ଜାଣନ୍ତୁ କାମାକ୍ଷା ପୀଠର ରହସ୍ୟ ଓ ଏହାର ମହିମା ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ….

0

ଏ ଦୁନିଆରେ ଏମିତି କିଛି ରହସ୍ୟମୟ ସ୍ଥାନ ଅଛି ଯାହା ବିଷୟରେ ଆମେ ସବୁବେଳେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥାଉ । ତେବେ ଭାରତରେ ହଜାର ହଜାର ମନ୍ଦିର ରହିଛି ଏବଂ ପ୍ରତ୍ୟେକ ମନ୍ଦିରର ନିଜସ୍ୱ ଓ ସ୍ୱତନ୍ତ୍ର ମାନ୍ୟତା ପାଇଁ ପ୍ରସିଦ୍ଧ ଅଟେ । ଭାରତରେ କିଛି ଏମିତି ବି ରହସ୍ୟମୟ ଓ ବିଚିତ୍ର ମନ୍ଦିର ରହିଛି ଏବଂ ଏହି ରହସ୍ୟମୟ ମନ୍ଦିର ମଧ୍ୟରେ ଦେବୀ କାମାକ୍ଷ୍ୟ ମନ୍ଦିର ଅନ୍ୟତ୍ତମ ଅଟେ ।ଆସନ୍ତୁ ଜାଣିବା ଏହି ମନ୍ଦିର ର ରହସ୍ୟ ବିଷୟରେ ।


ଏହି ମନ୍ଦିର ଭାରତ ର ପୂର୍ବ-ଉତ୍ତର ରେ ଥିବା ଆସାମ ର ଗହାଟି ର ଅନ୍ତର୍ଗତ ଆସୁଥିବା ହିମାଳୟ ପାହାଡ଼ ଉପରେ ଅବସ୍ଥିତ ଅଟେ । ଏହା ବ୍ରହ୍ମପୁତ୍ର ନଦୀ ନିକଟରେ ସ୍ଥାପିତ ଥିବା ଏହି ମନ୍ଦିର ଟି ନିଜର ସୁନ୍ଦରତା ଏବଂ ଭିନ୍ନ ସଂସ୍କୃତି ପାଇଁ ପୃଥିବୀ ପ୍ରସିଦ୍ଧ ଅଟେ । ପୌରାଣିକ କିମ୍ବଦନ୍ତୀ ଅନୁସାରେ , ମାତା ପାର୍ବତୀ ଏବଂ ଭଗବାନ ଶିବ ଙ୍କ ର ପ୍ରେମ ସ୍ଥାନ ଅଟେ ।ପ୍ରେମକୁ ସଂସ୍କୃତ ରେ କାମ କହୁଯାଏ ଯୋଉଥିପାଇଁ ଏହାର ନାମ କମାକ୍ଷ୍ୟ ଅଟେ।

ଏଠାକାର ଲୋକଙ୍କ କହିବା ଅନୁସାରେ ପ୍ରତ୍ୟେକ ବର୍ଷ ଜୁନ ମାସରେ ଏହି ମନ୍ଦିରର ମୁଖ୍ୟ ଗୃହରେ ରକ୍ତ ର ପ୍ରବାହ ହୋଇଥାଏ । ଏବଂ ଏହା ଦ୍ବାରା ବ୍ରହ୍ମପୁତ୍ର ନଦୀ ମଧ୍ୟ ରକ୍ତ ରେ ଲାଲ ହୋଇଯାଇଥାଏ। ଲୋକମାନେ ବିଶ୍ୱାସ କରନ୍ତି ଯେ ଏହି ସମୟରେ ମାତା ପର୍ବତୀଙ୍କ ର ମାସିକ ଋତୁସ୍ରାବ ହୋଇଥାଏ । ଏହି ସମୟରେ ମନ୍ଦିର ୩ ଦିନ ପର୍ଯ୍ୟନ୍ତ ବନ୍ଦ ରହିଥାଏ ଏବଂ ବ୍ରହ୍ମପୁତ୍ର ନଦୀର ସେହି ଲାଲ ପାଣି କୁ ସମସ୍ତ ଭକ୍ତ ଙ୍କ ମଧ୍ୟରେ ବାଣ୍ଟି ଦିଆଯାଏ ।


ଏହି ମନ୍ଦିର ଟି ତାନ୍ତ୍ରିକ ଙ୍କ ପାଇଁ ପ୍ରସିଦ୍ଧ ଅଟେ।ଏହି ମନ୍ଦିର ରେ କୌଣସି ଦେବି ଙ୍କର ମୃତ୍ତି ନଥାଏ ମାତ୍ର ଏଠାରେ ଏକ କୁଣ୍ଡ ରହିଥାଏ ଯାହାକି ସବୁବେଳେ ଘଡେଇ ହୋଇ ରାହିଥାଏ ।ଏମିତି ରେ ଏହି ମନ୍ଦିର ସବୁବେଳେ ଭକ୍ତ ଙ୍କ ଭିଡ଼ ଲାଗିଥାଏ କିନ୍ତୁ ଦୂର୍ଗା ପୂଜା,ବାସନ୍ତି ପୂଜାରେ ଭକ୍ତଙ୍କର ଅଲଗା ପ୍ରକାରର ଭିଡ ହୋଇଥାଏ । ଆହୁରି ମଧ୍ୟ ଏହି ମନ୍ଦିର ରେ ବଳି ଦେବାର ପ୍ରଥା ରହିଛି କିନ୍ତୁ ଲୋକଙ୍କ ବିଶ୍ୱାସ ଅନୁସାରେ ଏଠାରେ ବଳି ଦିଆଗଲେ ମଧ୍ୟ ଏଠାରେ ପଶୁପକ୍ଷୀ ତଥା ନର ବଳି ହୋଇନଥାଏ । ଏହି ମନ୍ଦିରରେ ଭଗବାନ ଶିବ ଙ୍କ ର ନବରୂପ କୁ ପୂଜା କରାଯାଇଥାଏ।


ଏହି ମନ୍ଦିର କୁ ୩ଟି ଭାଗରେ ବିଭକ୍ତ କରାଯାଇଛି ।ଏହାର ପ୍ରଥମ ଭାଗ ବହୁତ ବଡ଼ ଅଟେ ଏବଂ ଏଠାକୁ ସମସ୍ତ ଙ୍କୁ ଯିବାର ଆଜ୍ଞା ନିଥାଏ ।ଏହାର ଦ୍ଵିତୀୟ ଭାଗରେ ଏକ କୁଣ୍ଡ ରହିଛି ଯୋଉଥିରୁ ସବୁବେଳେ ପାଣି ବାହାରିଥାଏ । ଏହି ମନ୍ଦିର ଟି ତାନ୍ତ୍ରିକ ପୂଜା ପାଇଁ ବହୁତ ପ୍ରସିଦ୍ଧ ଅଟେ ଏବଂ ଏଠାରେ ଅନେକ ସାଧୁ ଓ ତାନ୍ତ୍ରିକ ଦେଖାଯାନ୍ତି ।ଲୋକ ମାନଙ୍କ କଥା ଅନୁସାରେ ଏହି ମନ୍ଦିର ଟି ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ କରିଥାନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।