ଦେଖନ୍ତୁ କେଉଁ କାରଣ ପାଇଁ ତରଙ୍ଗ ର ସବୁଠାରୁ ପ୍ରିୟ ସିରିଏଲ ସିନ୍ଦୂର ର ଅଧିକାର ର ଖଳନାୟିକା କାମ୍ୟା ତଥା ଏଲି ପାଢି ଛାଡିଲେ ସୋ କାରଣ ଜାଣିଲେ ଆଶ୍ଚର୍ଯ୍ୟ ଲାଗିପାରେ

0

ଆମ ଓଡିଆ ସିରିଏଲ୍ ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ।

ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି। ବହୁତ ଲୋକ ଙ୍କ ସ୍ୱପ୍ନ ଥାଏ କି ସେ ଜଣେ ଭଲ ଅଭିନେତା ଏବଂ ଅଭିନେତ୍ରୀ ହେବା ପାଇଁ। ସେଥିପାଇଁ ସେମାନେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି।

ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱପ୍ନ କୁ ହାସଲ କରିପାରନ୍ତି ଏବଂ ଭବିଷ୍ୟତରେ ଏକ ଭଲ ଅଭିନେତା କି ଅଭିନେତ୍ରୀ ହୋଇପାରନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ସେହିପରି ଜଣେ ସଫଳ ଅଭିନେତ୍ରୀ ଙ୍କ ସମ୍ପର୍କରେ କହିବୁ। ସିଏ ଆଜିର ସିରିଏଲ ଦୁନିଆରେ ବହୁତ ଲୋକପ୍ରିୟ ହୋଇପାରିଛନ୍ତି।
ତେବେ ଲୋକ ଲୋକ ପ୍ରିୟତା ଓଡ଼ିଆ ରେ ହେଉ ଥୁବା ଅନେକ୍ କଳାକାର ମାନେ ବହୁତ ସଫଳତା ପାଇଛନ୍ତି। ଆଉ ଲୋକ ଙ୍କୁ ମନରଞ୍ଜନ କରାଇ ପାରୁଛନ୍ତି। ତେବେ ଅନେକ କଳାକାର ରହିଛନ୍ତି , ଯେଉଁ ମାନେ କି ତାଙ୍କ ଚରିଚ୍ର ପାଇଁ ବହୁତ ଚର୍ଚ୍ଚିତ ।

ଆଉ ତାଙ୍କ ପାଇଁ ମଧ୍ୟ ସିରିଏଲ୍ ଗୁଡିକ ବହୁତ ଚର୍ଚ୍ଚା କୁ ଆସି ଥାଏ। ତେବେ ଆପଣ ମାନେ ଜାଣି ଥିବେ କି ଓଡ଼ିଆ ତରଙ୍ଗ ରେ ଅନେକ ସିରିଏଲ ହେଉ ଥିବାର ଦେଖିବାକୁ ମିଳେ। ତେବେ ଆପଣ ମାନେ ଜାଣି ଥିବେ କି ତରଙ୍ଗ ର ବହୁ ଚର୍ଚ୍ଚିତ ସିରିଏଲ ସିନ୍ଦୁର ର ଅଧିକାର ରେ ଅଭିନୟ କରୁ ଥିବା ଖଳନାୟିକା କମ୍ୟା ବା ତାଙ୍କର ଅସଲି ନାମ ଏଲି ପାଢୀ । ତେବେ ଶୁଣିବାକୁ ମିଳିଛି କି ସେ ସିନ୍ଦୁର ର ଅଧିକର୍ ସିରିଏଲ କୁ ଛାଡି ଦେଇଛନ୍ତି।

ତେବେ ସେ ଇନଷ୍ଟା ଗ୍ରାମ ରେ ଏକ ଫୋଟ ପୋଷ୍ଟ କରି କହିଛନ୍ତି କି ତାଙ୍କର କିଛି ପର୍ସ୍ନାଲ ଅସୁବିଧା ଯୋଗୁ ସେ ଏହି ସିରିଏଲ କୁ ଛାଡି ବାକୁ ବାଧ୍ୟ ହେଲେ। ତେବେ ସେ ତାଙ୍କର ଫେନ୍ସ୍ ଓ ସହଯୋଗୀ ମାନଂକୁ ଅଶେଷ ଧ୍ୟନ୍ୟବାଦ ମଧ୍ୟ ଜଣାଇଛନ୍ତି। ତେବେ ଏଲି କିଛି ଦିନ ତଳେ ତାଙ୍କ ନୂଆ ଘରେ ଗୃହ ପ୍ରବେଶ କରି ଥିଲେ। ତେବେ ସେହି ଘର ର କିଛି ଅସୁବିଧା ପାଇଁ ସେ ସିରିଏଲ ଛାଡ଼ି ଦେଇଛନ୍ତି। ତେବେ ତାଙ୍କ ବାଦଲ ରେ ଆଉ ଜଣେ କଳାକାର ଅଭିନୟ କରିବେ ସେ ହେଉଛିନ୍ତି ଟୁଇଙ୍କଲ ମିଶ୍ର ।

ତେବେ ସେ ମଧ୍ୟ ଆଗରୁ ଅନେକ ଟିଭି ସିରିଏଲ ଓ ଫିଲ୍ମ ରେ କାର୍ଯ୍ୟ କରି ସାରିଛନ୍ତି। ତେବେ ଟୁଇଙ୍କଲ କହିଛନ୍ତି କି ସେ ମଧ୍ୟ୍ ସେତିକି ଭଲ ପାଇବା ଓ ମନରଞ୍ଜନ୍ ଦେବେ ଯେତିକି ଏଲି ଦେଉ ଥିଲେ, ଆଉ ତା ସହ ଟୁଇଙ୍କଲ ନିଜ ଭୂମିକା କେତେ ଭଲ ଭାବରେ କରି ପାରୁଛନ୍ତି , ତାହା ମଧ୍ୟ ଦେଖିବା ବାକି ଅଛି । ତେବେ ଏବେ ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇ ଯାଇଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।