କାହିଁକି ମଣିଷ ରକ୍ତ ପିଏ ମଶା ଏହାର କାରଣ ପ୍ରାୟ କେହି ଜାଣି ନ ଥିବେ , ଆସନ୍ତୁ ଜାଣିବା ଏହାର ପଛର ବଡ କାରଣ କୁ

0

ଏବେର ଲୋକ ମାନେ ସମସ୍ତେ ଆଧୁନିକ ଜିନିଷ ପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି, ଆଜି କାଲି ଦୁନିଆରେ ସବୁ ଲୋକ ମାନେ ଏହି ଦିଗରେ ହିଁ ଯାଉଛନ୍ତି। ଏବେ ର ଯୁଗ କୁ ଆଧୁନିକ ଯୁଗ ବୋଲି ମଧ୍ୟ କହାଯାଉଛି। ଏବେର ଯୁଗରେ ଆଉ ଲୋକ ମାନେ ଚାହୁଁନାହାନ୍ତି କି କେହି କାହାଠାରୁ କୌଣସି ବି ଜିନିଷ ରେ କମ୍ ହେବା ପାଇଁ, ସମସ୍ତେ ଚାହୁଁଛନ୍ତି କି ସମସ୍ତେ ସମସ୍ତଙ୍କ ର ସମକକ୍ଷ ହେବା ପାଇଁ। ତେବେ ଆଜି ର ଲୋକ ଏବଂ ଯୁଗ ଦୁଇଟି ଯାକ ଆସି ବହୁ ଆଗରେ ପହଞ୍ଚିଲାଣି। ଲୋକ ମାନେ ଆଜି କାଲି ବହୁତ ମାତ୍ରା ରେ ଶିକ୍ଷିତ ହେଲେଣି।

ଆଜିର ଯୁଗ ଏବଂ ମଣିଷ ଆଉ ପୂର୍ବ ଯୁଗ ପରି ହୋଇ ନାହାଁନ୍ତି, ଦୁଇଟି ଯାକ ବହୁତ ଆଡଭାନ୍ସ ହୋଇ ଗଲାଣି। ଆଜିର ଦୁନିଆରେ ଆଉ କୌଣସି ଜିନିଷ ପାଇଁ ଟିକେ ବି ଟାଇମ୍ ଲାଗୁ ନାହିଁ, ସବୁ ଜିନିଷ ଆଖି ପିଛୁଳାକେ ହେଇ ଯାଉଛି। ଆମେ ମାନେ ଆଜି ଆପଣ ମାନଙ୍କୁ ସେହି ପରି ଏକ ଛୋଟ କାର୍ଯ୍ୟ ପଛର କାରଣ ସମ୍ପର୍କରେ କହିବୁ, ଯାହାକୁ ଆମେ ମାନେ ସମସ୍ତେ ପ୍ରତିଦିନ ଅନୁଭବ କରୁ କିନ୍ତୁ କେବେ ତାର କାରଣ ଖୋଜିବା ପାଇଁ ଚାହିଁ ନାହୁଁ। ଆପଣ ମାନେ କଣ ଜାଣିବାକୁ ଇଚ୍ଛା କରିଛନ୍ତି କି ଯେ କଣ ପାଇଁ ମଶା ମାନେ ମଣିଷ ରକ୍ତ ପିଇଥାଆନ୍ତି, ଆମେ ଆଜି ତାହାର କାରଣ ଆପଣ ମାନଙ୍କୁ କହିବୁ।

ଦୁନିଆ ପ୍ରଥମେ ଯେତେବେଳେ ଆରମ୍ଭ ହେଲା ସେତେବେଳ ମଶା ମାନେ ମଣିଷ ରକ୍ତ ପିଉ ନଥିଲେ, ହେଲେ ଧିରେ ଧିରେ ତାଙ୍କ ସ୍ୱଭାବ ରେ ପରିବର୍ତ୍ତନ ଆସିବାକୁ ଲାଗିଲା ଏବଂ ସେମାନେ ମଣିଷ ଏବଂ ପଶୁ ମାନଙ୍କ ର ରକ୍ତ ପିଇବା ଆରମ୍ଭ କରିଲେ। ମଶା ମାନେ ପ୍ରଥମେ ଶୁଷ୍କ ଯାଗା ରେ ରହୁଥିଲେ ଯେତେବେଳେ ପାଗ ଅତ୍ୟନ୍ତ ଶୁଖିଲା ହୋଇଗଲା ଓ ମଶା ମାନଙ୍କୁ ନିଜର ପ୍ରୟୋଜନ ପାଇଁ ପାଣି ମିଳିଲା ନାହିଁ,

ସେତେବେଳେ ସେମାନେ ଜୀବ ଜନ୍ତୁ ମାନଙ୍କ ର ରକ୍ତ ପିଇବା ଆରମ୍ଭ କରିଦେଲେ। ଆଫ୍ରିକା ର ଏଡିସ୍ ଏଜିପ୍ଟ ମଶାକୁ ନେଇ ବୈଜ୍ଞାନିକ ମାନେ ଗବେଷଣା କରି ଥିଲେ, ଇଏ ହେଉଛି ସେହି ମଶା ଯେଉଁ କାରଣ ରୁ ଚିକଟା ଭାଇରସ୍ ବ୍ୟାପିଥାଏ। ଏହି ମଶା ଙ୍କ ର ପ୍ରଜାତି ଯୋଗୁଁ ଡେଙ୍ଗୁ ଭଳି ଅନେକ ମାରାତ୍ମକ ରୋଗ ମଧ୍ୟ ହୋଇଥାଏ।

ଆଫ୍ରିକୀୟ ମଶା ମାନଙ୍କ ମଧ୍ୟରେ ବିଭିନ୍ନ ଏଡିସ୍ ଏଜିପ୍ଟ ମଶା ମାନେ ଅଛନ୍ତି, କିନ୍ତୁ ଏହି ସବୁ ପ୍ରଜାତି ର ମଶା ମାନେ ରକ୍ତ ପିଅନ୍ତି ନାହିଁ। ସେମାନେ ଅନ୍ୟ ଜିନିଷ କୁ ଖାଇ ନିଜର ଭୋକ ମେଣ୍ଟାଇଥାଆନ୍ତି। ତେବେ ଜଣେ ବୈଜ୍ଞାନିକ କହିଛନ୍ତି କି ଏପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ମଶା ର ଖାଦ୍ୟ କେହି ଅଧ୍ୟୟନ କରି ନାହାଁନ୍ତି। ନିଜ ପ୍ରଜୋଜନ ପାଇଁ ପାଣି ର ଅଭାବ କୁ ପୂରଣ କରିବା ପାଇଁ ଜୀବଜନ୍ତୁ ମାନଙ୍କ ର ରକ୍ତ କୁ ପିଇଥାଆନ୍ତି ମଶା ମାନେ। ଆପଣ ମାନେ ବି ଲକ୍ଷ୍ୟ କରିଥିବେ, ଯେଉଁ ଠାରେ ପାଣି ଅଧିକ ଦିନ ଜମା ହୋଇ ରହିଥାଏ ସେଠାରେ ମଶା ମାନଙ୍କୁ ଦେଖିବାକୁ ମିଳେ, ଏହା ହେଉଛି ଏକ ବଡ ଉଦାହରଣ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।