ଦେଖନ୍ତୁ ଛାତିଥରା ଭିଡିଓ -ମୋବାଇଲକରୁ ମୋବାଇଲକୁ ସେୟାର ହେବାରେ ଲାଗିଛି ମନୀଷାଙ୍କ ଜିଭ କାଟିବା ଭିଡିଓ ! ହେ ଭଗବାନ ….

0

ଆମ ଦେଶରେ ଲୋକ ମାନେ ଏବେ ଆଉ ମଣିଷ ଅବସ୍ଥା ରେ ନାହାଁନ୍ତି, ମଣିଷରୁ ସଇତାନ ପାଲଟି ଗଲେଣି। ଆଉ ଦେଶରେ ଝିଅ ବୋହୂ ମାନେ କେହିବି ସୁରକ୍ଷିତ ନୁହଁନ୍ତି, ଝିଅ ବୋହୂ ମାନଙ୍କ ର ଇଜ୍ଜତ୍ ଏବେ ପୁରୁଷ ନାମରେ ଥିବା ସଇତାନ ମାନଙ୍କ ପାଇଁ ଖେଳଘର ହୋଇଯାଇଛି। ପ୍ରତିଦିନ ହଜାର ହଜାର ଝିଅ ମାନଙ୍କ ର ଇଜ୍ଜତ୍ ଲୁଟ୍ କରାଯାଇ ସେମାନଙ୍କୁ ନୃଶଂସ ଭାବେ ହତ୍ୟା କରାଯାଉଛି। ସମାଜ ରେ ଏହିପରି କାର୍ଯ୍ୟ ସବୁ ହେଉଥିବାର ଦେଖି ଆଉ ଅନ୍ୟ ଘର ର ଲୋକ ମାନେ ନିଜ ଝିଅ କୁ ଏକାକି କୁଆଡେ ଛାଡିବାକୁ ଡରୁଛନ୍ତି। ତାଙ୍କ ମନରେ ଏକ ପ୍ରକାର ଭୟ ଆସିଯାଉଛି।


ଆଜି କାଲି ଝିଅ ମାନେ ରାସ୍ତାରେ ନିର୍ଭୟ ରେ ଚାଲି ପାରୁନାହାନ୍ତି। ସେମାନଙ୍କ ମନରେ ମଧ୍ୟ ଅନେକ ଭୟ ଆସୁଛି,ଦେଶ ର ନାରୀ ମାନେ ଟିକେ ବି ସୁରକ୍ଷିତ ନାହାନ୍ତି। ସବୁବେଳେ ନାରୀ ମାନଙ୍କ ପ୍ରତି ଏହି ପୁରୁଷ ମାନେ ଗୋଟେ ପରେ ଗୋଟେ ଅତ୍ୟାଚାର କରି ଚାଲିଛନ୍ତି, ତେବେ ଏହାକୁ ରୋକିବା ପାଇଁ ଦେଶ ରେ କୋଠାର ଆଇନ ପ୍ରସ୍ତୁତ ହୋଇ ନାହିଁ,ତେଣୁ ଏଭଳି ଅଭବନିୟ ଘଟଣା ଦେଖିବାକୁ ମିଳୁଛି।

ତେବେ ଏହି କିଛି ଦିନ ତଳେ ଦେଶ ରେ ଏକ ବଡ଼ ଘଟଣା ଘଟି ଯାଇଥିଲା। ପୁଣି ଥରେ ଉତ୍ତରପ୍ରଦେଶ ର ହାତରସ୍ ଠାରେ ଗୋଟେ ଝିଅ କୁ ଗଣ ଦୁସ୍କର୍ମ କରିଥିଲେ। ତେବେ ମନୀଷା ନାମ ର ଝିଅ ଟି କୁ କିଛି ଲୋକ ବିଲ ଭିତରେ ଦୁସ୍କର୍ମ୍ କରିଥିଲେ ଏବଂ ପରେ ସେହି ଝିଅ ର ଝିଭ କାଟି ଦେଇ ଥିଲେ ଓ ମେରୁଦଣ୍ଡ ମଧ୍ୟ ଭାଙ୍ଗି ଦେଇ ଥିଲେ। ତେବେ ଏହା ପରେ ପୋଲିସ ସେହି ସ୍ଥାନ ରେ ପହଂଚି ଝିଅ ଟି ର ଦେହ କୁ ପାଇଥିଲା।

ପୋଲିସ ମଧ୍ୟ ସବୁ ପ୍ରମାଣ କୁ ଲୁଚାଇବା ପାଇଁ ସେହି ଝିଅ ଟି ର ଦେହ କୁ ତାର ଘର ଲୋକ ଙ୍କ ବିନା ପରାମର୍ଶ ରେ ଝିଅ ଟି ର ଦେହ କୁ ଜାଳି ଦେଇଥିଲେ। ତେବେ ଏହି ଘଟଣା ପରେ ସାରା ଦେଶ ରେ ବହୁତ ହଂଗାମା ହୋଇ ଥିଲା। ତେବେ ପୋଲିସ୍ କାହା କୁ କିଛି ନ କହି କଣ ପାଇଁ ଝିଅ ଟି ଜାଳି ଦେଲା , ଏହା କୁ ନେଇ ଉଠିଛି ଏକ ବଡ଼ ପ୍ରଶ୍ନବାଚି । ତେବେ ସମସ୍ତେ ମନୀଷା କୁ ନ୍ୟାୟ ଦେବା କୁ ଚାଁହୁଚନ୍ତି, ସେହି ଝିଅ ଟି ବିନା କୌଣସି ଦୋଷ ରେ ଏତେ ବଡ଼ ଦଣ୍ଡ ପାଇଲା। ତେବେ ତାର ଅପରାଧୀ ମାନେ କୋଠାର ଦଣ୍ଡ ପାଇବା ନିହାତି ଆବଶ୍ୟକ।

ତେବେ ଯେତେ ଯାଏ ଦେଶ ରେ ଏଭଳି ଲଜ୍ୟାଜନକ କାର୍ଯ୍ୟ ହେଉ ଥିବ। ସେତେ ଯାଏ ଦେଶ ରେ କୌଣସି ବି ନାରୀ ମାନେ ସୁରକ୍ଷିତ ନାହାନ୍ତି। ଆଉ ଦେଶ ରେ ନାରୀ ସୁରକ୍ଷିତ ନାହିଁ ମାନେ ଦେଶ ରେ ଉନତି ହେବାର କୌଣସି ମାନେ ନାହିଁ। ତେବେ ଏ ଭଳି ଲଜ୍ୟାଜନକ ଘଟଣା ଯୋଗୁ ଏ ସମାଜ ଉପରେ ଏକ ଖରାପ ପ୍ରଭାବ ପଡିବ। ଆଉ ଆଗାମୀ ପିଢ଼ି ପାଇଁ ଏହା ଏକ ଖରାପ ସଂକେତ ହୋଇ ପରେ। ତେବେ ଏଭଳି କାର୍ଯ୍ୟ କୁ ରୋକିବା ଦରକାର।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।