ଅଭିନେତ୍ରୀ ଙ୍କ ଟୁଇଟର ଆକାଉଣ୍ଟ୍ କୁ ବ୍ୟକ୍ତି ଜଣକ ସେୟାର କଲେ ପ୍ରାଇଭେଟ ପାର୍ଟ ର ଅଶ୍ଳୀଳ ଫଟୋ, ଅଭିନେତ୍ରୀ ରାଗିଯାଇ କଲେ ଏମିତି.

0

ଦେଶ ଯେତେ ଆଗକୁ ଅଗଉଛି। ତା ସହ ଏ ଦେଶ ର ଓ ସମାଜ ରେ ରହୁ ଥିବା ଲୋକ ମାନେ ମଧ୍ୟ ଅଗଉଛନ୍ତି।ଆଗରୁ ଲୋକ ମାନେ ଶିକ୍ଷିତ ନ୍ ଥିଲେ। ହେଲେ ଏବେ ସମସ୍ତେ ଶିକ୍ଷିତ ହୋଇ ଗଲେଣି। ସବୁ ପାଠ ପଢୁଛନ୍ତି।ତେବେ ଏହା ଦ୍ୱାରା ଦେଶ ର ଉନତି ହେବ।ବିଭିନ୍ନ ଜ୍ଞାନ କୌଶଳ ପୋୟୋଗ କରି ଆଧୁନିକ ଜିନିଷ ଦେଖିବାକୁ ମିଳୁଛି। ଅନେକ ଖରାପ ଜିନିଷ କୁ ଏଥିରେ ଛାଡି ଥାନ୍ତି। ତେବେ ଏଥି ପାଇଁ ଅନେକ ଲୋକ ବହୁତ ଅସୁବିଧା ରେ ପଡନ୍ତି।

ପ୍ରାୟତ୍ ସମସ୍ତଙ୍କ ର ଏହି ଆକାଉଣ୍ଟ ରହି ଥାଏ।ତେବେ ସବୁ ସେଲିବ୍ରିଟି ମାନଙ୍କର ମଧ୍ୟ ସୋସିଆଲ ମିଡ଼ିଆ ରେ ଅନେକ ଆକାଉଣ୍ଟ ରହିଛି।ତେବେ ଦେଖିବାକୁ ଗଲେ ସେମାନେ ହିଁ ଏହି ଅସୁବିଧା ରେ ଅଧିକ ଶିକାର ହୁଅନ୍ତି।ତାଙ୍କୁ ନେଇକି ହେଉ ବା ତାଙ୍କ ବିଷୟ ରେ ହେଉ। ତେବେ ସେହି ଭଳି ଏକ ଘଟଣା ଜଣେ ସେଲିବ୍ରିଟି ଙ୍କ ସହ ଦେଖିବାକୁ ମିଳିଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଘଟଣା ଟି କଣ।


ତେବେ ଟିଭି ଅଭିନେତ୍ରୀ କବିତା କୌସିକ ଙ୍କ ସହ ଘଟିଛି ଏଭଳି ଆପତ୍ତିଜନକ ଘଟଣା।ତେବେ କବିତାଙ୍କ ଟୁଇଟର ଆକାଉଣ୍ଟ ରେ ଜଣେ ବ୍ୟକ୍ତି ତାର ବ୍ୟକ୍ତିଗତ ଅଙ୍ଗ କୁ ସେୟାର୍ କରିଛି। ତେବେ ଏହା ଦେଖି କବିତା ଚୁପ ହୋଇ ରହି ଯାଇ ନାହାନ୍ତି କି ତାକୁ ଅଣଦେଖା ମଧ୍ୟ କରି ନାହାନ୍ତି।ସେ ଏହା କୁ ବିରୋଧ କରି ମୁମ୍ବାଇ ପୋଲିସ ରେ ଯାଇ ସେହି ବ୍ୟକ୍ତି ଙ୍କ ନାମ ରେ ଅଭିଯୋଗ କରିଛନ୍ତି। ତେବେ ସେ ତାଙ୍କ ଅନ୍ୟ ଏକ ଆକାଉଣ୍ଟ ରେ ଏହି ବ୍ୟକ୍ତି ଙ୍କ ର ସମସ୍ତ ତଥ୍ୟ କୁ ସେୟାର ମଧ୍ୟ କରିଛନ୍ତି,ଆଉ କହି ଛନ୍ତି କି ଏହି ବ୍ୟକ୍ତି ଙ୍କ ନାମ ଶଙ୍କର ।ଏହା କୁ ଧରିବା ପାଇଁ ପୋଲିସ କୁ କୌଣସି କଷ୍ଟ ହେବ ନାହିଁ ବୋଲି ସେ କହିଛନ୍ତି।


ତେବେ ସେ ଆହୁରି ମଧ୍ୟ କହିଛନ୍ତି କି ଏହି ପବିତ୍ର ଦିନ ରେ ସେ ଏମିତି ଅଶ୍ଲୀଳ ଫୋଟ ପଠାଉଛନ୍ତି । ତେବେ ସେ କମ ବୟସ ର ଝିଅ ମାନଙ୍କ ପାଇଁ କେତେ ବିପଦକରି ନ ହୋଇ ଥିବେ।ତେବେ ଏଭଳି ଲୋକ ବାହାରେ ରହିବା ଅନେକ ଝିଅ ଙ୍କ ପାଇଁ ବିପଦ ହୋଇ ପାରେ,ତେବେ ଏହି ଲୋକ କୁ ଶୀଘ୍ର ଗିରଫ କରା ଯାଉ। ନହେଲେ ଯଦି ଏଭଳି ଲୋକ୍ ବାହାରେ ବୁଲନ୍ତି , ତେବେ ଦେଶ ରେ ଧୁସ୍କର୍ମ୍ ର ସଂଖ୍ୟା କମିବ୍ ନାହିଁ ।ତେଣୁ ଏହି ଘଟଣା ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉ ବୋଲି କହିଛନ୍ତି କବିତା ।  ତେବେ ଏଭଳି କାର୍ଯ୍ୟ ଆମ ଦେଶ ପାଇଁ ଆମ ସମାଜ ପାଇଁ ବହୁତ ନିନ୍ଦନୀୟ କାର୍ଯ୍ୟ।ଏଭଳି ଘଟଣା ଆମ ସମାଜ୍ ଉପରେ ଆଗାମୀ ପିଢ଼ି ଉପରେ ଏକ ଖରାପ ପ୍ରଭାବ ପକାଇବ।ତେବେ ଏଭଳି କାର୍ଯ୍ୟ କୁ ବନ୍ଦ କରିବା ନିହାତି ଦରକାର।

Inspire Post From – Yahoo news ଏଇ ଖବରଟି ଇଣ୍ଟେର୍ନେଟ ରୁ ସଂଗୃହିତ କରାଯାଇ ଅଛି । ଏଇ ଖବର ର ସତ ପ୍ରତିଶତ ସତ୍ୟତା ଉପରେ ଆମେ ଦାୟୀ ନୁହଁ । ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।