ଏ ପରିବାର ସମସ୍ତଙ୍କ ପାଇଁ ସୃଷ୍ଟି କରିଛି ଉଦାହରଣ, ଭାଇ ଭଉଣୀ ସମସ୍ତେ ପ୍ରଶାସନିକ ଅଧିକାରୀ , ଏଭଳି ପରିବାର ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ

0

ଏବେର ଯୁଗ ତ ବହୁ ଆଗରେ ପହଞ୍ଚିଲାଣି, ଏବେ ଲୋକ ମାନେ ବହୁତ ଶିକ୍ଷିତ ମଧ୍ୟ ହେଉଛନ୍ତି। ଆଜିକାଲି ର ଲୋକ ମାନେ ଆଉ ପୂର୍ବ କାଳର ଲୋକ ଙ୍କ ପରି ହୋଇନାହାନ୍ତି। ଆଗ କାଳରେ ଯେପରି ଲୋକ ମାନଙ୍କ ଘରେ କେବଳ ଜଣେ ରୋଜଗାର କରୁଥିଲେ ଏବଂ ସାରା ପରିବାର ତାଙ୍କ ଉପରେ ନିର୍ଭର କରୁଥିଲେ, କିନ୍ତୁ ଆଜି କାଲି ଦୁନିଆରେ ପ୍ରତ୍ୟେକ ଲୋକ ଶିକ୍ଷିତ ହେବା ପାଇଁ ଚାହୁଁଛନ୍ତି, କାହା ଉପରେ ବୋଝ ନହୋଇ ନିଜ ଗୋଡରେ ନିଜେ ଠିଆ ହେବା ପାଇଁ ଚାହୁଁଛନ୍ତି। ଏବେର ଯୁଗ ମଧ୍ୟ ବହୁ ଆଗରେ ପହଞ୍ଚିଲାଣି, ଆଜି କାଲି ର ଯୁଗ ରେ ଯୁଗରେ ଲୋକ ମାନଙ୍କୁ ଖଣ୍ଡେ ଚାକିରି ପାଇବା ପାଇଁ ବହୁତ କଷ୍ଟ କରିବାକୁ ପଡୁଛି। କୁହାଯାଇଥାଏ ଯିଏ ମନରୁ କିଛି କାମ କରିଥାଏ ତାହା କେବେବି ଏପରି ଖରାପ ଯାଏ ନାହିଁ ନିହାତି ନା ନିହାତି କିଛି କାମରେ ଆସିଥାଏ।

ତେବେ ଆମେ ମାନେ ଦେଖିଥିବା ଅନେକ ବ୍ୟକ୍ତି କାମ କରନ୍ତି କିନ୍ତୁ ସଫଳତା ପାଇ ନଥାନ୍ତି, ତାଙ୍କ ର କାମ ତ ଥାଏ କିନ୍ତୁ ମନ ନଥାଏ କାମରେ। ସେଥିପାଇଁ ନିଜର ମନ ସହକାର କିଛି କାମ ପାଇଁ ବହୁତ କଠିନ ପରିଶ୍ରମ ରେ କାମ ଟି କରିଥାଏ ସେ ନିଶ୍ଚିତ ଭାବରେ ସଫଳତା ପାଇଥାଏ। ସେହିପରି ଚିନ୍ତାଧାରା ଥିବା ବ୍ୟକ୍ତିମାନେ କେବେବି ନିଜ ଜୀବନରେ ହାରନ୍ତି ନାହିଁ ବରଂ ନିଜ ଜୀବନର ଲକ୍ଷ୍ୟ କୁ ସେମାନେ ହାସଲ କରି ଥାଆନ୍ତି। ତେବେ ସବୁ ବାପା ମା ମାନେ ଚାଁହାନ୍ତି କି ତାଙ୍କ ପିଲା ମାନେ ବଡ଼ ଚାକିରୀ କରନ୍ତୁ , ଆଉ ଭଲ ରେ ରୁହନ୍ତୁ। ତେବେ IAS ବା IPS ହୁଅନ୍ତୁ, ଆପଣ କେବେ ବିଶ୍ୱାସ କରି ପାରିବେ କି ଗୋଟିଏ ପରିବାର ରେ ୪ ଜଣ IAS ଓ IPS. ହୋଇ ପାରିବେ,କିନ୍ତୁ ଏହା ସତ। ତେବେ ଆସନ୍ତୁ ଜାଣିବା ସେହି ଗର୍ବିତ ବାପା ଙ୍କ ଅନୁଭୂତି ବିଷୟରେ ।


ତେବେ ଏହି ଘଟଣା ଟି ଦେଖିବାକୁ ମିଳିଛି , ଉତ୍ତର ପ୍ରଦେଶର ପ୍ରତାପଗଡ଼ ରେ । ତେବେ ଚାରି ଭାଇ ଭଉଣୀ ତାଙ୍କ ବାପା ଙ୍କ ପାଇଁ ଗର୍ବ ଆଣି ଦେଇଛନ୍ତି। ତେବେ ତାଙ୍କ ବାପା ମା ମାନେ ପିଲା କୁ ମଣିଷ କରିବା ପାଇଁ ବହୁତ କଷ୍ଟ କରିଛନ୍ତି। ତେବେ ସେହି ଗର୍ବିତ ବାପା ହେଉଛନ୍ତି ଶ୍ରୀ ଅନିଲ ମିଶ୍ର । ତେବେ ଦୁଇ ପୁଅ ଝିଅ ଓ ପତ୍ନୀ ଙ୍କୁ ନେଇ ତାଙ୍କ ପରିବାର। ତେବେ ଶ୍ରୀ ମିଶ୍ର ପେସା ରେ ଜଣେ ଅଫିସର ହୋଇ ଥିଲା ବେଳେ ମା ଗୃହିଣୀ। ତେବେ ତାଙ୍କ ପୁଅ ଜୋଗେସ୍ ମିଶ୍ର ପ୍ରଥମେ ୨୦୧୩ ରେ ସିଭିଲ୍ ସର୍ଭିସ୍ ରେ ଚାକିରୀ ପାଇ ଥିଲେ। ତେବେ ଆଉ ତିନି ଭାଇ ତାଙ୍କୁ ଅନୁସରଣ କରି ଥିଲେ।


ତେବେ ଭଉଣୀ ସୋମ ମିଶ୍ର ୨୦୧୬ ମସିହା ରେ ଜଣେ IPS ।ତେବେ ସେ ଏବେ କର୍ଣ୍ଣାଟକ ରେ କାର୍ଯ୍ୟ ରତ ଅଛନ୍ତି। ତେବେ ଆଉ ଜଣେ ଭଉଣୀ ମାଧବୀ ମିଶ୍ର , ତେବେ ସେ ଜଣେ IAS । ଏବେ ସେ ଦିଲ୍ଲୀ ରେ କାର୍ଯ୍ୟରତ୍ ଅଛନ୍ତି। ତେବେ ସବୁଠୁ ସାନ ଭାଇ ଲୋକେସ୍ ମିଶ୍ର । ତେବେ ସେ ଏବେ ରାଞ୍ଚି ର ଏସଡିଏମ୍ ଭାବେ କାର୍ଯ୍ୟରତ୍ ଅଛନ୍ତି। ତେବେ ଲୋକେସ୍ ଙ୍କ ପତ୍ନୀ ମେଘା ବି ଜଣେ IAS ।ତେବେ ପିଲା ଙ୍କର ଏହି ସଫଳତା ତାଙ୍କ ବାପାଙ୍କ ଅନେକ ଗର୍ବିତ କରିଛନ୍ତି। ତେବେ ଖାଲି ସେତିକି ନୁହଁ ଗାଁ କୁ ମଧ୍ୟ ଗର୍ବିତ କରି ପାରିଛି। ତେବେ ଯଦି ଇଚ୍ଛା , ପରିଶ୍ରମ ଆଉ ଆତ୍ମ ବିଶ୍ୱାସ ରହିଛି ତାହାଲେ ସବୁ କିଛି ସମ୍ଭବ ବୋଲି ଏହି ଚାରି ଭାଇ ଭଉଣୀ ପ୍ରମାଣ କରି ଦେଖାଇ ଛନ୍ତି, ଆଉ ଏହି ଯୁବପିଢି ପାଇଁ ଏକ ଉଦହରଣ ପାଲଟି ଯାଇଛନ୍ତି

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।