ରାତିରେ ତୁଳସୀ ଗଛ ପାଖରେ ୧୧ ଥର ଜପ କରନ୍ତୁ ଏହି ମନ୍ତ୍ର ସବୁ ଇଚ୍ଛା ୧୦୦ % ପୁରଣ ହେବ

0

ପ୍ରତ୍ୟେକ ମଣିଷ ନିଜ ଜୀବନ ରେ କେବେ ସୁଖ ତ କେବେ ଦୁଃଖ ର ସାମ୍ନା କରିଥାଏ। ତାହା କୁ ସେ ନିଜର ଭାଗ୍ଯ ବୋଲି ଭାବି ଆଗକୁ ବଢିଚାଲେ। ଆଜି ଯିଏ ଖୁସି ରେ ଅଛି କାଲି ଯେ ତା ଜୀବନ ରେ ଦୁଃଖ ନ ଆସିବ ତାହା କେହି କହି ପାରିବେ ନାହିଁ,ଏବଂ ଆଜି ଯିଏ ଦୁଃଖ, ଦୁର୍ଦଶା ରେ ଦିନ କାଟୁଛି କାଲି ତା ଜୀବନ ରେ ସୁଖ, ଶାନ୍ତି ଆସିବ ନାହିଁ ବୋଲି କହିବା ଟା ଭୁଲ୍ ହେବ ଏବଂ ଏହା ହେଉଛି ପ୍ରକୃତି ର ନିୟମ,କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଜଣେ ବ୍ଯକ୍ତି ଚାହିଁବ ତାହା ହେଲେ ସେ ଏକ ମାଧ୍ଯମ ଦ୍ବାରା ନିଜର ଦୁଃଖ ର କାଳ କୁ କମ କରି ସୁଖ ର ସମୟ କୁ ବଢେଇ ପାରିବ,

ତ ଆପଣ ମାନେ ମଧ୍ଯ ନିଜର ଜୀବନ କୁ ବେଶ୍ ଆନନ୍ଦ ଏବଂ ହସ,ଖୁସି ରେ କଟେଇବା ପାଇଁ ଚାହୁଁଥିବେ, କିନ୍ତୁ ତାହା କେବେ ସମ୍ଭବ ହେଉନାହିଁ। ଆପଣ ମାନେ ମଧ୍ଯ ଆପଣଙ୍କ ଚତୁର୍ଦ୍ଦିଗ ରେ ଦୁଇ ପ୍ରକାରର ଲୋକ ଦେଖୁଥିବେ। କିଛି ଲୋକ ସବୁବେଳ ଦୁଃଖ ଓ ଚିନ୍ତା ରେ ବୁଡି ରହୁଥିବେ।ସେମାନେ ସମସ୍ତେ କୈଣସି ନା କୈଣସି ସମସ୍ୟା ରେ ଘେରି ହୋଇ ରହିଥାନ୍ତି ଏବଂ ଆଉ କିଛି ଲୋକ ଥାନ୍ତି ଯେଉଁମାନେ ସର୍ବଦା ଖୁସି ରେ ଥାନ୍ତି ଏବଂ ସେମାନଙ୍କ ସହ ସର୍ବଦା ଭଲ ହୋଇଥାଏ।

ତେବେ ଆପଣ ମାନେ ମଧ୍ଯ ନିଜର ଜୀବନ କୁ ଯଦି ଏମିତି ଖୁସିରେ କଟେଇବା ପାଇଁ ଚାହୁଁଛନ୍ତି, ତାହା ହେଲେ ଆପଣ ଙ୍କୁ ଏକ ଛୋଟ ଉପାୟ ରେ କାମ କରିବା ପାଇଁ ପଡିବ ଏବଂ ଏହି ଉପାୟ ଟି ଯେହେତୁ ଭଗବାନ ବିଷ୍ଣୁ ଙ୍କ ସମ୍ବନ୍ଧୀୟ ଅଟେ, ତେଣୁ ଆପଣ ମାନଙ୍କୁ ଏହା ଗୁରୁବାର ରେ କରିବା ପାଇଁ ପଡିବ, କାରଣ ଗୁରୁବାର ର ସମ୍ପୁର୍ଣ୍ଣ ଦିନ ଟି ଭଗବାନ ବିଷ୍ଣୁ ଙ୍କୁ ହିଁ ସମର୍ପଣ ଅଟେ। ତେବେ ସେହି ଉପାୟ ଟି ହେଲା ଯଦି ଆପଣ ଗୁରୁବାର ଦିନ ଗୋଟିଏ ତୁଳସୀ ଗଛ ପାଖରେ ଶାଳ ଗ୍ରାମ ରଖି ଏକ ମନ୍ତ୍ର କୁ ୧୧ ଥର ଜପିବେ ତାହା ହେଲେ ଆପଣ ଙ୍କ ସବୁ ମନସ୍କାମନା ପୂର୍ନ ହୋଇଯାଏ,

କିନ୍ତୁ ଏହା ପୂର୍ବରୁ ଆପଣ ମାନେ ଜାଣି ନିଅନ୍ତୁ ଶାଳଗ୍ରାମ କଣ। ଯାହା ଦ୍ବାରା ଆମକୁ ଏତେ ଲାଭ ହୋଇଥାଏ। ତେବେ ବିଷ୍ଣୁ ପୁରାଣ ଅନୁସାରେ ଶାଳଗ୍ରାମ କୁ ଭଗବାନ ବିଷ୍ଣୁ ଙ୍କ ଏକ ରୂପ ଅଟେ ବୋଲି କୁହାଯାଏ, ଯାହାକୁ ଘରେ ରଖିବା ପାଇଁ କୈଣସି ପ୍ରାଣ ପ୍ରତିଷ୍ଠା ର ଆବଶ୍ଯକ ପଡେ ନାହିଁ,ଯାହାକୁ ଆପଣ ଘରେ ରଖି ପୂଜା ପାଠ କରିପାରିବେ।

ପୂରାଣ ଶାସ୍ତ୍ର ଅନୁସାରେ ତ୍ରି ଦେବ ଙ୍କ ମଧ୍ଯ ରୁ ଭଗବାନ ଶିବ ଏବଂ ବିଷ୍ଣୁ ଜଗତର କଲ୍ୟାଣ ପାଇଁ ପ୍ରାଥି ରୂପ ଧାରଣ କରିଥିଲେ। ନେପାଳ ର ପବିତ୍ର ନର୍ମଦା ନଦୀ ରୁ ବାହାରି ଥିବା ପଥର କୁ ନର୍ମେଦେଶ୍ୱର ତଥା ଭଗବାନ ଶିବ ବୋଲି ମନା ଯାଏ, ପୁଣି ନେପାଳ ର ପବିତ୍ର ଗଣ୍ଡମ ନଦୀରୁ ମିଳୁଥିବା କଳା ଚିକ୍କଣ ପଥର କୁ ସାକ୍ଷାତ ବିଷ୍ଣୁ ବୋଲି ମନା ଯାଏ,ଯାହା କୁ ଆମେ ଶାଳଗ୍ରାମ ବୋଲି କହୁ।

ତୁଳସୀ ଏବଂ ଶାଳଗ୍ରାମ ଙ୍କ ବିବାହ କରେଇବା ଦ୍ବାରା ଆପଣଙ୍କୁ କନ୍ଯା ଦାନ ସମାନ ପୁନ୍ୟ ଏବଂ ଫଳ ପ୍ରାପ୍ତ ହୋଇଥାଏ। ଯଦି ଆପଣ ଗୁରୁବାର ଦିନ ତୁଳସୀ ଗଛ ପାଖରେ ଏକ ଶାଳଗ୍ରାମ ରଖି ଗୋଟିଏ ଦୀପ ଜାଲି ଓଁ ନମୋ ଭଗବତେ ବାସୁଦେବାୟ ମନ୍ତ୍ର କୁ ୧୧ ଥର ଜପ କଲେ ଭଗବାନ ବିଷ୍ଣୁ ଙ୍କ ସହ ମାତା ଲକ୍ଷ୍ମୀ ଙ୍କ କ୍ଋପା ମଧ୍ଯ ହୋଇଥାଏ। ଏହି ଉପାୟ ଦ୍ବାରା ଆପଣଙ୍କ ଘରେ କୈଣସି ଅସୁବିଧା ହୋଇନଥାଏ। ଏହା ସହ ଆପଣ ଙ୍କ ସବୁ ମନସ୍କାମନା ପୂର୍ଣ ହୋଇଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।