ରୋଗରୁ ମୁକ୍ତି ଦେଇଥାଏ ଆଲବେରା ଜାଣନ୍ତୁ କିପରି ସେବନ କରିବା ଦ୍ବାରା ଆପଣ ଲାଭବାନ ହୋଇପାରିବେ

0

ଆମେ ସବୁବେଳେ କହିଥାଉ ଏକ ଉକ୍ତି ଯାହା ହେଉଛି ” ସ୍ୱାସ୍ଥ୍ୟ ହିଁ ଜୀବନ ” ଏହି ଉକ୍ତି ଟିର ଅର୍ଟ ହେଉଛି ଏହା କି ଯେ ଆମର ସ୍ଵାସ୍ଥ୍ୟ ହିଁ ଆମର ଜୀବନ ହୋଇଥାଏ। ଯଦି ଆପଣଙ୍କ ପାଖରେ ଏକ ଭଲ ଏବଂ ସୁସ୍ଥ ଶରୀର ରହିଛି ତ ଆପଣ ନିଜ ଜୀବନ ର ସମସ୍ତ ଦିଗ କି ଉପଭୋଗ କରିପାରିବେ ମାତ୍ର ଯଦି ଆପଣଙ୍କ ପାଖରେ ଏକ ସୁସ୍ଥ ଶରୀର ନାହିଁ ତେବେ ଆପଣ ଙ୍କର ପାଖରେ ଥିବା ସମସ୍ତ ଧନ , ମାନ ଓ ସମ୍ପତି ର କୌଣସି ମୁଲ୍ୟ ନାହିଁ ।ତେବେ ଆମେ ଆଜି ଆପଣଙ୍କୁ ସୁସ୍ଥ ରହିବା ପାଇଁ ଏକ ସୁନ୍ଦର କଥା ଟିଏ କହିବାକୁ ଚାହୁଁଛୁ ।]

ବନ୍ଧୁଗଣ ଆପଣ ମାନେ ଦେଖିଥିବେ କି ଆମ ଡାକ୍ତରୀବିଜ୍ଞାନ ଯେତେ ଉନ୍ନତି କଲେ ମଧ୍ୟ ଆମର ପରିବେଶ ଆମ ସ୍ୱାସ୍ଥ୍ୟ ପାଇଁ ସବୁବେଳେ ବେଷ୍ଟ ହୋଇଥାଏ ।ଯେଉଁ ସବୁ ରୋଗଗୁଡିକ ଡାକ୍ତରୀ ମେଡ଼ିସିନ ଦ୍ବାରା ଭଲ ହୋଇପାରିନାହିଁ ତାହା ଆୟୁର୍ବେଦ ଔଷଧ ଦ୍ବାରା ସମ୍ଭବ ହୋଇପାରିଛି ।ତେବେ ଆମେ ଆଜି ଆପଣଙ୍କୁ ବାତକୁଆଁରୀ ବା ଆଲବେରା ଗଛର କେତେକ ଔଷଧୀୟ ଗୁଣ ବିଷୟରେ ଆପଣଙ୍କୁ ଜଣେଇବାକୁ ଯାଉଛୁ।

୧.ପ୍ରତିଦିନ ଆଲବେରା ରସକୁ ସେବନ କରିବା ଦ୍ବାରା ରକ୍ତହୀନତା ରୋଗ ହୋଇନଥାଏ ।ଏହା ରକ୍ତରେ ଥିବା ବିଶୁଦ୍ଧ ପଦାର୍ଟ କୁ ନିଷ୍କାସନ କରି ତାହାକୁ ସୁଦ୍ଧ କରିବାରେ ସାହାଯ୍ୟ କରିଥାଏ ।

୨.ଆଲବେରା ର ଜୁସ ପ୍ରତିଦିନ ସକାଳେ ସେବନ କରିବା ଦ୍ବାରା ଏହା ପେଟ ଜନିତ ରୋଗ ତଥା ଗ୍ୟାଷ୍ଟିକ କୁ ଭଲ କରିଥାଏ ।ତେବେ ଆଲବେରା ର ଜେଲ କୁ ଅଳ୍ପ ଗରମ ପାଣିରେ ମିଶାଇ ପିଇବା ଦ୍ୱାରା ଗ୍ୟାଷ୍ଟିକ ଦୂର ହୋଇଥାଏ ।

୩.ଏହି ଜୁସ କୁ ବ୍ୟବହାର କରିବା ଦ୍ବାରା ଆମ ପକସ୍ଥଳୀ ବା ପାକ ପ୍ରକିୟା ସଠିକ ଭାବରେ ହୋଇଥାଏ ।ଫଳରେ ଆମକୁ ଗ୍ୟାସ, ଏସିଡିଟି ପରି ରୋଗରୁ ମୁକ୍ତି ମିଳିଥାଏ ।

୪.ବର୍ତ୍ତମାନ ପ୍ରାୟ ସମସ୍ତେ ମେଡିବହୁଳତା କୁ ନେଇ ଚିନ୍ତାରେ ରହୁଛନ୍ତି ।ତେବେ ପ୍ରତିଦିନ ସକାଳେ ୧୦ml ଆଲବେରା ଜୁସ ସହ ୧୦ml ଆମଲା ଜୁସ ମିଶାଇ ସେବନ କରିବା ଦ୍ବାରା ଆମ ଶରୀରର ଓଜନ ହ୍ରାସ ହୋଇଥାଏ ।

୫.ଏହା ଉଚ୍ଚ ରକ୍ତଚାପ କୁ ନିୟନ୍ତ୍ରଣ ରେ ରଖିବା ସହ ଆମର ହାର୍ଟ କୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।କାରଣ ଏଥିରେ କେତେକ ଆଣ୍ଟି ବ୍ୟାକେଟେରିଆଲ ପୋଷକ ରହିଥାଏ ଯାହା ଆମ ହାର୍ଟ କୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।

୬.ନିୟମିତ ଭାବରେ ଆଲବେରା ଜୁସ ର ସେବନ କରିବା ଦ୍ବାରା କ୍ୟାନ୍ସର ପରି ମାରାତ୍ମକ ରୋଗକୁ ମଧ୍ୟ ଭଲ କରିଥାଏ ।ଏହିରେ ଥିବା ଔଷଧୀୟ ଗୁଣ ବିଭିନ୍ନ ପ୍ରକାରର କ୍ୟାନ୍ସର ତଥା ଯକୃତ କ୍ୟାନ୍ସର କୁ ମଧ୍ୟ ଭଲ କରିଥାଏ ।

୭.ଏହା ଆମର କେଶ ଓ ତ୍ୱଚା ପାଇଁ ଲାଭଦାୟକ ହୋଇଥାଏ।ଏହାକୁ ମୁହଁରେ ଲଗେଇବା ଦ୍ବାରା ଏହା ଆମକୁ ଏକ ସୁନ୍ଦର ମୁହଁ ଦେବା ସହ ଏକ ଉଜ୍ଜ୍ୱଳ ତ୍ୱଚା ପ୍ରଦାନ କରିଥାଏ ।ସେହିପରି ମୁଣ୍ଡ ଧୋଇବା ପୂର୍ବରୁ ଆଲବେରା କୁ ଲଗେଇ ଏକ ଘଣ୍ଟା ପରେ ଧୋଇଲେ ଏହା ଆମ କେଶକୁ ଘନ ,କଳା ଓ ଲମ୍ବା କରିବାରେ ସାହାଯ୍ୟ କରିଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।