ଲକଡାଉନ୍ ସମୟରେ ଲୁଚିକରି ବିବାହ କରିଲେ ସୁନ୍ଦରୀ ନାୟିକା ରିୟା ଦେ ଦେଖନ୍ତୁ ସେ କାହାକୁ ବିବାହ କରିଛନ୍ତି ଏବଂ କିପରି ଅଛନ୍ତି ଶାଶୂଘରେ।

0

ଆମ ଓଡିଆ ସିରିଏଲ୍ ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ।

ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱପ୍ନ କୁ ହାସଲ କରିପାରନ୍ତି ଏବଂ ଭବିଷ୍ୟତରେ ଏକ ଭଲ ଅଭିନେତା କି ଅଭିନେତ୍ରୀ ହୋଇପାରନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ସେହିପରି ଜଣେ ସଫଳ ଅଭିନେତ୍ରୀ ଙ୍କ ସମ୍ପର୍କରେ କହିବୁ, ସିଏ ଆଜିର ଚଳଚିତ୍ର ଦୁନିଆ ରେ ଅନେକ ସଫଳତା ପାଇଛନ୍ତି। ତେବେ ଆସନ୍ତୁ ଜାଣିବା ସିଏ କିଏ ଏବଂ ତାଙ୍କ ସମ୍ପର୍କରେ ଅଧିକ କିଛି।

ତେବେ ଆପଣ ଓଲିଉଡ଼ ର ଏକ୍ସପ୍ରେସନ କୁଇନ ରିୟା ଦେ କୁ ଜାଣି ଥିବେ। ତେବେ ସେ ଓଲିଉଡ଼ ଜଗତ ର ଜଣେ ସଫଳ ଓ ସୁନ୍ଦର ଅଭିନେତ୍ରୀ ଭାବରେ ଘରେ ଘରେ ପରିଚିତ। ତେବେ ସେ ଓଲିଉଡ଼ କୁ ଅନେକ ହିଟ ଫିଲ୍ମ ଦେଇଛନ୍ତି।ଆଉ ତା ସହ ଅନେକ ଲୋକ ପ୍ରିୟତା ମଧ୍ୟ ହାସଲ କରିଛନ୍ତି। ଗ୍କେମର୍ ଦୁନିଆ ରେ ସେ ଜଣେ ପରିଚିତ ଚେହେରା ।

ତେବେ ତାଙ୍କର ଅଭିନୟ୍ , ସୁନ୍ଦର ରୂପ ଆଉ ଏକ୍ସପ୍ରେସନ ପାଇଁ ଅନେକ ସଫଳତା ପାଇଛନ୍ତି। ତେବେ ସେ ଏହି ସଫଳତା ପାଇବା ପାଇଁ ଅନେକ କଷ୍ଟ , ପରିଶ୍ରମ ଓ ଚେଷ୍ଟା କରିଛନ୍ତି । ତେବେ ଏହି କିଛି ଦିନ ତଳେ ଶୁଣିବାକୁ ମିଳି ଥିଲା କି ରିୟା ଦେ ଙ୍କର ବାହାଘର ହୋଇ ଯାଇଛି। ତେବେ ଏହି କୋରୋନ ସମୟ୍ ରେ ରିୟା ଦେ ବିବାହ କରିବାକୁ ଚାହିଁ ଥିଲେ। ତେବେ ତାଙ୍କ ବାହାଘର ହୋଇଛି ବୋଲି ଏହି କଥା ଖୁବ କମ ଲୋକ ଜାଣି ଥିବେ।

ତେବେ ସୂଚନା ମିଳିଛି କି ସେ ଜଣେ ଖାଣ୍ଟି ଓଡ଼ିଆ ଘର ର ବହୁ ହୋଇ ନିଜର ଦାୟିତ୍ୱ ତୁଲଉ ଛନ୍ତି। ହେଲେ ଏହା ମିଛ କଥା ବୋଲି ଜଣା ପଡିଛି। ତେବେ ରିୟା ଙ୍କର ସତ ରେ ବିବାହ ହୋଇ ନାହିଁ ବରଂ ତାଙ୍କର ଆଗକୁ ଏକ ଫିଲ୍ମ ଆସୁଛି , ତେଣୁ ସେଥି ପାଇଁ ରିୟା ଙ୍କୁ ଏହି ଚାଞ୍ଚଲ୍ୟକର୍ ଲୁକ ରେ ଦେଖିବାକୁ ମିଳି ଥିଲା। ତେବେ ତାଙ୍କ ଆଗାମୀ ଫିଲ୍ମ ହେଉଛି ତୋ ଫେମେଲି ଓ ମୋ ଫେମେଲି । ତେବେ ଏହି ଫିଲ୍ମ ର ସୁଟିଂ ବର୍ତମାନ କୋରୋନ କାରଣ ରୁ ବନ୍ଦ ରହିଛି ବୋଲି ଜଣା ପଡିଛି।

ତେବେ ଏହି ଫିଲ୍ମ ର ସୁଟିଂ ବହୁତ ଶୀଘ୍ର ସାରିଲେ। ଏହା ଦର୍ଶକ ଙ୍କୁ ରଜ କିମ୍ବା ରଥ ଯାତ୍ରା ରେ ଦେଖିବାକୁ ମିଳିବ ବୋଲି ଜଣା ପଡିଛନ୍ତି। ତେବେ ଏହି ଫିଲ୍ମ ରେ ରିୟା ବହୁତ ସୁନ୍ଦର ଦେଖା ଯାଉଛନ୍ତି ଆଉ ତା ସହ ବହୁତ୍ ସୁନ୍ଦର ଅଭିନୟ ମଧ୍ୟ କରୁଛନ୍ତି।ତେବେ ସୂଚନା ଅନୁଯାୟୀ ରିୟା ଙ୍କ ବିବାହ ହୋଇ ଯିବା କଥା ସମ୍ପୂର୍ଣ ଭାବରେ ମିଥ୍ୟା । ତେବେ ସୋସିଆଲ ମିଡ଼ିଆ ରେ ଏହି ସବୁ ଗୁଜବ ଦେଖିବାକୁ ମିଳି ଥିଲା।

ବନ୍ଧୁଗଣ, ଆଶା କରୁଛୁ ଆର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।