Health Tips – ସେଓ (Apple) ଖାଇବା ପରେ ଭୁଲରେ ମଧ୍ୟ ଏହି ଜିନିଷ ଖାଆନ୍ତୁ ନାହିଁ ଗଂଭୀର ରୋଗ ହୋଇପାରେ

0

ପ୍ରତ୍ୟେକ ଲୋକ ମାନଙ୍କ ର ସବୁ ଜିନିଷ ରେ ଅଲଗା ଅଲଗା ରୂଚି ରହିଥାଏ। ତେବେ ସମସ୍ତ ଙ୍କ ର କାର୍ଯ୍ୟ କରିବାରେ ଖାଇବାରେ ସବୁଥିରେ ସମସ୍ତ ଙ୍କ ର ଅଲଗା ଅଲଗା ରୂଚି ରହିଥାଏ। ଆମେ ମାନେ ଅନେକ ନିରାମିଷ, ଆମିଷ ରେ ମଧ୍ୟ ଅନେକ ପ୍ରକାର ର ଖାଦ୍ୟ ସବୁ ଖାଇଥାଉ। ତେବେ ସେହି ସବୁ ଖାଦ୍ୟ ରୁ ଆମ ମାନଙ୍କୁ ଅନେକ ପ୍ରକାର ର ନ୍ୟୁଟ୍ରେସନ୍ ସବୁ ମିଳିଥାଏ। ଆମେ ମାନେ କିଛି ଖାଦ୍ୟ ସମ୍ପର୍କରେ ଜାଣିଥିବା କି ସେହି ଖାଦ୍ୟ କି ପରିବା କୁ ଖାଇବା ଦ୍ୱାରା ଆମ ଶରୀର ସେଥି ପାଇଁ କେତେ ଲାଭବାନ୍ ହୋଇଥାଏ।

ତେବେ ଆସେ ଆଜି ଆପଣ ମାନଙ୍କୁ ଏକ ଫଳ ସମ୍ପର୍କରେ କହିବୁ। ଏହା କହିବୁ କି ସେହି ଫଳ କୁ ଖାଇବା ଦ୍ୱାରା ଆମ ଶରୀର ପାଇଁ ତାହା କେତେ ଲାଭବାନ୍ ଓ କେତେ କ୍ଷତି ହୋଇଥାଏ। ସେଓ ସାଧାରଣତଃ ସବୁ ସିଜିନ୍ ରେ ଖାଇବାକୁ ମିଳିଥାଏ। ଲୋକ ମାନେ ସମସ୍ତେ ପ୍ରାୟତଃ ତାକୁ ଖାଇବା ପାଇଁ ବହୁତ ପସନ୍ଦ କରିଥାନ୍ତି।

ସେଓ କୁ ଲୋକ ମାନେ ଖାଲି ଖାଇଥାଆନ୍ତି ସାଧାରଣତଃ ଆମେ ଫଳ ଗୁଡିକୁ ଖାଲି ହିଁ ଖାଇଥାଉ, ଲୋକ ମାନେ ଏହାକୁ ବହୁ ମାତ୍ରାରେ ଖାଆନ୍ତି, ଛୋଟ ପିଲା ମାନଙ୍କୁ ମଧ୍ୟ ଲୋକ ମାନେ ଏହାକୁ ସିଝାଇ ଖାଇବାକୁ ଦିଅନ୍ତି, ଏହାଦ୍ବାରା ଛୋଟ ପିଲାକୁ ଅନେକ ଭିଟାମିନ୍ ସବୁ ମିଳିଥାଏ । ତେବେ ଆସନ୍ତୁ ଜାଣିବା ସେଓ ର ଉପକାରିତା ଏବଂ ଅପକାରିତା ସମ୍ପର୍କରେ।

ସେଓ ଆମ ଶରୀର ପାଇଁ ବରଦାନ ଭଳି କାମ କରିଥାଏ, ଯାହାର ସେବନ ଦ୍ୱାରା ଆମ ଶରୀରେ ଶକ୍ତି ଆସିଥାଏ। ଏହାକୁ ଖାଇବା ଦ୍ୱାରା ଆମେ ମାନେ ବିଭିନ୍ନ ପ୍ରକାର ରୋଗ ରୁ ମଧ୍ୟ ମୁକ୍ତି ପାଇପାରିଥାଉ। ସେଓ ରୁ ରୁ ମିଳୁଥିବା ଲାଭ ଗୁଡିକ ଆମ ଶରୀର ର ମୋଟାପା କୁ କମେଇଥାଏ, ମୋଟା, ଲୋକ ମାନଙ୍କୁ ତ ବିଭିନ୍ନ ପ୍ରକାର ରୋଗ ସବୁ ହୋଇଥାଏ। ସେଓ ରୁ ମିଳୁଥିବା ଫାଇବର୍ ମୋଟାପା କୁ କମ୍ କରିବାରେ ସହାୟକ ହୋଇଥାଏ,ଯଦି ଆପଣ କବଜ ,କିମ୍ବା ଗ୍ୟାସ୍ ସମସ୍ୟା ରେ ପୀଡିତ ଅଛନ୍ତି ତେବେ ସେଓ ରେ ଥିବା ଫାଇବର୍ ତାହାକୁ କମେଇବାରେ ବହୁ ସହାୟକ ହୋଇଥାଏ।

ସେଓ ର ସେବନ ବ୍ୟାକ୍ଟେରିଆ ଓ ଭାଇରସ୍ କୁ ଦୂର କରିଥାଏ ଓ ଆମ ଶରୀର ର ହାଡ କୁ ମଜବୁତ୍ କରିଥାଏ। ଆପଣ ମାନେ କଣ ଜାଣିଛନ୍ତି କି ଏପରି କିଛି ଜିନିଷ ରହିଛି ଯାହାକୁ ସେଓ ଖାଇବା ପରେ ଖାଇବା ଉଚିତ୍ ନୁହେଁ, ସେହି ସବୁ ଖାଇବା ଦ୍ୱାରା ଆମ ଶରୀରରେ ବିଭିନ୍ନ ପ୍ରକାର ର ରୋଗ ସବୁ ଦେଖିବାକୁ ମିଳେ। ତେବେ ଆସନ୍ତୁ ଜାଣିବା କେଉଁ ସବୁ ଜିନିଷ ସେଓ କୁ ଖାଇବା ପରେ ଖାଇବା ଉଚିତ୍ ନୁହେଁ।

ଡାକ୍ତର ମାନେ କରିଥାଆନ୍ତି କି ଯିଏ ବ୍ୟକ୍ତି ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ସେଓ ଖାଇଥାଏ ତାକୁ ଭବିଷ୍ୟତ ରେ କିଛି ରୋଗ ହୋଇନଥାଏ। ସେଓ ଖାଇସାରି ସଙ୍ଗେ ସଙ୍ଗେ ପାଣି ପିଅନ୍ତୁ ନାହିଁ, କାରଣ ସେଓ ଖାଇବାର ସଙ୍ଗେ ସଙ୍ଗେ ପାଣି ପିଇଲେ ଆପଣଙ୍କ ଯନ୍ତ୍ରଣା ହୋଇଥାଏ। ସେଓ ଖାଇବାର ୩୦ ମିନିଟ୍ ପରେ ପାଣି ପିଅନ୍ତୁ। ସେଓ ଖାଇବା ପରେ ମୂଳା ବି ଖାଆନ୍ତୁ ନାହିଁ, ସେଓ ଓ ମୂଳା କୁ ମିଶାଇ ଖାଆନ୍ତୁ ନାହିଁ ଏହା ଦ୍ୱାରା ଶରୀରରେ ଧଳା ଦାଗର ସମସ୍ୟା ଦେଖା ଦେଇଥାଏ। ସେଓ ଖାଇବାର ଅଧା ଘଣ୍ଟା ପର୍ଯ୍ୟନ୍ତ କ୍ଷୀର ପିଅନ୍ତୁ ନାହିଁ, କ୍ଷୀର ପିଇଲେ ପେଟରେ ଡାନିକ୍ ହୋଇଯାଏ, ଯାହା ଦ୍ୱାରା ଆପଣଙ୍କୁ ଯନ୍ତ୍ରଣା ହୋଇଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।