ହାଇକୋର୍ଟ ଙ୍କ ଐତିହାସିକ ରାୟ – FIR ଗ୍ରହଣ ନକରିବୋରୁ ଥାନା ବାବୁଙ୍କୁ ଦଣ୍ଡ , ରାସ୍ତା ଝାଡୁ ମାରିବେକୁ ନିର୍ଦ୍ଧେଶ ଦେଲେ କୋର୍ଟ … ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

0

ଆମ ଦେଶରେ ଗଣତନ୍ତ୍ର ଶାସନ ଦେଖିବାକୁ ମିଳେ, ଯେଉଁ ଶାସନ କୁ ଲୋକ ମାନଙ୍କ ର ଶାସନ ବୋଲି କୁହାଯାଏ, ଏହାର ମାନେ ମଧ୍ୟ ସେଇଆ ଗଣ ମାନେ ଲୋକ ଏବଂ ତନ୍ତ୍ର ମାନେ ଶାସନ, ଲୋକ ମାନଙ୍କ ର ଶାସନ। ଏହି ଶାସନ ହେଉଛି ଲୋକ ମାନଙ୍କର, ଲୋକ ମାନଙ୍କ ପାଇଁ ଏବଂ ଲୋକ ମାନଙ୍କ ଦ୍ୱାରା, ଏହାକୁ ଡଃ ଆମ୍ବେଦକର କହିଥିଲେ। ଏହି ଶାସନରେ ଲୋକ ମାନେ ଯାହାକୁ ଠିକ୍ ବୋଲି ଭାବନ୍ତି ଏବଂ ଯାହାକୁ ଭାବନ୍ତି କି ସିଏ ସଠିକ୍ ଭାବେ ଆମ ଦେଶ ଏବଂ ଆମ ରାଜ୍ୟ କୁ ସମ୍ଭାଳି ପାରିବ ତାଙ୍କୁ ହିଁ ସେମାନେ ଭୋଟ୍ ଦେଇ ଜୟଯୁକ୍ତ କରାନ୍ତି।

ଏହି ଭୋଟ୍ ପାଞ୍ଚ ବର୍ଷ ରେ ଥରେ ହୋଇଥାଏ, ଏବଂ ଲୋକ ମାନେ ନିଛ ମନ ଇଚ୍ଛା ଲୋକ ଙ୍କୁ ଭୋଟ୍ ଦେଇ ଜୟଯୁକ୍ତ କରାନ୍ତି। ସମାଜରେ ଯେଉଁ ସବୁ ଖରାପ କାଣ୍ଡ ଘଟୁଛି ସେହି ସବୁ ବଗବଡିଆ ଲୋକ ଓ ପଲିସାଇନ୍ ମାନେ ହିଁ କରୁଛନ୍ତି। ତେବେ ସେମାନଙ୍କ ସମସ୍ତ ଙ୍କ ଉପରେ ଜଣେ ଅଛନ୍ତି ଯାହାଙ୍କ କଥା ମାନିବା ପାଇଁ ସମସ୍ତେ ବାଧ୍ୟ, ସିଏ ହେଉଛି ନ୍ୟାୟାଳୟ।

ଏଠାରେ କିଛି ବଡ ସାନା ଦେଖାଯାଏ ନାହିଁ କେବଳ ଲୋକ ମାନଙ୍କୁ ନ୍ୟାୟ ଦିଆଯାଏ, ଯିଏ ଯେତେ ବଡ ହୋଇଥିଲେ ବି ଯଦି ସିଏ ଦୋଷ କରିଛି ତେବେ ସେ ଦଣ୍ଡ ନିଶ୍ଚିତ ପାଇବ। କୋର୍ଟ ର ନିଷ୍ପତ୍ତି ସବୁବେଳେ ଲୋକଙ୍କ ଉଚିତ୍ ସ୍ୱାର୍ଥ ଏବଂ ଆଇନ୍ କୁ ଲକ୍ଷ୍ୟ କରି ହୋଇଥାଏ, କୋର୍ଟ ଥରେ ଯେଉଁ ଯେଉଁ ନିଷ୍ପତ୍ତି ନିଅନ୍ତି ତାହାକୁ ସମସ୍ତେ ଗ୍ରହଣ ମଧ୍ୟ କରନ୍ତି।

ଏହି ନିକଟରେ ଏବେ କର୍ଣ୍ଣାଟକ ର କୋର୍ଟ ଏକ ଘଟଣା ର ବିଚାର କରି ଏହାର ଫଇସଲା ଶୁଣାଇଛନ୍ତି। ଏହି ଘଟଣା ଏବେ ସାରା ଦେଶରେ ଏକ ଚର୍ଚ୍ଚା ର କାରଣ ସାଜିଛି। ଏଫଆଇଆର୍ ଗ୍ରହଣ ନକରି ଡ୍ୟୁଟି ରେ ଖିଲାପ କରିଥିବା ଜଣେ ଥାନା ବାବୁ ଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହାର ଦଣ୍ଡ ଶୁଣିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇ ରହିଯିବେ,

ଏହାର ଦଣ୍ଡ ହେଉଛି ସେହି ପୋଲିସ୍ ଅଧିକାରୀ ଜଣକ ସପ୍ତାହେ ଧରି ରାସ୍ତା ରେ ଝାଡୁ ମାରିବେ, ଯେଉଁ ରାସ୍ତା ଟି ନିଜ ଥାନା କୁ ଲାଗିରହିଛି ସେହି ରାସ୍ତା କୁ ସେ ଝାଡୁ କରିବେ। ଜଷ୍ଟିସ୍ ଏସ ସନିଲ ଦତ୍ତ ୟାଦବ ଜଷ୍ଟିସ୍ ପି କୃଷ୍ଣାଙ୍କ ବେଞ୍ଚ ଜଣେ ୫୫ ବର୍ଷୀୟା ତାରାବାଈ ଙ୍କ ଆବେଦନ ଉପରେ ଶୁଣାଣି କରି ଏପରି ଏକ ରାୟ ଶୁଣାଇଛନ୍ତି। ଏହି ଘଟଣା ର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପରେ କୋର୍ଟ ପୋଲିସ୍ ର ଭୂମିକା ଉପରେ ଏକ କଡା ଟିପ୍ଣୀ ମଧ୍ୟ ରଖିଛନ୍ତି।

ତେବେ ଘଟଣା ଟି ହେଉଛି ତାରାବାଈ ଙ୍କ ର ପୁଅ ଗତ ୨୦ ତାରିଖରେ ନିଖୋଜ ଥିଲେ ତାରାବାଈ ଙ୍କ ସ୍ୱାମୀ ଓ ସେ ନିଜେ ଏହି ସମ୍ପର୍କରେ ଅଭିଯୋଗ କରିବା ପାଇଁ ପୋଲିସ୍ ଷ୍ଟେସନ୍ ରେ ପହଁଞ୍ଚିଥିଲେ। ସେହିଠାରେ ଥିବା ଏସଏଚଓ ଅର୍ଥାତ୍ ଷ୍ଟେସନ୍ ହାଉସ୍ ଅଫିସର୍ ଜଣକ ତାଙ୍କ ର ସେହି ଅଭିଯୋଗ କୁ ଗ୍ରହଣ କରି ନଥିଲେ। ଏହାର କାରଣ ସେ କହିଥିଲେ କି ସେହି ମାମଲା ଟି ତାଙ୍କ ଥାନା ବାହାରେ ଥିଲା ସେଥିପାଇଁ ସେ ଏହାକୁ ଗ୍ରହଣ କରି ନଥିଲେ। କୋର୍ଟ ତାଙ୍କୁ ଏହି କାରଣ ରୁ ଏହି ଦଣ୍ଡାଦେଶ ଦେଇଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।