ମାଗଣାରେ 75 ବର୍ଷ ଧରି ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି ଏହି ମଉସା, ଯୋଗ୍ୟତା ଜାଣିଲେ ଆଶ୍ଚର୍ଯ୍ୟ ହେବେ ! ଏହି ମଉସା ଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ..

0

ଏବେର ଯୁଗ ତ ବହୁ ଆଗରେ ପହଞ୍ଚିଲାଣି, ଏବେ ଲୋକ ମାନେ ବହୁତ ଶିକ୍ଷିତ ମଧ୍ୟ ହେଉଛନ୍ତି। ଆଜିକାଲି ର ଲୋକ ମାନେ ଆଉ ପୂର୍ବ କାଳର ଲୋକ ଙ୍କ ପରି ହୋଇନାହାନ୍ତି। ଆଗ କାଳରେ ଯେପରି ଲୋକ ମାନଙ୍କ ଘରେ କେବଳ ଜଣେ ରୋଜଗାର କରୁଥିଲେ ଏବଂ ସାରା ପରିବାର ତାଙ୍କ ଉପରେ ନିର୍ଭର କରୁଥିଲେ, କିନ୍ତୁ ଆଜି କାଲି ଦୁନିଆରେ ପ୍ରତ୍ୟେକ ଲୋକ ଶିକ୍ଷିତ ହେବା ପାଇଁ ଚାହୁଁଛନ୍ତି, କାହା ଉପରେ ବୋଝ ନହୋଇ ନିଜ ଗୋଡରେ ନିଜେ ଠିଆ ହେବା ପାଇଁ ଚାହୁଁଛନ୍ତି। ଏବେର ଯୁଗ ମଧ୍ୟ ବହୁ ଆଗରେ ପହଞ୍ଚିଲାଣି, ଆଜି କାଲି ର ଯୁଗ ରେ ଯୁଗରେ ଲୋକ ମାନଙ୍କୁ ଖଣ୍ଡେ ଚାକିରି ପାଇବା ପାଇଁ ବହୁତ କଷ୍ଟ କରିବାକୁ ପଡୁଛି। ଏବେର ଯୁଗ ରେ ସବୁ ପିଲା ଶିକ୍ଷିତ ହେଉଛନ୍ତି, ପିଲା ମାନଙ୍କ ବ୍ରେନ୍ ବି ଆଜି କାଲି ବହୁତ ଜୋରରେ ଚାଲୁଛି କହିବାକୁ ଗଲେ ପୁରା କମ୍ପୁଟର।

ତେବେ ଏମିତି ଅନେକ ପିଲା ମାନେ ଅଛନ୍ତି , ଯେଉଁ ମାନେ ଆଜି ବି ପାଠ ପଢ଼ା ରୁ ବଂଚିତ ଅଛନ୍ତି।ତେବେ ଗରିବ ପରିବରେ ରହୁ ଥୁବା ପିଲା ମାନେ ଅର୍ଥ ଅଭାବ ରୁ ପଢି ନିଜ ଗୋଡ଼ ରେ ଛିଡା ହେବାକୁ ସୁଯୋଗ ପାଉ ନାହାନ୍ତି। ତେବେ ଅନେକ ପିଲା ପଢିବକୁ ଇଚ୍ଛା କରିଲେ ମଧ୍ୟ ପଢି ପାରୁ ନାହାନ୍ତି। ତେବେ ଶିକ୍ଷା ଆମକୁ ଆମର ଲକ୍ଷ୍ୟ ସ୍ଥିର କରିବାକୁ ଏବଂ ଜୀବନରେ ଆଗକୁ ବଢ଼ିବାକୁ ସାହାଯ୍ୟ କରେ । ପ୍ରତ୍ୟେକ ବର୍ଗର ପିଲାମାନଙ୍କୁ ଉପଯୁକ୍ତ ଶିକ୍ଷା ଯୋଗାଇବା ପାଇଁ ସରକାର ଯୋଜନା କରୁଛନ୍ତି , କାରଣ ପିଲାମନେ ଶିକ୍ଷିତ ଦେଲେ ଆମ ଦେଶ ଉନ୍ନତିର ଚରମ ସୀମାରେ ପାଦ ଦେଇ ପାରିବ ।ତେବେ ଏପରି ଏକ ମାମଲା ସାମ୍ନା କୁ ଆସିଛି , ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ।ତେବେ ଆସନ୍ତୁ ଜାଣିବା ସେହି ଘଟଣା ଟି କଣ ।


ତେବେ ଦେଖିବାକୁ ମିଳିଛି କି ଜଣେ ବୃଦ୍ଧା ୭୫ ବର୍ଷ ଧରି ପିଲା ମାନଂକୁ ମାଗଣା ରେ ପାଠ ପଢାଇ ଆସୁଛନ୍ତି। ତେବେ ଏହି ଘଟଣା ଯାଜପୁର ଜିଲ୍ଲା ରେ ଦେଖିବାକୁ ମିଳିଛି। ତେବେ ସେ ବିନା ସରକାରୀ ସହୟତା ରେ ପିଲା ଙ୍କୁ ଶିକ୍ଷା ପ୍ରଦାନ କରି ଆସୁଛନ୍ତି । ଆଉ ଯେଉଁ ଠାକୁ ଅନେକ ପିଲା ପଢ଼ିବା କୁ ଆସୁଛନ୍ତି। ତେବେ ସେହି ବୃଦ୍ଧ ଜଣକ ଏକ ଗଛ ମୂଳ ରେ ପିଲା ଙ୍କୁ ପାଠ ପଢାଉ ଥିବାର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।ତେବେ ସେହି ଫୋଟ ରେ ଦେଖିବାକୁ ମିଳି ଥିଲା କି ସେ ବୃଦ୍ଧ ବ୍ୟକ୍ତି ଜଣକ କେବଳ ଧୋତି ପିନ୍ଧି ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି,କିନ୍ତୁ ଏହି ବୃଦ୍ଧ ବ୍ୟକ୍ତିଙ୍କ ଶରୀରରେ ସମ୍ପୂର୍ଣ୍ଣ ପୋଷାକ ନାହିଁ, କିନ୍ତୁ ସେ ଶିକ୍ଷାର ମହତ୍ୱକୁ ଭଲ ଭାବରେ ବୁଝିଛନ୍ତି।

ତେବେ ଦେଶ ର ଏଭଳି ପରିସ୍ଥିତି ରେ ସ୍କୁଲ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହି ଥିବାରୁ ପିଲା ମନେ ଭଲ ରେ ପଢି ପାରୁ ନାହାନ୍ତି । ତେବେ କିଛି ଜଣ ଅନଲାଇନ ରେ ପଢୁଛନ୍ତି ତ୍ ଆଉ କିଛି ଜଣ ଘରେ ବସି ରହିଛନ୍ତି। ତେବେ ଏହି ତେବେ କରୋନା ପରି ଏକ ଘଡିସନ୍ଧି ମୂହୂର୍ତ୍ତରେ ଏହିପରି ଅନେକ ଉଦାହରଣ ଦେଖାଦେଇଛି, ଯେଉଁଥିରେ କି ଅନେକ ଲୋକମାନେ ପରସ୍ପରକୁ ସାହାଯ୍ୟ କରୁଥିବାର ଦେଖାଯାଉଛନ୍ତି । ତେବେ ଏହି ବୃଦ୍ଧ ଜଣକ ପିଲା ଙ୍କୁ ଶିକ୍ଷା ପ୍ରଧାନ କରି ଉଦାହରଣ ପାଲଟିଛନ୍ତି।

Post inspire from – soochna.in/

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।