ଆପଣ ମାନେ ବି କଣ ପ୍ରେମ ରେ ବିଫଳ ହୋଇଛନ୍ତି କି ? ତେବେ ଆପଣ ଏହି ବଶୀକରଣ ଟି କୁ ଆପଣାନ୍ତୁ ଦେଖିବେ ନିଶ୍ଚିତ ସଫଳ ହେବେ।

0

ଦୁନିଆରେ ଏପରି ଅନେକ ପୁଅ ଏବଂ ଝିଅ ଅଛନ୍ତି ଯେଉଁମାନେ କି ଜଣଙ୍କୁ ଭଲ ପାଇଥାନ୍ତି କିନ୍ତୁ ସେହି ପିଲା କିମ୍ବା ଝିଅ ତାଙ୍କୁ ଭଲ ପାଇନଥାନ୍ତି। ସେମାନେ ସେହି ପୁଅ କି ଝିଅ କୁ ଏତେ ଭଲ ପାଇଥାନ୍ତି ଯେ ସେମାନେ ତାଙ୍କୁ ପାଇବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥାଆନ୍ତି, ଏପରି କି ଜୀବନ ମଧ୍ୟ ଦେବାକୁ ପଛାନ୍ତି ନାହିଁ। ଆମେ ତ ପ୍ରାୟ ଖବର ଦେଖୁଥିବା କି ଅନେକ ପିଲା ମାନେ ପ୍ରେମ ରେ ବିଫଳ ହୋଇ ନିଜର ଜୀବନ ହାରି ଦେଉଛନ୍ତି,

କିନ୍ତୁ ଅନେକ ପିଲା ଅଛନ୍ତି ଯେଉଁମାନେ ଭାବନ୍ତି କି ଏପରି କିଛି କରନ୍ତି ଯେପରି କି ସେହି ପିଲା ଟି ମୋର ହୋଇଯିବ,ସେମାନେ ସେଥିପାଇଁ ଅନେକ ତରିକା ଆପଣେଇ ଥାଆନ୍ତି। କେତେଜଣ ସେହି ସବୁ ରେ ସଫଳ ହୁଅନ୍ତି ଆଉ କେତେଜଣ ବିଫଳ ହୁଅନ୍ତି। ତେବେ ଆମେ ଆଜି ଆପଣ ମାନଙ୍କ ପାଇଁ ଏକ ଏପରି ବଶୀକରଣ ନେଇ ଆସିଛୁ,

ଯାହା ଦ୍ୱାରା ଆପଣ ମାନେ ଯାହାଙ୍କୁ ଭଲ ପାଉଥିବେ ତାଙ୍କୁ ଆପଣ ଅତି ସହଜ ରେ ବଶୀକରଣ କରିପାରିବେ ଏବଂ ସିଏ ନିଜେ ହିଁ ଆପଣ ମାନଙ୍କୁ ଆସି କହିବେ କି ସିଏ ଆପଣଙ୍କୁ ଭଲ ପାଉଛନ୍ତି ବୋଲି।  ତେବେ ଯଦି ଆପଣ କୌଣସି ପୁଅ କି ଝିଅ କୁ ଭଲପାଉଛନ୍ତି କିମ୍ବା କେହି ବିବାହିତା ନାରୀ ଙ୍କୁ ଭଲପାଉଛନ୍ତି, ଭାବଛନ୍ତି ଆପଣ ତାଙ୍କ ବିନା ବଞ୍ଚି ପାରିବେନି ବୋଲି। ତେବେ ଆପଣ ମାନେ ଏହି ବଶୀକରଣ ଟି କରନ୍ତୁ। ଏହା ଦ୍ୱାରା ସେ ବଶୀକରଣ ହୋଇଯିବେ ଏବଂ ଆପଣ ମାନଙ୍କୁ ଭଲ ପାଇବାକୁ ଲାଗିବେ। ତେବେ ଆସନ୍ତୁ ଜାଣିବା ଏହି ବଶୀକରଣ ଟି କୁ ଆପଣ ମାନେ କିପରି କରିବେ, କେବେ କରିବେ ଓ କେମିତି କରିବେ।

ଆବଶ୍ୟକ ଉପକରଣ:-

ତେବେ ଏହି ବସିକରଣ ପାଇଁ ଆବଶ୍ୟକ ଜିନିଷ ଗୁଡିକ ହେଲା ତେବେ ପ୍ରଥମେ ସେହି ଝିଅ ର କିଛି ଚୁଟି ଆଣିବେ , ଦୁଇ ଟି କଉଡ଼ି , ସାଧା କାଗଜ , ଗୋଟେ ଗୁଆ , ସିନ୍ଦୁର , କିଛି ଦୁବ୍ , ଓ ମାର୍କର ।

ବସିକରଣ ପ୍ରଣାଳି:-

ତେବେ ପ୍ରଥମେ ଆପଣ ଏକ ସାଧା କାଗଜ ରେ ଏକ ତ୍ରିଭୁଜ୍ କରି ଦେବେ , ଆଉ ଏହା ପରେ ସେହି ଝିଅ ର ନାମ ସେହି ତ୍ରିଭୁଜ୍ ଭିତରେ ଲେଖି ଦେବେ,ଆଉ ଏହା ସେହି ଚୁଟି କୁ ସେହି ନା ଉପରେ ରଖି ଦେବେ ଓ କିଛି ସିନ୍ଦୁର ପକାଇ ଦେବେ। ଆଉ ସେହି ଦୁଇ ଟି କଉଡ଼ି କୁ ନେଇ ତ୍ରିଭୁଜ୍ ର ଦୁଇ କଣ ରେ ରଖି ଦେବେ ଓ ସେହି ଗୁଆ କୁ ସିନ୍ଦୁର ରେ ବୁଡ଼ାଇ ଆଉ ଗୋଟେ କୋଣ ରେ ରଖି ଦେବେ। ତେବେ ଏହା ପରେ ଆପଣ ଏହି ମନ୍ତ୍ର ” ଓଂ ତ ମୋହିନୀ ସର୍ବ ରୁପିଣି ମମ୍ ବଶ କୁରୁ ସ୍ୱାହା ” , ଏହା କୁ ୨୧ ଥର ଜପ କରିବେ। ଏବଂ ଜପ କରିବା ସମୟ ରେ କେବଳ ସେହି ଝିଅ କଥା ଭାବିବେ।

ତେବେ ଏହା କରିବା ପରେ କିଛି ଦୁବକୁ ସେହି ଛୁଟି ରେ ୩ ଥର ସ୍ପର୍ଶ କରି ଦେବେ ଏବଂ ତା ପରେ ସେହି କଉଡ଼ି ଓ ଗୁଆ କୁ ନିଜ ଘରେ ସାଇତି ରଖିବେ,ଆଉ ଏହା ପରେ ସେହି ଚୁଟି କୁ ନେଇ ମସାଣି ମାଟି ରୁ ଛୁଆଁଇ ଅନିବେ ଓ ତା ପରେ ସେହି ଚୁଟି କୁ ନେଇ ସେହି ଝିଅ ଘର ଆଗରେ ରଖି ଦେବେ, ଆଉ ଦେଖିବେ ସେହି ଝିଅ ମାତ୍ର ୩ ଘଣ୍ଟା ଭିତରେ ଆପଣ ଙ୍କ ବସ ରେ ଆସି ଯିବ ଆଉ ଆପଣ ଙ୍କ ପ୍ରେମ ର ନିବେଦନ କରିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।