ମହାଭାରତ ଯୁଦ୍ଧ ହୋଇଥିଲା, ହେଲେ ଏହା ପଛରେ ପ୍ରକୃତ କାରଣ କ’ଣ ଥିଲା ଜାଣିଛନ୍ତି କି ? ଜାଣନ୍ତୁ ସମ୍ପୂର୍ଣ୍ଣ ରହସ୍ୟ

0

ଆମ ହିନ୍ଦୁ ଧର୍ମ ରେ ପ୍ରତେକ ଲୋକ ଈଶ୍ୱର ବିଶ୍ୱାସୀ ଅଟନ୍ତି। ତେବେ ସମସ୍ତେ ଭଗବାନ ଙ୍କୁ ବହୁତ ବିଶ୍ୱାସ କରି ଥାନ୍ତି।ତେବେ ଆମ ଧର୍ମ ର ଅନେକ ପୁରାଣ ରହିଛି। ଯେଉଁ ଥିରେ ତ୍ରେତୟା , ଦ୍ଵାପର , ସତ୍ୟ ଆଦି ଯୁଗ ର ଘଟି ଥିବା ପ୍ରତିଟି ଘଟଣା କୁ ସେଥିରେ ଲିପିବଧ୍ ହୋଇ ରହିଛି। ତେବେ ସେହି ସାବୁ କଥା ଅତି ଶିଖଣିୟ ଅଟେ। ତେବେ ସେହି ସବୁ ଆମ ଜୀବନ ରେ ଗୋଟିଏ ଗୋଟିଏ ଅଂଶ ଭାବରେ ରହିଛି।

ତେବେ ଆପଣ ମାନେ ଗୀତ ଭାଗବତ ରେ ଆଗ ଯୁଗ ରେ ଘଟି ଥିବା ପ୍ରତେକଟି କାହାଣୀ ପ୍ରତେକଟି ଘଟଣା କୁ ବର୍ଣ୍ଣନା କରା ଯାଇଛି।ତେବେ ଭିନ୍ ଭିନ୍ ଯୁଗ ରେ ଭଗବାନ ବିଷ୍ଣୁ ଭିନ୍ନ ରୂପ ଧାରଣ କରି ପାପୀ ମାନଂକୁ ମାରି ଛନ୍ତି । ତେବେ ଆପଣ ଜାଣି ଥିବେ କି ଗୀତା ରେ ଲିପିବଧ୍ ରହି ଥିବା ମହାଭାରତ ର ପ୍ରତେକଟି ଘଟଣା କୁ ତଥ୍ୟ କୁ ବାଣୀ କୁ ସେଥିରେ ଲିପିବଧ କରି ରଖା ଯାଇଛି।

ତେବେ ସମସ୍ତେ ଜାଣିଛନ୍ତି କି ମହାଭାରତ କୌରବ ଓ ପାଣ୍ଡଵ ମାନଙ୍କ ଭିତରେ ହୋଇ ଥିଲା। ଆଉ ଯେଉଁ ଥିରେ ପୁରା କୌରବ ବଂଶ ନିପାତ ହୋଇ ଥିଲେ। ତେବେ ଏହାର କାରଣ ଥିଲା ଦୁର୍ଜ୍ୟାଧନ ,ସେ ଥିଲେ କୌରବ ରାଜ ଧ୍ରୁତରାଷ୍ଟ୍ର ଙ୍କ ବଡ଼ ପୁଅ ।ତେବେ ତାଙ୍କର ଦୁର୍ଜ୍ୟାଧନ ଜିଦ ଓ ପାପ ପାଇଁ ତାଙ୍କର ସମ୍ପୂର୍ଣ ବଂଶ ନିପାତ ହୋଇ ଥିଲା। ତେବେ ତାଙ୍କର ଜନ୍ମ ବେଳେ ବିଦୁର୍ ଏମିତି କିଛି କହି ଥିଲେ , ଯଦି ଗାନ୍ଧାରି ଓ ଧ୍ରୁତରାଷ୍ଟ୍ର ମାନି ଥାନ୍ତେ , ତାହାଲେ ହୁଏ ତ ହସ୍ତିନା ପୁର ବଞ୍ଚି ଯାଇ ଥାନ୍ତା। ତେବେ ଆସନ୍ତୁ ଜାଣିବା ସେହି କଥା ଟି କଣ।

ତେବେ ଦୁର୍ଜ୍ୟାଧନ ହେଉଛନ୍ତି ଗାନ୍ଧରି ଓ ଧ୍ରୁତରାଷ୍ଟ୍ର ଙ୍କର ବଡ଼ ପୁଅ। ତେବେ ସେ ଚାହିଁ ଥିଲେ କି ତାଙ୍କ ପୁଅ ରାଜା ହଉ ,କିନ୍ତୁ କୁନ୍ତୀ ଙ୍କର ପ୍ରଥମ ସନ୍ତାନ ଜନ୍ମ ହୋଇ ଥିଲା। ତେବେ ସେ ଏହାକୁ ପସନ୍ଦ ନ କରି ବାରମ୍ବାର ଗର୍ଭପାତ କରି ଥିଲେ। ସେତେବେଳେ ମହର୍ସି ବ୍ୟାସ ଗାନ୍ଧରି ଙ୍କୁ ବୁଝାଇ ଥିଲେ ,ଆଉ ଗର୍ଭ ରୁ ବାହାରୁ ଥିବା ଗୋଟିଏ ଅଂଶ କୁ ୧୦୧ ଭାଗ କରି ଘିଅ ଡବା ରେ ରଖି ଥିଲେ,ଆଉ ଏହା ପରେ ୧୦୧ ପୁତ୍ର୍ ଜନ୍ମ ହୋଇ ଥିଲେ।ତେବେ ଦୁର୍ଜ୍ୟାଧନ ଯେତେବେଳେ ଜନ୍ମ ହୋଇ ଥିଲେ ,

ସେତେବେଳେ ଅନେକ ଅଶୁଭ ଘଟଣା ସବୁ ଦେଖିବାକୁ ମିଳି ଥିଲା। ତେବେ ଏହା ଦେଖି ବିଦୁର୍ ଗାନ୍ଧରି ଓ ଧ୍ରୁତରାଷ୍ଟ୍ର କୁ କହି ଥିଲେ କି ଏହି ପୁତ୍ର ଙ୍କୁ ତୁରନ୍ତ ତ୍ୟାଗ କାରା ଯାଉ, ନହେଲେ ଏହି ପୁତ୍ର ହସ୍ତିନା ପୁତ୍ର ର ବିନାଶ ର କାରଣ ହେବ , କିନ୍ତୁ ପୁତ୍ର ରେ ମୋହ ରେ ଗାନ୍ଧରି ଓ ଧ୍ରୁତରାଷ୍ଟ୍ର ଏହି କଥା କୁ ମାନି ନ ଥିଲେ,ଆଉ ଯାହା ଫଳ ରେ ସମୟ ଆସିବା ମାତ୍ରେ ଦୁର୍ଜ୍ୟାଧନ ର ପାପ ଓ ଜିଦ କାରଣ ରୁ ପୁରା ହସ୍ତିନା ପୁର ନଷ୍ଟ ହୋଇ ଗଲା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।