ଶ୍ରୀଦେବୀଙ୍କ ଝିଅ ନିଜ ଫୋନ ଉପରେ ରଖିଲେ ଏମିତି ଫଟୋ କ୍ୟାମେରାରେ କଏଦ ହେଲା ଯାହାକୁ ଦେଖିବା ପରେ ସମସ୍ତେ ରହିଗଲେ ସ୍ତବ୍ଦ ତ କଣ ସତରେ

0

ବଲିଉଡ୍ ହେଉ କିମ୍ବା ଓଲିଉଡ ହେଉ କିମ୍ବା ସବୁଥିରେ ଆମେ ଦେଖିବାକୁ ପାଇଥାଉ ଯେ ବଂଶ ଗତ ପରମ୍ପରା ରହିଛି । ବଂଶ ଗତ ପରମ୍ପରା ମାନେ ପ୍ରଥମେ ଗୋଟିଏ ବଂଶ ରୁ ଯିଏ ହଉ ଜଣେ ଫିଲ୍ମ ଲାଇନ୍ ଆସିଥାନ୍ତି ଏହା ପରେ ତାଙ୍କ ପିଲା ତା ପରେ ତାଙ୍କ ପିଲା ଏହିପରି କରି ତାଙ୍କ ପରିବାର ସମସ୍ତେ ଫିଲ୍ମ ଲାଇନ୍ କୁ ପଳେଇ ଆସିଥାନ୍ତି। ଯେପରି କି ଅମିତାଭ ବଚ୍ଚନ ତାଙ୍କ ସ୍ତ୍ରୀ ତାଙ୍କ ପୁଅ ଅଭିଶେକ ବଚ୍ଚନ ଏବଂ ବୋହୂ ମଧ୍ୟ ଫିଲ୍ମ ଲାଇନ୍ ରେ ଅଛନ୍ତି। ଏହିପରି ଅନେକ ଙ୍କ ପରିବାର ଫିଲ୍ମ ଲାଇନ୍ ସହ ଯୋଡିତ ଅଛନ୍ତି।


ସେହିପରି ଆମ ଓଲିଉଡ୍ ଇଣ୍ଡଷ୍ଟ୍ରି କଥା କହିବାକୁ ଗଲେ ଉତ୍ତମ ମହାନ୍ତି ଏବଂ ଅପରାଜିତା ହେଉଛନ୍ତି ଓଲିଉଡ୍ ଏକ ବହୁତ ସୁପରହିଟ୍ ଚେହେରା ଏବଂ ବହୁତ ସଫଳ ଅଭିନେତା ଏବଂ ଅଭିନେତ୍ରୀ ମଧ୍ୟ। ଏହି ବଂଶ କଥା ଦେଖିବାକୁ ଗଲେ ଆମ ଓଲିଉଡ୍ ଅପେକ୍ଷା ବଲିଉଡ୍ ରେ ଅଧିକ ରହିଛି। ଆଜିର ଏହି ଇଣ୍ଟରନେଟ୍ ଯୁଗ ରେ ସୋସିଆଲ୍ ମିଡିଆ ରେ ଅନେକ ଷ୍ଟାର କିଡ୍ସ ଙ୍କ ର ଫଟୋ ଭାଇରାଲ୍ ହୁଏ।ଏହି କିଡ୍ସ୍ ମାନେ ଏଥିରେ ଅନେକ ସକ୍ରିୟ ହେବା ସହ ଏଥିରେ ସେମାନଙ୍କୁ ଅନେକ ଲୋକ ଜାଣନ୍ତି ଏବଂ ସେମାନଙ୍କ ର ଫ୍ୟାନ୍ ମଧ୍ୟ ହେଇଯାଆନ୍ତି। ଆମେ ଆଜି ଆପଣ ମାନଙ୍କୁ ସେହି ପରି ଏକ ପ୍ରସିଦ୍ଧ ବଂଶ ର ପିଲା ଙ୍କ ସମ୍ପର୍କରେ କିଛି କହିବୁ।


ତେବେ ସେହି ପ୍ରସିଦ୍ଧ ବଂଶର ଦୁଇଟି ସୁନ୍ଦରୀ ପିଲା ହେଉଛନ୍ତି ସ୍ୱର୍ଗତ ଶ୍ରୀ ଦେବୀ ଙ୍କ ର ଦୁଇଟି ଝିଅ ଜାହ୍ନବୀ କପୁର ଏବଂ ଖୁସି। ଏହି ଦୁଇ ଝିଅ ସେମାନଙ୍କ ମାଆ ଙ୍କ ମୃତ୍ୟୁ ପରେ ଅନେକ ଚଚ୍ଚା କୁ ଆସିଥିଲେ। ଏହାପରେ ସେମାନେ ସର୍ବଦା ସବୁଆଡେ ଚର୍ଚ୍ଚା ରେ ମଧ୍ୟ ରହିଛନ୍ତି। ବଡ ଝିଅ ଜାହ୍ନବୀ ନିଜର ଫିଲ୍ମ କ୍ୟାରିୟର କୁ ନେଇ ସର୍ବଦା ବିଜି ରହୁଥିବା ବେଳେ ସାନ ଭଉଣୀ ଖୁସି ନିଜର ବ୍ୟକ୍ତିଗତ ଜୀବନ ରେ ବ୍ୟସ୍ତ ରହୁଛନ୍ତି। ତେବେ ଏହି ନିକଟ ରେ ଖୁସି ଙ୍କୁ ଏକ ରେଷ୍ଟୁରାଣ୍ଟ ବାହାରେ ଦେଖିବାକୁ ମିଳିଥିଲା।

ଏଠାରେ ସେ ଏକ ପିଙ୍କ୍ କଲର୍ ର ଡ୍ରେସ୍ ପିନ୍ଧିଥିଲେ ଯେଉଁଥିରେ ସେ ବହୁତ ସୁନ୍ଦର ମଧ୍ୟ ଦେଖାଯାଉଥିଲେ। ସେ ଯେତେବେଳେ ରେଷ୍ଟୁରାଣ୍ଟ ରୁ ବାହାର କୁ ଆସିଲେ ଗଣମାଧ୍ୟମ ମାନେ ତାଙ୍କ ର ଅନେକ ଫଟୋ ଉଠାଇଥିଲେ। ଏହି ମଧ୍ୟରୁ ସେଠାରେ ଏକ ବଡ ଆକର୍ଷଣ ମଧ୍ୟ ଥିଲା। ଜାହ୍ନବୀ ଙ୍କ ହାତ ରେ ତାଙ୍କ ଫୋନ୍ ଥିଲା ଏବଂ ତାଙ୍କ ଫୋନ୍ ର ଅନ୍ ଥିଲା। ଏବଂ ସେ ତାଙ୍କ ର ଫ୍ରନ୍ଟ୍ ୱାଲ୍ ପେପର୍ ରେ ତାଙ୍କ ମାଆ ଙ୍କ ସହ ନିଜର ଛୋଟ ଏକ ଛୋଟ ବେଳ ର ଫଟୋ କୁ ସେଭ୍ କରିଥିଲେ।

ଏହି ଫଟୋ ବହୁତ ପୁରୁଣା ବୋଲି ଜଣା ପଡୁଛି। ଏହି ଫଟୋ ଟି ବ୍ଲାକ୍ ଏଣ୍ଡ୍ ହ୍ୱାଇଟ୍ ଫଟୋ। ଏଠାରେ ମମି ଶ୍ରୀ ଦେବୀ ଙ୍କ କାନ୍ଧ ରେ ଖୁସି ବସିଛନ୍ତି ଏବଂ ଖୁସି ଏଠାରେ ବହୁତ ସୁନ୍ଦର ଦେଖାଯାଉଛନ୍ତି।  ବାସ୍ତବ ରେ ଏହି କଥା ଟି ବହୁତ ହୃଦୟସ୍ପର୍ଶୀ ଅଟେ। ଏହି ମୋବାଇଲ୍ ର ଫଟୋ ସେଟ୍ ରୁ ଜଣା ପଡୁଛି ଆଜି ବି ଖୁସି କେତେ ତାଙ୍କ ମାଆ ଙ୍କୁ ମନେ ପକାଉଛନ୍ତି। ଏହି କଥା ଏବେ ସୋସିଆଲ୍ ମିଡିଆ ରେ ଖୁବ୍ ଜୋର ରେ ଭିଇରାଲ୍ ହେବାରେ ଲାଗିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।Inspire Post From –janta