ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?

0

ଆମ ପୃଥିବୀ ରେ ଏମିତି ଅନେକ କଥା ରହିଛି ଯାହା ଆମେ କେବେ ଜାଣି ନଥିବା। ତେବେ ଅନେକ ଛୋଟ ଛୋଟ କଥା ରହିଛି, ଯାହା ଜାଣିବା ନିହାତି ଆବଶ୍ୟକ।ତେବେ ଆସନ୍ତୁ ଜାଣିବା ଏମିତି କିଛି ପ୍ରଶ୍ନ ଓ ଉତ୍ତର ଯାହା ଆପଣ କେବେ ଜାଣି ନଥିବେ କି କେବେ ଶୁଣି ନଥିବେ।
୧ ) ଉପରୁ କିସ କରାଯାଏ ମଝିରୁ ଧରା ଯାଏ ଓ ତଳୁ ନିଆଁ ଲଗା ଯାଏ। ସେହିଟା କଣ?
ଉତ୍ତର :- ସିଗାରେଟ

୨) ସେହି ଜିନିଷ ଟି କଣ , ଯାହା ଆମର କିନ୍ତୁ ବ୍ଯବହାର କରନ୍ତି ଅନ୍ୟ ମାନେ ?
ଉତ୍ତର :- ନାମ

୩) ସେହି ଟା କଣ ମାସକୁ ଥରେ ଆସେ ଓ ୨୪ ଘଣ୍ଟା ରହି ଚାଲି ଯାଏ ?
ଉତ୍ତର :- ତାରିଖ

୪) – ବିଶ୍ୱ ର ସବୁଠୁ ଦାମୀ ଘଣ୍ଟା ର ଦାମ କେତେ ?
ଉତ୍ତର :- ୪୧୪ କୋଟି

୫) ଯେତେବେଳେ ଗୋଟେ ଝିଅ ନଇଁକି ମୁଣ୍ଡିଆ ମାରେ ସେତେବେଳେ ତାର କଣ ଦେଖା ଯାଏ ?
ଉତ୍ତର :- ସଂସ୍କାର

୬) ସେ କିଏ ସବୁେବେଳ ତାର ମୁଁହ ମାଟିରେ ଘଷି ହୋଇ ରହି ଥାଏ ?
ଉତ୍ତର :- ଝାଡୁ

୭) ଏମିତି କଣ ଯାହା ଝିଅ ଙ୍କର ବଢେନି କିନ୍ତୁ ପୁଅ ଙ୍କର ବଢିଯାଏ ?
ଉତ୍ତର :- ନିଶ ଓ ଦାଢ଼ି

୮) ଏମିତି କେଉଁ ଜିନିଷ ଯାହା କୁ ଆମେ ପିଇବା ପାଇଁ କିଣି ଥାଉ ହେଲେ ପିଇ ପାରି ନ୍ ଥାଉ?
ଉତ୍ତର :- ଗିଲାସ

୯)ଏମିତି କେଉଁ ଜିନିଷ ବିବାହ ଦିନ ପୁଅ ଙ୍କ ପାଖରେ ଥାଏ କିନ୍ତୁ ଝିଅ ଙ୍କ ପାଖରେ ନ୍ ଥାଏ ?
ଉତ୍ତର :- ଉପନାମ

୧୦) ଆଜି କାଲି ଲକ ମାନେ କଣ ମାଗଣା ରେ ମାରୁଛନ୍ତି ?
ଉତ୍ତର :- ମିସ

୧୧) କେଉଁ ଜୀବ ମାତ୍ର ୧୬ ମିନିଟ ଶୋଇ ଥାଏ ?

ଉତ୍ତର :- ଚାଟି ,  ତେବେ ଚାଟି ଜୀବ ଟି ମାତ୍ର ୧୬ ମିନିଟ ଆରାମ କରି ଥାଏ।

୧୨) କେଉଁ ଭିଟାମିନ ଅଭାବ ରେ ମୁଣ୍ଡ ବାଳ ଧଳା ହୋଇ ଯାଏ ?
ଉତ୍ତର :- B-6 ଓ B-12 , ଏହି ଭିଟାମିନ ଅଭାବ ରେ ମୁଣ୍ଡ ବାଳ ଧଳା ହେଇ ଯାଏ।

୧୩) – ଭାରତ ରେ କେଉଁ ବ୍ୟକ୍ତି ଙ୍କ ଫୋଟୋ ଅଧିକ ଛପା ଯାଏ ?
ଉତ୍ତର :-  ମହାତ୍ମା ଗାନ୍ଧୀ।

୧୪) – ସେ କିଏ ଯାହାର ମୁଣ୍ଡ ନାହିଁ ହେଲେ ଟୋପି ପିନ୍ଧେ ?
ଉତ୍ତର :- ବୋତଲ

୧୫) କେଉଁ ଜିନିଷ ଗାଧେଇଲା ପରେ ଛୋଟ ହେଇଯାଏ ?
ଉତ୍ତର :-ସାବୁନ।

୧୬) ଉପରୁ ପଡିଲା ବୁଢ଼ା ବ୍ରାହ୍ମଣ , ତା ଦେହ ସାରା ପଇତା ବଣ ?
ଉତ୍ତର :- ମସିନା।

୧୭) କେଉଁ ପ୍ରାଣୀର ପାଞ୍ଚ ଟି ଆଖି ଅଛି ?
ଉତ୍ତର :- ମହୁମାଛି

୧୮) ଏମିତି କେଉଁ ପକ୍ଷୀ ସେ ଯେଉଁ ବାଟେ ଖାଇ ଥାଏ , ସେହି ବାଟେ ମଳତ୍ୟାଗ କରି ଥାଏ ?
ଉତ୍ତର :- ବାଦୁଡ଼ି।

୧୯) ସେଇଟା କଣ ଯାହା ଝିଅ ମାନେ ପ୍ରଥମ ଥର କରିଲେ ବହୁତ କଷ୍ଟ ହୋଇ ଥାଏ ?
ଉତ୍ତର :-କାନ କିମ୍ବା ନାକ ଫୋଡ଼ିଲା ବେଳେ।

୨୦) ସବୁ ଠାରୁ ଦ୍ରୁତ ଗତି ରେ ଦୌଡ଼ି ପାରୁ ଥିବା ପକ୍ଷୀ ର ନାମ କଣ ?
ଉତ୍ତର :- ବାଜପକ୍ଷୀ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।