Breking News – ଏବେ ଏବେ ଆସିଲା ବଡ ଦୁଖଦଃ ଖବର, ବର୍ଷ ଶେଷରେ ଆଉ ଜଣେ ପ୍ରସିଦ୍ଧ କଳାକାରଙ୍କ ମୃତ୍ୟୁ । ପାଣିରେ ବୁଡି ଗଲା ଜୀବନ, ଚାରିଆଡେ ଖେଳିଗଲା ଶୋକର ଛାୟା….

0

ଏହି ବର୍ଷ 2020 ମସିହା ତ ଆମ ରାଜ୍ୟ, ଦେଶ ତଥା ସାରା ବିଶ୍ଵ ପାଇଁ ବହୁତ ଖରାପ ରେ ଯାଇଛି। ଏହି ବର୍ଷ ତ ଲୋକ ମାନଙ୍କ ଠାରୁ ସେମାନଙ୍କ ର ଅନେକ କିଛି ଛଡାଇ ନେଇଛି। କରୋନା ଏହି ବର୍ଷ ଲୋକ ମାନଙ୍କ ଠାରୁ ହସ ଖୁସି ସବୁକିଛି ଛଡାଇ ନେଇଛି। ବର୍ଷ ଆରମ୍ଭ ହବାର କିଛି ମାସ ପରେ କରୋନା ଆମ ଦେଶରେ ଦେଖା ଦେଇଥିଲା। ଏହାପରେ ଆମ ଦେଶରେ ଲକ୍ଡାଉନ୍ ହୋଇଯାଇଥିଲା, ହେଲେ ଏହା ସତ୍ତ୍ବେ ବି ଆମ ଦେଶରେ କରୋନା ପଜିଟିଭ୍ ଅନେକ ଲୋକ ବାହାରୁ ଥିଲେ।

ସରକାର ଏହି ଲକ୍ଡାଉନ୍ ଭଲ ପାଇଁ କରିଥିଲେ, ଏହା ଦ୍ୱାରା ଲୋକ ମାନେ ଘରୁ କୁଆଡେ ବାହାରି ପାରିବେ ନାହିଁ ଏବଂ କରୋନା ର ସଂକ୍ରମଣ କୁ କିଛି ମାତ୍ରାରେ ରୋକାଯାଇ ପାରିବ। ଏହି ପରି ମଧ୍ୟ ହୋଇଥିଲା, ଲୋକ ମାନେ ଲକ୍ଡାଉନ୍ ସମୟ ରେ ଘରୁ କୁଆଡେ ବାହାରକୁ ଯାଉନଥିଲେ ଏବଂ କରୋନା ର ସଂକ୍ରମଣ କୁ କିଛି ମାତ୍ରାରେ ରୋକାଯାଇ ପାରିଥିଲା, ହେଲେ ବି ଆମ ଦେଶରେ ଅନେକ କରୋନା ପଜିଟିଭ୍ ବାହାରୁ ଥିଲେ ଅନେକ ଲୋକ ଏହା ଯୋଗୁଁ ମୃତ୍ୟୁ ବରଣ ମଧ୍ୟ କରୁଥିଲେ।

ଏବେ ମଧ୍ୟ ଆମ ଦେଶରେ କରୋନା ସମ୍ପୂର୍ଣ୍ଣ ଭାବେ ଲୋପ ପାଇ ଯାଇ ନାହିଁ, ଏବେବି ଲୋକ ମାନେ କରୋନା ରେ ପୀଡିତ ଅଛନ୍ତି ଏବଂ ହସ୍ପିଟାଲ୍ ରେ ତାହା ସହ ଲଢେଇ କରୁଛନ୍ତି। ଏହି ଲଢେଇ ରେ କେତେ ଜଣ ଜିତି ଯାଉଛନ୍ତି ଏବଂ ଆଉ କେତେଜଣ ହାରି ଯାଇ ନିଜ ଜୀବନ ମଧ୍ୟ ହରାଉଛନ୍ତି।  ଏହି କରୋନା ବି ଆମ ମାନଙ୍କ ଠାରୁ ଆମ ଦେଶର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ମାନଙ୍କୁ ଆମ ମାନଙ୍କ ଠାରୁ ଛଡାଇ ନେଇଛି। ଏହି ବର୍ଷ ଆମେ ମାନେ ଆମ ଦେଶର ଅନେକ କଳାକାର, ସଙ୍ଗୀତକାର, ବିଧାୟକ ମାନଙ୍କୁ ହରାଉଛୁ। କରୋନା ଦ୍ୱାରା ଅନେକ ଲୋକ ମୃତ୍ୟୁ ବରଣ କରୁଛନ୍ତି।

ଏହି ବର୍ଷ ର ଆରମ୍ଭ ରୁ ଆମେ ମାନେ ଅନେକ ଦୁଃଖଦ ଖବର ଶୁଣିବାକୁ ପାଉଛୁ। ଏହି ବର୍ଷ ସୁଶାନ୍ତ ସିଂହ, ପ୍ରଣବ ମୁଖାର୍ଜୀ, ଆଦି ଅନେକ ବଡ ବଡ ବ୍ୟକ୍ତି ମୃତ୍ୟୁବରଣ କରୁଛନ୍ତି। ଏବେ ମଧ୍ୟ ସେହି ପରି ଜଣେ ପ୍ରସିଦ୍ଧ କଳାକାର ଙ୍କ ର ମୃତ୍ୟୁ ହୋଇଛି, ଏହା ଦ୍ୱାରା ସମଗ୍ର ସିନେ ଜଗତ ଏବେ ଶୋକକାଳୁ ହୋଇ ଯାଇଛି। ତେବେ ଆସନ୍ତୁ ଜାଣିବା ସେହି କଳାକାର ଏବଂ ତାଙ୍କ ର ମୃତ୍ୟୁ ସମ୍ପର୍କରେ।

ପ୍ରସିଦ୍ଧ ମାଲାୟାଲମ ଅଭିନେତା ଅନୀଲ ନେଦୁ ମଙ୍ଗଲ ଙ୍କ ର ପରଲୋକ ହୋଇଛି, ଗତ ଶୁକ୍ରବାର ଦିନ ତାଙ୍କର ମୃତ୍ୟୁ ଘଟିଛି। ତେବେ ଅନୀଲ ତାଙ୍କ ଆଗାମୀ ଫିଲ୍ମ ‘ପିସ୍’ ର ସୁଟିଙ୍ଗ୍ ରେ ଥୋଡୁପୁଝା ଯାଇଥିଲେ। ଆଉ ଏହା ପରେ ସେହିଠାରେ ସୁଟିଙ୍ଗ୍ ଚାଲିଥିବା ସମୟ ରେ ସେ ଇଣ୍ଟରଭାଲ୍ ସମୟ ରେ ସେ ଓ ତାଙ୍କ ସାଙ୍ଗ ମାନେ ଏକ ଡ୍ୟାମ୍ କୁ ଗାଧୋଇବା ପାଇଁ ଯାଇଥିଲେ। ସେମାନେ ସେହି ଡ୍ୟାମ୍ ରେ ଗାଧୋଉଥିବା ସମୟ ରେ ଗଭୀର ପାଣି ରେ ବୁଡିଯାଇଥିଲେ, ତାଙ୍କ ସାଙ୍ଗ ମାନେ ତାଙ୍କୁ ସେହି ପାଣି ରୁ ଉଦ୍ଧାର କରି ହସ୍ପିଟାଲ୍ ରେ ଭର୍ତ୍ତି କରିଥିଲେ।

ଏହା ପରେ ଡାକ୍ତର ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ଏବଂ ଅନୀଲ୍ ମୃତ ବୋଲି ପ୍ରକାଶ କରିଥିଲେ, ଏହି କଥା ଶୁଣି ତାଙ୍କ ସାଙ୍ଗ ମାନେ ସେହିଠାରେ ଦୁଃଖ ରେ ଭାଙ୍ଗି ପଡିଥିଲେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଶୋକ ପ୍ରକାଶ କରିଛନ୍ତି ତାଙ୍କ ସହ ସାରା ମାଲାୟାଲାମ୍ ଇଣ୍ଡଷ୍ଟ୍ରି ରେ ଶୋକ ର ଛାୟା ଖେଳିଯାଇଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।