ଅନୁଭବ ଙ୍କ ଜନ୍ମଦିନରେ ବାବୁଶାନ କଲେ କିଛି ଏଭଳି ଯାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

ବର୍ତ୍ତମାନ ସମୟରେ ଦେଖିବାକୁ ଗଲେ ଦିନ କୁ ବହୁତ ଗୋଟାଏ ସିନେମା ସୁଟିଂ ହେଉଛି।ତେବେ ବର୍ତ୍ତମାନ ଆମ ଓଡ଼ିଆ ସିନେମା ମଧ୍ଯ ବହୁତ ଉନ୍ନତି କଲାଣି।ନୁଆ ନୁଆ ଅଭିନେତା ଏବଂ ଅଭିନେତ୍ରୀ ସିନେମା ଜଗତ କୁ ଆସିଲେଣି ଏବଂ ସେମାନେ ମଧ୍ଯ ନିଜ ଫିଲ୍ମ କୁ ହିଟ୍ କରିବା ପାଇଁ ବହୁତ ଚେ଼ଷ୍ଟା କରୁଛନ୍ତି କିନ୍ତୁ ବର୍ତ୍ତମାନ ଆମେ ଓଡ଼ିଆ ଜଗତର ସିନିୟର ନାୟକ ଓ ନାୟିକା ଅନୁଭବ ଓ ବର୍ଷା ଙ୍କ ବିଷୟ ରେ ଜାଣିବା।ଦିନ ବିଗିଡି ବାକୁ ଲାଗିଛି ବର୍ଷା ଏବଂ ଅନୁଭବ ଙ୍କ ଦାମ୍ପତ୍ୟ ଜୀବନ, ହଁ ଆଜ୍ଞା ଆମେ କହୁଛୁ ସେହି ଅଲିଉଡ୍ ର ଜଣାଶୁଣା ନାୟକ ଅନୁଭବ ମହାନ୍ତି ଏବଂ ନାୟିକା ବର୍ଷା ପ୍ରିୟଦର୍ଶିନୀ। ନିକଟରେ ସେମାନଙ୍କ ଘରୁ ଦୁହେଁ ସାମ୍ନା ସାମ୍ନି ହୋଇ ଝଗଡା ଲାଗି ଥିବା ର ଏକ ଭିଡିଓ ଭାଇରାଲ୍ ହୋଇଛି। ତେବେ ଆସନ୍ତୁ ଜାଣିବା ପ୍ରକୃତ ଖବର ଟି କଣ ଏବଂ କଣ କହୁଛନ୍ତି ଅନୁଭବ ଏବଂ ବର୍ଷା ଏହି ଭାଇରାଲ୍ ଭିଡିଓ ରେ।ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ଟି କଣ।


କିଛିଦିନ ହେବ ଅନୁଭବ ଏବଂ ତାଙ୍କ ପରିବାର ଉପରେ ବର୍ଷା ତାଙ୍କ ଉପରେ ହେଉଥିବା ଅତ୍ୟାଚାର ର ଆରୋପ ଲଗେଇଥିଲେ,କିନ୍ତୁ ତାହା ସଠିକ୍ କି ଭୁଲ୍ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।ତେବେ ଏହି କେସ୍ କୁ ନେଇ ବର୍ଷା ଅଦାଲତ ପର୍ଯ୍ୟନ୍ତ ଯାଇଥିଲେ ମଧ୍ଯ କୈଣସି ପ୍ରମାଣ ସ୍ପଷ୍ଟ ହୋଇନାହିଁ। ତେବେ ବର୍ଷା କ୍ଷତି ପୁରଣ ପାଇଁ ୧୫ କୋଟି ଟଙ୍କା ଦାବି କରୁଛନ୍ତି। ତେବେ ଦୁଇ ଜଣ ଛାଡପାତ୍ର ପାଇଁ ଦିଲ୍ଲୀ ପାଟିଆଲ କୋର୍ଟ ରେ ଆବେଦନ କରିଛନ୍ତି।ତେବେ ଏବେ ମାମଲା ରେ ଅନ୍ୟ ଏକ ମୋଡ଼ ଆସି ଥିଲା ।

ତେବେ ଏଥି ପାଇଁ ସେ ପୁରୀ ଥାନା ରେ ଅଭିଯୋଗ କରି ଥିଲେ। ତେବେ ସୂଚନା ମିଳିଛି କି ଗତ କାଲି ରାତି ରର ଅନୁଭବ ବର୍ଷା ଙ୍କ ରୁମ ରେ ତାଲା ପକାଇ ଦେଇ ଥିଲେ। ତେବେ ଯାହା ପାଇଁ ବର୍ଷା ୧ ଘଣ୍ଟା ରାସ୍ତା ରେ ଛିଡା ହୋଇ ଥିଲେ। ଆଉ ବାଧ୍ୟ ହୋଇ ଥାନା ରେ ଅଭିଯୋଗ କରି ଥିଲେ। ତେବେ ଗତ ୨୯ ତାରିଖ ରେ ବର୍ଷା ଙ୍କ ସହ ତାଙ୍କ ପୁରା ପରିବାର ର ବୟାନ୍ ରେକୋର୍ଦ କରା ଯାଇଛି। ତେବେ ବର୍ଷା ତାଙ୍କ ଶାଶୁ ଘରେ ରହି କେଶ ଲଢ଼ିବେ ବୋଲି କହିଛନ୍ତି । ଆଉ ତା ପର ଦିନ ସକାଳେ ବର୍ଷା ତାଙ୍କ ଶାଶୁ ଘରେ ଝୋଟି କରିବା ସହ ଲକ୍ଷ୍ମୀ ପୂଜା ମଧ୍ୟ କରିଛନ୍ତି।

ତେବେ ଏତେ କିଛି ମାମଲା ପରେ ମଧ୍ୟ ଅନୁଭବ ବହୁତ ଖୁସି ଅଛନ୍ତି , କାରଣ ତାଙ୍କର ଜନ୍ମ ଦିନ ।ତେବେ ଶୁଣିବାକୁ ମିଳି ଥିଲା କି ଅନୁଭବ ତାଙ୍କର ଜନ୍ମ ଦିନ ଜଣେ ସମ୍ବାଦିକ ଜାଗ୍ରୁତି ଙ୍କ ସହ ପାଳନ କରିଛନ୍ତି। ତେବେ ସେ ତାଙ୍କ ଜନ୍ମ ଦିନ ବହୁତ ଖୁସି ର ସହ ପାଳନ କରିଛନ୍ତି। ତେବେ ତାଙ୍କୁ ସମସ୍ତ ଓଲିଉଡ଼ ଷ୍ଟାର ମାନେ ଜନ୍ମ ଦିନ ର ଶୁଭେଚ୍ଛା ଜଣାଇଛନ୍ତି। ତେବେ ସୁପର ଷ୍ଟାର ବାବୁସାନ ମଧ୍ୟ ଅନୁଭବ ଙ୍କୁ ଜନ୍ମ ଦିନ ର ଶୁଭେଚ୍ଛା ଜଣାଇଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।