ହିନ୍ଦୁ ପରମ୍ପରା ଅନୁସାରେ ମସ୍ତକରେ ତିଳକ ଲଗାଇବା ଶୁଭ ନା ଅଶୁଭ ହୋଇଥାଏ , ଏହା ଦ୍ୱାରା ଆପଣ ମାନଙ୍କ ର କ’ଣ କ’ଣ ସବୁ ଲାଭ ହୋଇଥାଏ ନା

0

ଆମ ଦେଶର ଲୋକ ମାନେ ଭଗବାନ ଙ୍କୁ ବହୁତ ଭକ୍ତି ଏବଂ ବିଶ୍ୱାସ କରନ୍ତି, ଦେଶର ଲୋକ ମାନେ ସବୁକିଛି ଭଗବାନ ଙ୍କ ଉପରେ ହିଁ ଛାଡି ଦିଅନ୍ତି। ଦୁଃଖ ସୁଖ ସବୁଥିରେ ସେମାନେ ଭଗବାନ ଙ୍କ ଛାୟା ଆପଣେଇ ଥାଆନ୍ତି। ଦେଶରେ ତ ଅନେକ ମନ୍ଦିର ସବୁ ରହିଛି, ଆମ ଦେଶକୁ ଏକ ମନ୍ଦିର ମାଳିନୀ ଦେଶ ବୋଲି କହିଲେ ବି ଅତ୍ୟୁକ୍ତି ହେବ ନାହିଁ। ଦେଶର ପ୍ରତ୍ୟେକ ସ୍ଥାନରେ ସବୁ ଭଗବାନ ମାନେ ଭିନ୍ନ ଭିନ୍ନ ରୂପ ବିରାଜିତ ହୋଇ ଥାଆନ୍ତି,

ସେମାନଙ୍କୁ ସେହି ସବୁ ସ୍ଥାନରେ ସେହି ଭିନ୍ନ ଭିନ୍ନ ରୂପ ରେ ହିଁ ପୂଜା କରାଯାଇଥାଏ। ହିନ୍ଦୁ ଧର୍ମ ର ଲୋକ ମାନେ ନିଜ ଭଗବାନ ଓ ନିଜ ମନ୍ଦିର କୁ ବହୁତ ମାନି ଥାଆନ୍ତି। ହିନ୍ଦୁ ଧର୍ମ ର ଲୋକ ମାନେ ଏତେ ଈଶ୍ୱର ବିଶ୍ୱାସୀ ଯେ ସେମାନେ ଭାବନ୍ତି ଏହି ଦୁନିଆରେ ଯାହା ବି କିଛି ହେଉଛି,

ହୁଏତ ତାହା ଦୁଃଖ ହେଉ କିମ୍ବା ସୁଖ ସେହି ସବୁ ଏହି ସବୁ ଭଗବାନ କରନ୍ତି ।ତେବେ ସେହି ଭଗବାନ କୁ ବିଶ୍ୱାସ କରି ଲୋକ ମାନେ ମୁଣ୍ଡ ରେ ଚିତା ଲଗାଇ ଥାନ୍ତି। ତେବେ ଏହି ସବୁ ଚିତା ଲଗାଇବା ଆମ ହିନ୍ଦୁ ଧର୍ମ ରେ ଶୁଭ ବୋଲି ମନେ କରା ଯାଏ। ତେବେ ଆଜି ଆମେ ଜାଣିବା କେଉଁ ବାର ରେ କେଉଁ ଚିତା ଲଗାଇଲେ ଶୁଭ ଫଳ ମିଳିବ।

*ସୋମବାର :-

ତେବେ ସୋମବାର ଦିନ ଆପଣ ଧଳା ତିଳକ ଲଗାଇ ପାରିବେ । ତେବେ ଏହା ଶୁଭ ଫଳ ମିଳିବ । କାରଣ ଏହି ଦିନ ମହାଦେବ ଙ୍କ ବାର ହୋଇ ଥାଏ।ଆଉ ଏହି ବାର ଚନ୍ଦ୍ର ଙ୍କର ମଧ୍ୟ ବାର ହୋଇ ଥାଏ। ତେବେ ଏହି ଦିନ ବିଭୁତି ବା ଭସ୍ମ ଲଗାଇ ପାରିବେ।

*ମଙ୍ଗଳବାର :-

ତେବେ ଆପଣ ମାନେ ଜାଣି ଥିବେ କି ମଙ୍ଗଳବାର ହନୁମାନ ଙ୍କ ପ୍ରିୟ ବାର । ଏହି ଗ୍ରହ ର ସ୍ୱାମୀ ମଙ୍ଗଳ । ତେବେ ସେ ଲାଲ ରଙ୍ଗ ର ପ୍ରତି ନିଧିତ୍ଵ୍ କରି ଥାନ୍ତି। ଏଣୁ ଏହି ଦିନ ଲାଲ ରଙ୍ଗ ର ଟୀକା ଲଗାଇବା ଶୁଭ ହୋଇ ଥାଏ।

*ବୁଧବାର :-

ତେବେ ବୁଧବାର ଭଗବାନ ଗଣେଶ ଓ ମା ଦୁର୍ଗା ଙ୍କ ଦିନ ବୋଲି ଧାରା ଯାଏ। ଏହି ଦିନ ଶୁଖିଲା ସିନ୍ଦୁର ଲଗାଇବା ଶୁଭ ହୋଇ ଥାଏ।

*ଗୁରୁବାର:-

ତେବେ ଗୁରୁବାର ଦିନ ଟି ବ୍ରୁହସ୍ପତି ଓ ବ୍ରହ୍ମା ଙ୍କ ଦିନ ବୋଲି ଧାରା ଯାଏ । ତେବେ କୁହା ଯାଏ କି ଗୁରୁ ଙ୍କୁ ହଳଦୀ ଓ ଧଳା ରଙ୍ଗ ର ମିସ୍ରିତ୍ ରଙ୍ଗ ପସନ୍ଦ । ତେଣୁ ଏହି ଦିନ ଚନ୍ଦନ୍ ଲଗାଇବା ଶୁଭ ହୋଇ ଥାଏ।

*ଶୁକ୍ରବାର :-

ଶୁକ୍ରବାର ଦିନ କୁ ମା ଲକ୍ଷ୍ମୀ ଙ୍କ ବାର ବୋଲି କୁହା ଯାଏ। ତେବେ ଏହି ଗ୍ରହ ର ସ୍ୱାମୀ ଶୁକ୍ର ବୋଲି କୁହା ଯାଏ।ତେବେ ଏହି ଦିନ ଲାଲ ଚନ୍ଦନ ଲଗାଇବା ଉଚିତ।

*ଶନିବାର:-

ତେବେ ଶନିବାର କୁ ଭୈରବ ଓ ଶନି ଙ୍କ ଦିନ ବୋଲି କୁହା ଯାଏ। ତେବେ ଏହି ଦିନ୍ ଭସ୍ମ ଲଗାଇବା ଉଚିତ।

*ରବିବାର:-

ଏହି ଦିନ ସୂର୍ଯ୍ୟ ଙ୍କ ବାର ଓ ରବି ଙ୍କ ବାର ବୋଲି କୁହା ଯାଏ। ତେବେ ଏହି ଦିନ ଲାଲ ବା ସବୁଜ ରଙ୍ଗ ର ସୁନ୍ଦର ଲଗାଇବା ଉଚିତ। ଏହା ଦ୍ୱାରା ସୂର୍ଯ୍ୟ ଙ୍କ କୃପା ଆପଣ ଙ୍କ ଉପରେ ବଜାଇ ରହିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।