ପ୍ରତିଦିନ ଏହିମନ୍ଦିରକୁ ମା କାଳୀ ଙ୍କ ପୂଜା କରିବାକୁ ଜଙ୍ଗଲକୁ ଆସିଥାଏ ଏହି ଭାଲୁ ! ମନରେ ଭକ୍ତିଥିଲେ ଗୋଟିଏ ସେୟାର ନିଶ୍ଚୟ କରନ୍ତୁ

0

ଆମ ଦେଶରେ ଯେଉଁ ସବୁ ମନ୍ଦିର ଦେଖିବାକୁ ମିଳେ ସେହି ସବୁ ମନ୍ଦିର ରେ ଏକ ଏକ ଆଶ୍ଚର୍ଯ୍ୟକର କଥା ମଧ୍ୟ ଦେଖିବାକୁ ମିଳେ। ଅନେକ ମନ୍ଦିର ମାନଙ୍କ ରେ ତ ଏପରି କିଛି ଆଶ୍ଚର୍ଯ୍ୟ ର କଥା ଦେଖିବାକୁ ମିଳେ ଯାହାକୁ ଲୋକ ମାନେ ଶୁଣି ଆଶ୍ଚର୍ଯ୍ୟ ହୋଇଥାଆନ୍ତି ଏବଂ କହିଥାନ୍ତି ଭଗବାନ ଙ୍କ ର ଲୀଳା କେହି ଜାଣି ପାରିବେ ନାହିଁ। ଆମେ ଆମ ରାଜ୍ୟ ର ବଡଦେଉଳ ଜଗନ୍ନାଥ ଙ୍କ ମନ୍ଦିର ଦେଖିବା ଯଦି ସେହି ମନ୍ଦିର କୁ ନେଇ ଅନେକ ଇତିହାସ, ରହସ୍ୟମୟୀ କଥା ଏବଂ ଆଶ୍ଚର୍ଯ୍ୟକର କଥାକଳା ରହିଛି।

ତେବେ ଆମେ ଜାଣିଛେ କି ମନୁଷ୍ୟ ମାନଙ୍କ ଭିତରେ ଭକ୍ତି , ଭାବନା ରହି ଥାଏ। କିନ୍ତୁ ଖାଲି ମଣିଷ ନୁହଁ , ପଶୁ ମାନଙ୍କ ଭିତରେ ମଧ୍ୟ ଭକ୍ତି ଭବନ ରହିବର୍ ଆମେ ଦେଖିବାକୁ ପାଇଛେ। ତେବେ ଆପଣ ଜାଣିଛନ୍ତି କି , ମଣିଷ ମାନେ ଭଗବାନ ଙ୍କ ପାଇଁ ବ୍ରତ ଉପବାସ କରି ଥାନ୍ତି।ତେବେ ସେହି ପରି ଅନେକ ପଶୁ ରହି ଛନ୍ତି , ଯେଉଁ ମାନେ ତାଙ୍କ ପ୍ରଭୁ ଙ୍କ ପାଇଁ ଉପବାସ କରି ଥାନ୍ତି।

ତେବେ ଆପଣ ଶିବ ମନ୍ଦିର ରେ ଅନେକ ଥର ଦେଖି ଥିବେ କି ସାପ ରହି ଥାଏ , ପୂଜା କରି ଥାଏ।ତେବେ ଅନେକ ସମୟରେ ଏମିତି କେତେକ ଉଦହରଣ ଦେଖିବାକୁ ମିଳିଛି କି, ଯାହା ସଂପୂର୍ଣ୍ଣ ରୂପରେ ପ୍ରମାଣ କରିଥାଏ କି ପଶୁ ମାନଙ୍କ ମଧ୍ୟରେ ମଧ୍ୟ ଉକ୍ତି ଭାବନା ପରି କିଛି ମାତ୍ରାରେ ଗୁଣ ରହିଥାଏ । ତେବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି ।ତେବେ ଆସନ୍ତୁ ଜାଣିବା ଘଟଣା ଟି କଣ ।

ତେବେ ମା ଚଣ୍ଡୀ ମନ୍ଦିର ଛତିଶଗଡ଼ ରେ ମହାସମୁଦ୍ର ଜଳର ବାଗବାହାର ଠାରୁ 5 କିମି ଦୂର ଜଙ୍ଗଲ ମଧ୍ୟରେ ଅବସ୍ଥିତ । ତେବେ ସୂଚନା ଅନୁଯାୟୀ , ସେହି ମନ୍ଦିର କୁ ଗୋଟେ ଭାଲୁ ତାର ପୁରା ପରିବାର ସହ ପୂଜା କରିବାକୁ ମନ୍ଦିର ଆସି ଥାଏ। ଆଉ ଏହି ମନ୍ଦିର ର ପ୍ରସାଦ ନେଇ ଚୁପ ଚାପ ପଳେଇ ଥାଏ। ତେବେ ଏହି ମନ୍ଦିର କୁ ଅବେକ୍ ଭକ୍ତ ବହୁତ ଦୂର ରୁ ଆସି ଥାନ୍ତି ,ଆଉ ନବରତ୍ରି ସମୟ ରେ ଏହି ମନ୍ଦିର ରେ ଅନେକ ଭିଡ଼ ଦେଖିବାକୁ ମିଳେ।ତେବେ ସେହି ଭିଡ଼ ରେ ଭାଲୁ ମଧ ସାମିଲ ହୋଇ ଥାଏ।


ତେବେ ସେମାନେ ପୁରା ପରିବାର ସହ ଆସନ୍ତି। ଆଉ ଭାଲୁ ମାନଙ୍କ ଭିତରେ ଯିଏ ମୁଖ୍ୟ ସେ ମନ୍ଦିର ବାହାରେ ଛିଡା ହୁଏ , ଆଉ ସମସ୍ତେ ଯାଇ ପୂଜା କରି ଆସନ୍ତି । ଏବଂ ତା ପରେ ସମସ୍ତେ ମନ୍ଦିର ପରିକ୍ରମା କରି ଶାନ୍ତି ରେ ପ୍ରସାଦ ନେଇ ଚାଲି ଯାନ୍ତି । ତେବେ ସେମାନେ କାହାର କୌଣସି କ୍ଷତି କରନ୍ତି ନାହିଁ। ତେବେ ପୂଜକ ଙ୍କ କହିବ ଅନୁସାରେ ଏହି ମନ୍ଦିର ଓ ମୂର୍ତ୍ତି ପ୍ରାୟ ୧୫୦ ବର୍ଷ ପୁରୁଣା ଅଟେ। ତେବେ ଲୋକ ମାନେ କହୁଛନ୍ତି କି ମାତା ଙ୍କ କୃପା ଭାଲୁ ମାନଙ୍କ ଉପରେ ରହିଛି। ତେବେ ପଶୁ ମାନଙ୍କ ଭିତରେ ଭକ୍ତି ଭାବ ରହିଛି ବୋଲି ଏହା ଏକ ଉଦାହରଣ ହୋଇ ଯାଇଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।