ଦେଖନ୍ତୁ ଭିଡିଓ , ଲୁଚିକରି ବିବାହ ବନ୍ଧନରେ ବାନ୍ଧଗହେଲେ ଜୀବନସାଥୀ ସିରିଏଲର ଆଦି ଓ ଭକ୍ତି ଜାଣନ୍ତୁ ବିବାହ ପରେ ସେମାନେ କଣ କରୁଛନ୍ତି ..

0

ଆଜି ର ଦୁନିଆ ତ ଆଗର ଦୁନିଆ ଠାରୁ ବହୁ ଆଗରେ ପହଞ୍ଚି ଗଲାଣି। ଲୋକ ମାନେ ଆଜି କାଲି ବହୁତ ଶିକ୍ଷିତ ହୋଇଗଲେଣି, ଏହା ଦ୍ୱାରା ସେମାନେ ଅନେକ ନୂତନ ନୂତନ ଜିନିଷ ସବୁ ଉଦ୍ଭାବନ କରି ଆମ ଦେଶକୁ ମଧ୍ୟ ବହୁ ଆଗକୁ ନେଇ ଗଲେଣି। ଆଜି ର ଦୁନିଆରେ ଲୋକ ମାନଙ୍କୁ ଆଉ କୌଣସି ଜିନିଷ ପାଇଁ ଅପେକ୍ଷା କରିବାକୁ ପଡୁନାହିଁ। ଆଗରୁ ଯେପରି ଗୋଟେ ଫୋନ୍ କଲ୍ କରିବା ପାଇଁ କିମ୍ବା ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ କିମ୍ବା ଏକ ଚିଠି ପତ୍ର ଦେବା ପାଇଁ ମାସ ମାସ ଧରି ଲୋକ ମାନଙ୍କୁ ଅପେକ୍ଷା କରିବାକୁ ପଡୁଥିଲା।

ତେବେ ଲୋକ ମାନେ ଆଜି ବହୁତ ଶିକ୍ଷିତ ହୋଇଗଲେଣି ଓ ଅନେକ ସ୍ମାର୍ଟ ମଧ୍ୟ ହୋଇଗଲେଣି। ସେଥିପାଇଁ ଏହି ଯୁଗ କୁ ସ୍ମାର୍ଟ ଯୁଗ ମଧ୍ୟ କୁହାଯାଉଛି। ତେବେ ସୋସିଆଲ ମିଡ଼ିଆ ଦ୍ୱାରା ଆମ ମାନଙ୍କ ର ବହୁ ଲାଭ ମଧ୍ୟ ହେଉଛି। ତେବେ ସୋସିଆଲ ମିଡ଼ିଆ ରେ ଆମେ ମାନେ ଦେଖିଥିବା ଦେଶ ବିଦେଶରୁ ପ୍ରତ୍ୟେକ ଦିନ ହଜାର ହଜାର ଫଟୋ, ଭିଡିଓ ଓ ଅନେକ ଆଶ୍ଚର୍ଯ୍ୟଜନକ ଭିଡିଓ ସବୁ ଭାଇରାଲ୍ ହେଉଛି। ସେହି ସବୁ ଭିଡିଓ ମଧ୍ୟରୁ କେତେକ ଭିଡିଓ ରେ ସତ୍ୟତା ରହିଥିବା ବେଳେ ଆଉ କେତେକ ଭିଡିଓ ରହୁଛି ଯେଉଁ ସବୁ ପଛରେ ସତ୍ୟତା ରହୁନାହିଁ,

ପୃଷ୍ଠା ଲୋକ ମାନେ ମିଛରେ ଏକ ଗୁଜବ କରି ସୋସିଆଲ୍ ମିଡିଆ ରେ ସେହି କଥାକୁ ଭାଇରାଲ୍ କରୁଛନ୍ତି। ପରେ ଯେତେବେଳେ ଆମେ ମାନେ ସେହି କଥା କୁ ଦେଖୁଛୁ ବା ପଢୁଛୁ ତାହାକୁ ଅତି ସହଜରେ ବିଶ୍ୱାସ କରି ନେଉଛୁ। ଆମେ ଆଜି ଆପଣ ମାନଙ୍କୁ ସେହିପରି କିଛି ଖବର ସମ୍ପର୍କରେ କହିବୁ ଯାହାକୁ ଶୁଣି ଆପଣ ମାନେ ନିଜେ କହିବେ ସେହି କଥା ଟି କେତେ ଦୂର ସତ ଓ କେତେ ଦୂର ମିଛ।

ଆପଣ ମାନେ ତ ନିଶ୍ଚିତ ଭାବେ ଓଡିଆ ସିରିଏଲ ସମ୍ପର୍କରେ କିଛି ନା କିଛି ଧ୍ୟାନ ନିଶ୍ଚିତ ରଖୁଥିବେ, ତେବେ ସେହି ସିରିଏଲ୍ ଦୁନିଆରେ ଧୂମ୍ ମଚାଉଥିବା ଯୋଡି ହେଉଛି ତୁ ମୋ ଜୀବନ ସାଥୀ ର ଭକ୍ତି ଏବଂ ଆଦି। ଏହି ଦୁଇ ଯୋଡି ଙ୍କୁ ଲୋକ ମାନେ ବହୁତ ପସନ୍ଦ କରନ୍ତି, ଦୁହିଁ ଙ୍କ ର ଦୁହିଁ ଙ୍କ ମଧ୍ୟରେ ଥିବା କେମେଷ୍ଟ୍ରି କୁ ଲୋକ ମାନେ ପସନ୍ଦ କରନ୍ତି। ତେବେ ଏହି ଦୁଇ ଜଣ ସିରିଏଲ ରେ ତ ପରସ୍ପର ସହ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଥିଲେ, ଏବେ ରିଏଲ୍ ଲାଇଫ୍ ରେ ବି ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି।

ଏହି ସିରିଏଲ୍ ର ହିରୋଇନ୍ ଭକ୍ତି ଙ୍କ ର ପ୍ରକୃତ ନାମ ହେଉଛି ଭକ୍ତି ଓ ହିରୋ ଙ୍କ ନାମ ହେଉଛି ଅମର। ତେବେ ଏହି ଦୁଇଜଣ ପରସ୍ପର କୁ ପସନ୍ଦ କରି ଏବେ ସବୁଦିନ ପାଇଁ ନିଜ ନିଜର ଜୀବନସାଥୀ ହୋଇ ଯାଇଛନ୍ତି। ଜେସି ପ୍ରଥମେ ଉଆଁସୀ କନ୍ୟା ସିରିଏଲ୍ ରୁ ନିଜର ଆକ୍ଟିଙ୍ଗ୍ କ୍ୟାରିୟର୍ ଆରମ୍ଭ କରିଥିଲେ, ଏହାପରେ ତୋ ଅଗଣା ର ତୁଳସୀ ମୁଁ ରେ ମଧ୍ୟ ସେ ଆକ୍ଟିଙ୍ଗ୍ କରିଥିଲେ, ଲୋକ ମାନେ ବି ତାଙ୍କୁ ବହୁତ ପସନ୍ଦ ମଧ୍ୟ କରିଥିଲେ। ଏହାପରେ ସେ ତୁ ମୋ ଜୀବନ ସାଥୀ ରେ ଆକ୍ଟିଙ୍ଗ୍ କରୁଛନ୍ତି। ଅମର କଲର୍ସ ର କୁମକୁମ୍ ସିରିଏଲ୍ ରୁ ନିଜର ଆକ୍ଟିଙ୍ଗ୍ କ୍ୟାରିୟର୍ ଆରମ୍ଭ କରିଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।