। ଆମେ ଆମ ରାଜ୍ୟ ର ବଡଦେଉଳ ଜଗନ୍ନାଥ ଙ୍କ ମନ୍ଦିର ଦେଖିବା ଯଦି ସେହି ମନ୍ଦିର କୁ ନେଇ ଅନେକ ଇତିହାସ, ରହସ୍ୟମୟୀ କଥା ଏବଂ ଆଶ୍ଚର୍ଯ୍ୟକର କଥାକଳା ରହିଛି।

ସେହି ପରି ଆମେ ଆପଣ ମାନଙ୍କୁ ଏହି କିଛୀ ଦିନ ତଳେ ଏକ ମନ୍ଦିର ସମ୍ପର୍କରେ କହିଥିଲୁ ଯେଉଁ ଠାରେ ବର୍ଷ ବର୍ଷ ଧରି ମନ୍ଦିର ରେ ତେଲ ରେ ଦୀପ ଜଳିବା ବଦଳରେ ପାଣି ରେ ଜଳିଥାଏ। ତେବେ ଆମ ଦେଶ ରେ ମନ୍ଦିର ଗୁଡିକ ତାର ଇତିହାସ କୁ ନେଇ ଆଜି ବି ସେମିତି ଛିଡା ହୋଇ ରହିଛି। ତେବେ ମନ୍ଦିର ମାନଙ୍କ ରେ ଅନେକ ରହସ୍ୟ୍ ରହିଛି , ଯାହା ଆଜି ଯାଏ ବି କେହି ଜାଣି ନାହାନ୍ତି । ତେବେ ଆଜି ଆମେ ଏମିତି ଏକ ରହସ୍ୟମୟ୍ ମନ୍ଦିର ବିଷୟ ରେ ଜାଣିବା , ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ।


ତେବେ ଏହି ମନ୍ଦିର ଉତ୍ତର ପ୍ରଦେଶ ର କଟଣି ଠାରୁ ୩୫ କିଲୋମିଟର ଦୂର ରେ ମୁହାସ୍ ଗାଁ ରେ ଅବସ୍ତିତ। ତେବେ ଏହି ମନ୍ଦିର ରେ ପ୍ରଭୁ ହନୁମାନ ପୂଜା ପାଉଛନ୍ତି। ତେବେ ସୂଚନା ମିଳିଛି କି ଏହି ମନ୍ଦିର ରେ ଯେଉଁ ଲୋକ ଙ୍କର ହାଡ଼ ଭାଙ୍ଗି ଯାଇ ଥାଏ , ତା ସେଠାରେ ଯୋଡି ହୋଇ ଯାଏ। ତେବେ ପ୍ରତି ଶନିବାର ଓ ରବିବାର ଏକ ସ୍ୱତନ୍ତ୍ର ପୂଜା କରା ଯାଏ। ତେବେ ଏହି ଦୁଇ ଦିନ ଅନେକ ଭକ୍ତ ଆସି ଥାନ୍ତି। ତେବେ ଏହି ମନ୍ଦିର କୁ ଆସିଥିବା ଲୋକ ଙ୍କୁ ଆଖି ବନ୍ଦ କରି ବସିବାକୁ କୁହା ଯାଏ ,

ଆଉ ଏହା ପରେ ମନ୍ଦିର ପୂଜକ ଓ ତାଙ୍କ ସହାୟକ ରୋଗୀ ମାନଂକୁ ଏକ ପାତ୍ର ଓ ଔଷଧ ଦେଇ ଥାନ୍ତି । ଏବେ ଏହାକୁ ଚବାଇ ଚବାଇ ଖାଇ ବାକୁ କୁହନ୍ତି। ତେବେ ଏହା ଖାଇଲ ପରେ ରୋଗୀ ର ଭାଙ୍ଗି ଥିବା ହାଡ଼ ଆପେ ଯୋଡି ହୋଇ ଯାଏ , ଆପେ ଚାଲି ପରେ। ତେବେ ଏହା ସତରେ ହନୁମାନ ଙ୍କ ମହିମା । ତେବେ ଏହି ମନ୍ଦିର ଅନେକ ଶ୍ରଦ୍ଧାଲୁ ଆସି ଥାନ୍ତି ଆଉ ନିଜର ଅସୁବିଧା ଦୂର କରି ଥାନ୍ତି।ଆଉ ଲୋକଙ୍କ ବିଶ୍ୱାସ ଓ ଭକ୍ତି ରହି ଥିବାରୁ ଏହା ସମ୍ଭବ ହୋଇ ପାରୁଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।