Breking News – ଓଡ଼ିଆ ଚଳଚିତ୍ର ଜଗତକୁ ଆସିଲା ବଡ ଦୁଖଦଃ ଖବର । ଏହି ପ୍ରସିଦ୍ଧ ଅଭିନେତା ଙ୍କର ହେଲା ଆକସ୍ମିକ ମୃତ୍ୟୁ, ମୁଖ୍ୟମନ୍ତ୍ରୀ କଲେ ଶୋକ ପ୍ରକାଶ….

0

ଏହି ବର୍ଷ 2020 ମସିହା ତ ଆମ ରାଜ୍ୟ, ଦେଶ ତଥା ସାରା ବିଶ୍ଵ ପାଇଁ ବହୁତ ଖରାପ ରେ ଯାଇଛି। ଏହି ବର୍ଷ ତ ଲୋକ ମାନଙ୍କ ଠାରୁ ସେମାନଙ୍କ ର ଅନେକ କିଛି ଛଡାଇ ନେଇଛି। କରୋନା ଏହି ବର୍ଷ ଲୋକ ମାନଙ୍କ ଠାରୁ ହସ ଖୁସି ସବୁକିଛି ଛଡାଇ ନେଇଛି। ବର୍ଷ ଆରମ୍ଭ ହବାର କିଛି ମାସ ପରେ କରୋନା ଆମ ଦେଶରେ ଦେଖା ଦେଇଥିଲା। ଏହାପରେ ଆମ ଦେଶରେ ଲକ୍ଡାଉନ୍ ହୋଇଯାଇଥିଲା, ହେଲେ ଏହା ସତ୍ତ୍ବେ ବି ଆମ ଦେଶରେ କରୋନା ପଜିଟିଭ୍ ଅନେକ ଲୋକ ବାହାରୁ ଥିଲେ।

ଏହି କରୋନା ବି ଆମ ମାନଙ୍କ ଠାରୁ ଆମ ଦେଶର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ମାନଙ୍କୁ ଆମ ମାନଙ୍କ ଠାରୁ ଛଡାଇ ନେଇଛି। ଏହି ବର୍ଷ ଆମେ ମାନେ ଆମ ଦେଶର ଅନେକ କଳାକାର, ସଙ୍ଗୀତକାର, ବିଧାୟକ ମାନଙ୍କୁ ହରାଉଛୁ। କରୋନା ଦ୍ୱାରା ଅନେକ ଲୋକ ମୃତ୍ୟୁ ବରଣ କରୁଛନ୍ତି। ଏହି ବର୍ଷ ର ଆରମ୍ଭ ରୁ ଆମେ ମାନେ ଅନେକ ଦୁଃଖଦ ଖବର ଶୁଣିବାକୁ ପାଉଛୁ। ଏହି ବର୍ଷ ସୁଶାନ୍ତ ସିଂହ, ପ୍ରଣବ ମୁଖାର୍ଜୀ, ଆଦି ଅନେକ ବଡ ବଡ ବ୍ୟକ୍ତି ମୃତ୍ୟୁବରଣ କରୁଛନ୍ତି। ଏବେ ମଧ୍ୟ ସେହି ପରି ଜଣେ ପ୍ରସିଦ୍ଧ ସଂଗୀତକାର ଙ୍କ ର ମୃତ୍ୟୁ ହୋଇଛି, ଏହା ଦ୍ୱାରା ସମଗ୍ର ସିନେ ଜଗତ ଏବେ ଶୋକକାଳୁ ହୋଇ ଯାଇଛି। ତେବେ ଆସନ୍ତୁ ଜାଣିବା ସେହି ଗିତିକର୍ ଙ୍କ ମୁତ୍ୟୁ ସମ୍ପର୍କ ରେ।

ତେବେ ସୂଚନା ମିଳିଛି କି ଗତ କାଲି ରାତି ରେ ଜଣେ ବରିଷ୍ଠ ଗୀତିକାର ଶାନ୍ତନୁ ମହାପାତ୍ର ଙ୍କର ମୁର୍ତ୍ୟୁ ଘଟିଛି । ତେବେ ଡାକ୍ତର ଙ୍କ କହିବା ଅନୁଯାୟୀ ତାଙ୍କୁ ପ୍ରଥମ ତାଙ୍କୁ ନିନୋନିଅ ହୋଇ ଥିଲା। ତେବେ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉ ଥିଲେ।ତେବେ କାଲି ରାତି ୧୨:୪୫ ରେ ତାଙ୍କର ମୁର୍ତ୍ୟୁ ହୋଇଛି।ସେ ଥିଲେ ଓଡ଼ିଆ ଚଳଚିତ୍ର ର ଜଣେ କିମ୍ବଦନ୍ତୀ ପୁରୁଷ। ତେବେ ୧୯୩୬ ମସିହା ନଭେମ୍ୱର ମାସ ରେ ମୟୁରଭଂଜ ଜିଲ୍ଲା ରେ ତାଙ୍କର ମୁର୍ତ୍ୟୁ ହୋଇ ଥିଲା,ତାଙ୍କର ୮୪ ବୟସ ରେ ମୁର୍ତ୍ୟୁ ଘଟି ଥିଲା।

ତେବେ ସେ ପ୍ରଥମ ସଂଗୀତ ନିର୍ଦ୍ଦେଶକ୍ ଭାବେ କାର୍ଯ୍ୟ କରି ଥିଲେ ଆଉ ସଂଗୀତ କୁ ବଞ୍ଚାଇ ରଖି ଥିଲେ।ତେବେ ତାଙ୍କର ସୁପର ହିଟ ଗୀତ ” ମୟୂରୀ ଗୋ ତୁମ ଆକାଶେ ମୁଁ ଦିନେ ମହ୍ଲାରେ ମେଘ ସଜିଲି …..” ଆଜି ବି ଚିର ସ୍ମରଣୀଯ ହୋଇ ରହିବ।ତେବେ ତାଙ୍କର ଏକ ସଫଳ କେରିୟର ରହି ଥିଲା। ତେବେ ସେ ଅରୁନ୍ଧତି ,ଜାଗା ବଳିଆ , ଗୋଲାମଗିରି,ସୁର୍ଯ୍ୟମୁଖୀ,ମେଘମୁକ୍ତି , ପ୍ରିୟତମା , ଡୋରା , ଅଗ୍ନିପରିକ୍ଷା ଆଦି ଚଲଚ୍ଚିତ୍ର ରେ ଗୀତ ଗାଇ ଛନ୍ତି।ତେବେ ସେ ଓଡ଼ିଆ , ହିନ୍ଦୀ , ବଙ୍ଗଳା ଗୀତ ରେ ନିର୍ଦେସନା ମଧ୍ୟ ଦେଇଛନ୍ତି।

ତେବେ ସେ ହିନ୍ଦୀ ଫିଲ୍ମ ଶୋଧ ରେ ସୁର ସଞ୍ଚାଳନ କରି ଥିଲେ ଆଉ ଏଥି ପାଇଁ ତାଙ୍କୁ ୧୯୭୯ ମସିହାର ସ୍ଵର୍ଣ୍ଣ କମଳ ପୁରସ୍କାର ପାଇଛନ୍ତି। ତେବେ ଶାନ୍ତନୁ ମହାପତ୍ର୍ ଙ୍କର ମୁର୍ତ୍ୟୁ ରେ ଖାଲି ଓଡିଶା ନୁହଁ ଓଡିଶା ର ମୁଖ୍ୟ ମନ୍ତ୍ରୀ ମଧ୍ୟ ଶୋକ ପ୍ରକାଶ କରି କହିଛନ୍ତି , ଆଉ ସେ ସଂଗୀତ ଦ୍ୱାରା ଅମର ହୋଇ ରହିବେ ବୋଲି ସେ କହିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।