କରନ୍ତୁ ଏହି ସହଜ ଉପାୟ ଜାଣିହେବ ଆପଣଙ୍କ ହ୍ବାଟସପ୍ ଆଉ ଆଉ କେହି ପଢୁଛି କି ନାହିଁ , ସେୟାର କରି ଏହି ମେସେଜ ସମସ୍ତଙ୍କୁ ଜଣାନ୍ତୁ

0

ବର୍ତ୍ତମାନ ଆମେ ସବୁବେଳେ କହିଆସୁଛୁ କି ଆମେ ଏକ ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଦୁନିଆଁ ରେ ବସବାସ କରୁଛୁ ।ଏହି ଟେକନିକାଲ ସମାଜରେ ଲୋକମାନ ଙ୍କର ଉନ୍ନତି ହେବା ସହ ସେମାନଙ୍କର ଜୀବନ ଯାପନ ସୋଇଲି ରେ ମଧ୍ୟ ଉନ୍ନତି ଦେଖାଯାଇଛି। ତେବେ ଏହି ଟେକ୍ନୋଲୋଜି ର ଦୁନିଆଁ ରେ ସବୁଠାରୁ କିଛି ଅଧିକ ଉପଯୋଗୀ ବା ବ୍ୟବହାର ହେଉଛି ତ ତାହା ହେଉଛି ମୋବାଇଲ ,ଇଣ୍ଟରନେଟ ଏବଂ ସୋସିଆଲ ମିଡ଼ିଆ । ତେବେ ଯଦିଓ ଏହି ସବୁ ର ଆବିଷ୍କାର ଲୋକମାନେ ଙ୍କର ତଥା ସମାଜ ର ଉନ୍ନତି ପାଇଁ ହୋଇଥିଲା କିନ୍ତୁ କିଛି ଲୋକ ଏହାକୁ ସମାଜ ର ଅବନତି ପାଇଁ ବ୍ୟବହାର କରୁଥିବା ର ଜନଯାଇଛି।

ତେବେ ଏହି ସୋସିଆଲ ମିଡ଼ିଆ ମଧ୍ୟରେ ୱାଟସପ ହେଉଛି ସବୁଠାରୁ ଅଧିକ ଉପଯୋଗୀ ମିଡ଼ିଆ ଅଟେ ।ଏହା ଜଣେ ବ୍ୟକ୍ତି ଙ୍କର ବ୍ୟକ୍ତିଗତ ତଥା ସାମାଜିକ ସଂଗଠନ ସହ ସୋଯୋଗ ରଖିବାରେ ସାହାଯ୍ୟ କରିଥାଏ ।ତେବେ କଣ ଆପଣ ଙ୍କୁ ଲାଗୁଛି କି ଆପଣଙ୍କ ୱାଟସପ ମେସେଜ ଓ ଚାଟ କୁ ଆପଣଙ୍କ ଛାଡ ଅନ୍ୟ କେହି ଜଣେ ବ୍ୟବହାର କରୁଛନ୍ତି ବୋଲି ।ଆଜ୍ଞା ଏହା ସମ୍ଭବପର ଅଟେ ।କାରଣ ବର୍ତ୍ତମାନ ୱାଟସପ ୟୁଜର୍ସ ଙ୍କ ପରି ୱାଟସପ ହ୍ୟାକର ମଧ୍ୟ ବହାରିଲେଣି ।ଯେଉଁମାନେ କି ଲୋକମାନଙ୍କର ୱାଟସପ ମେସେଜ ଓ ଚାଟ କୁ ହ୍ୟାକ କରି ଲୋକମାନଙ୍କୁ ବ୍ଲାକମେଲ କରିବାକୁ ଲାଗିଛନ୍ତି ।ତେବେ ଆମେ ଆପଣଙ୍କୁ ଜଣେଇବୁ ଯେ କିପରି ଭାବରେ ଆପଣ ଜାଣିପାରିବେ କି କେହି ଜଣେ ଆପଣ ଙ୍କର ଆକାଉଣ୍ଟ ହ୍ୟାକ କରୁଛି ଵୋଲି ଏବଂ କିପରି ଆପଣ ଏହାଠୁ ନିଜକୁ ବଞ୍ଚେଇପାରିବେ ।

୧.ପ୍ରଥମେ ଯଦି ଆପଣଙ୍କୁ ସନ୍ଦେହ ଆସୁଛି କି କେହି ଜଣେ ଆପଣଙ୍କ ର ୱାଟସପ କୁ ବ୍ୟବହାର କରୁଛି ତ ହ୍ଵାଟ୍ସଆପ ର ସେଟିଂ କୁ ଯାଇ ହ୍ଵାଟ୍ସଆପ ୱେବ ଟୀକୁ ଅପନ କରନ୍ତୁ ।ଏହାଯୁ ଅପନ କରିବା ବେଳେ ଯଦି ଆପଣଂକୁ ଲଗ ଇନ କରିବାକୁ କହୁଛି ତ ଜାଣିନିଅନ୍ତୁ କି ଆପଣ ଙ୍କର ଆକାଉଣ୍ଟ ହ୍ୟାକ ହୋଇଛି ଏବଂ ସଙ୍ଗେ ସଙ୍ଗେ ଲଗ ଆଉଟ କରିନିଆନ୍ତୁ ।

୨.କେତେକ ବ୍ୟକ୍ତି ଏକ ଓଟିପି ସାହଯ୍ୟ ରେ ହ୍ୟାକ କରିବାକୁ ଚେଷ୍ଟା କରିଥାନ୍ତି ।ଯଦି କେହି ଜଣେ ବ୍ୟକ୍ତି ଆପଣଙ୍କୁ କିଛି କଲ କରି ଓଟିପି ମାଗୁଛନ୍ତି ତ ତାଙ୍କ ଠାରୁ ଦୂରେଇ ରୁହନ୍ତୁ ନଚେତ ଆପଣଙ୍କ ଓଟିପି ସାହାଯ୍ୟ ରେ ସେ ହ୍ଵାଟ୍ସଆପ ମେସେଜ କୁ ତାର ମେଲ କୁ ଟ୍ରାନ୍ସଫର୍ କରି ଆପଣଂକୁ ବ୍ଲାକମେଲ କରିପାରେ ।

୩.ବର୍ତ୍ତମାନ ଗୁଗୁଲ ପ୍ଲେ ଷ୍ଟୋର ରେ ମଧ୍ୟ ଅନେକ ଆପ ମିଳୁଛି ଯାହା ସାହାଯ୍ୟ ରେ ଜଣେ ବ୍ୟକ୍ତି ଆପଣ ଙ୍କର ହ୍ଵାଟ୍ସଆପ ମେସେଜ ଓ ଚାଟ କୁ ହ୍ୟାକ କରିପାରିବ କିନ୍ତୁ ଏହା କେବଳ ଆପଣଙ୍କ ପାଖାପାଖି ଲୋକ କରିପାରିବ ।ତେଣୁ କାହାକୁ ମୋବାଇଲ ଦେବା ସମୟରେ ସତର୍କତା ଅବଲମ୍ବନ କରିବା ଉଚିତ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।