ଦେଖନ୍ତୁ ଭିଡିଓ ! ବିବାହ ପରେ ସାରେଗାମା ପା ର ସୁଟିଙ୍ଗ ସେଟ୍ ସେଟ୍ ରେ ଗୀତ ଗାଇଲେ କଣ୍ଠଶିଳ୍ପୀ ଦିପ୍ତିରେଖା ତା ସହିତ ଦର୍ଶକ ମାନଙ୍କୁ ଦେଲେ ଏହି ଖୁସି ଖବର ..

0

ଆପଣ ମାନେ ଆମ ଓଲିଉଡ୍ ଇଣ୍ଡଷ୍ଟ୍ରି ର ସିନେମା ଦୁନିଆ କି ସିରିଏଲ ଦୂନିଆ ସହ ଯୋଡିତ ନଥିଲେ ଓଲିଉଡ୍ ର ସଙ୍ଗୀତ ଦୁନିଆ ସହ ନିଶ୍ଚିତ ଭାବେ ଯୋଡିତ ଥିବେ। କାହିଁକି ନା ଆମେ ମାନେ ତ ଆମ ଲାଇଭ୍ ରେ ବହୁତ ବିଜି ନିଜ ନିଜ ର କାମ କୁ ନେଇ ଆମକୁ ସମୟ ବି ହେଉନାହିଁ ଅଧଘଣ୍ଟେ କି 2 ଘଣ୍ଟା ବସି ସିରିଏଲ୍ କି ଫିଲ୍ମ ଦେଖିବା ପାଇଁ।

ଯେଉଁମାନେ କି ଓଡିଶା ର ଲୋକ ମାନଙ୍କୁ ସବୁବେଳେ ଅନେକ ସୁନ୍ଦର ସୁନ୍ଦର ଗୀତ ଭେଟି ଦେଇ ଥାଆନ୍ତି। ତେବେ ଆମ ରାଜ୍ୟ ରେ ମେଲ୍ ସିଙ୍ଗର୍ ମାନଙ୍କ ଭିତରୁ ଦେଖିବାକୁ ଗଲେ ସବୁଠୁ ଆଗରେ ହ୍ୟୁମନ୍ ସାଗର ଥିଲେ ଏବଂ ଏବେ ଓଲିଉଡ୍ ଇଣ୍ଡଷ୍ଟ୍ରି ରେ ଆଉ ଜଣେ ମେଲ୍ ସିଙ୍ଗର୍ ହ୍ୟୁମନ୍ ସାଗର ଙ୍କ ର ସେହି ଜାଗା କୁ ନେବାକୁ ବସିଲେଣି, ତେବେ ସେହି ସିଙ୍ଗର୍ ଜଣଙ୍କ ଆଉ କେହି ନୁହେଁ ଆପଣ ମାନଙ୍କ ର ଅତିପ୍ରିୟ ସ୍ୱୟମ୍ ପାଢୀ। ତାଙ୍କ ର ଗୀତ ଗୁଡିକ ଏବେ ବହୁତ ସୁପରହିଟ୍ ହେବା ସହ ଲୋକ ମାନେ ତାଙ୍କ ର ସବୁ ଗୀତ କୁ ବହୁତ ପସନ୍ଦ କରୁଛନ୍ତି।

ଇଏ ତ ଗଲା ମେଲ୍ ସିଙ୍ଗର୍ ମାନଙ୍କ କଥା, ଏବେ ଫିମେଲ୍ ସିଙ୍ଗର୍ ମାନଙ୍କ କଥା ଜାଣିବା। ତେବେ ଆମ ଓଲିଉଡ୍ ଇଣ୍ଡଷ୍ଟ୍ରି ରେ ବି ଅନେକ ଫିମେଲ୍ ସିଙ୍ଗର୍ ଯେଉଁ ମାନେ କି ଓଡିଶା ବାସୀ ଙ୍କୁ ଅନେକ ବହୁତ ଭଲ ଭଲ ଗୀତ ଭେଟି ଦେଇଛନ୍ତି ଏବଂ ଲୋକ ମାନେ ବି ସେମାନଙ୍କ ର ସେହି ସବୁ ଗୀତ କୁ ଅନେକ ମାତ୍ରାରେ ଗ୍ରହଣ ମଧ୍ୟ କରୁଛନ୍ତି। ତେବେ ଓଲିଉଡ୍ ସବୁଠାରୁ ସୁପରହିଟ୍ ଏବଂ ବହୁତ ଫେମସ୍ ସିଙ୍ଗର୍ ହେଉଛନ୍ତି ଦୀପ୍ତିରେଖା ଯାହାଙ୍କ ପୂରା ନାମ ହେଉଛି ଦୀପ୍ତିରେଖା ପାଢୀ। ସିଏ ଅନେକ ସୁପରହିଟ୍ ସଙ୍ଗ୍ ସବୁ ଲୋକ ମାନଙ୍କୁ ଭେଟି ଦେଇଦେଇଛନ୍ତି ଆଉ ସେ ଅନେକ ଭଲ ଗୀତରେ ନିଜର କଣ୍ଠଦାନ ମଧ୍ୟ କରିଛନ୍ତି।

ତେବେ ଏହି କିଛି ଦିନ ତଳେ ସେ ହାତ ରୁ ଦୁଇ ହାତ ହୋଇଥିଲେ, ସେ ଭୁବନେଶ୍ଵର ର ଜଣେ ବହୁତ ବଡ ବିଜନେସ୍ ମେନ୍ ଙ୍କୁ ବିବାହ କରିଥିଲେ। ସେ ତାଙ୍କ ଶାଶୂଘର ଲୋକ ମାନଙ୍କ ସହ ବହୁତ ଖୁସି ରେ ମଧ୍ୟ ଅଛନ୍ତି। ତେବେ ସେ ବିବାହ ପରେ ପ୍ରଥମ ଥର ପାଇଁ ଟିଭି ପରଦା ରେ ନଜର ଆସିଛନ୍ତି, ସେ ସାରେଗାମାପା ର ମଞ୍ଚ କୁ ଆସିଥିଲେ। ତେବେ ଆସନ୍ତୁ ଜାଣିବା ସେ ଏଠାକୁ ଆସି କଣ ସବୁ ମଜା ମସ୍ତି କରିଥିଲେ ଏବଂ କଣ୍ଟେଷ୍ଟେଣ୍ଡ୍ ମାନଙ୍କୁ କଣ ଟିପ୍ସ ଦେଇଛନ୍ତି।

ଜି ସାର୍ଥକ ସବୁଠାରୁ ଫେମସ୍ ସୋ ସାରେଗାମାପା ରେ ଜଜ୍ ଭାବରେ ନଜର ଆସିବାକୁ ଯାଉଛନ୍ତି ଦୀପ୍ତି। ନିଜର ବିବାହ ପରେ ଦୀପ୍ତି ଙ୍କ ର ଏହା ପ୍ରଥମ ସୋ ଅଟେ, ଏଠାରେ ଜଜ୍ ଭାବରେ ସେ ବହୁତ ହିଁ ଭଲ ପଫୋମନ୍ସ ମଧ୍ୟ ନିଜର ଦେଇଛନ୍ତି। ଏହା ସହ ସୋ ରେ ନିଜର ଦବଦବା ବଜାୟ ରଖିବା ପାଇଁ ଏକ ସୁନ୍ଦର ଗୀତ କିପରି ଖାଇବେ ତାହା ଉପରେ ସେ ଫୋକସ୍ ରଖିଛନ୍ତି। ଏହି ସୋ ଖୁବ୍ ଶୀଘ୍ର ମଧ୍ୟ ସାର୍ଥକ ରେ ପ୍ରସାରିତ ହେବାକୁ ଯାଉଛି। ତେବେ ସେ ଏଠାରେ ଆହୁରି ଅନେକ ଗୀତିକାର ମାନଙ୍କୁ ଭେଟିଛନ୍ତି ବୋଲି ମଧ୍ୟ ନିଜର ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ ରେ ସେ କହିଛନ୍ତି। ଏହି ସୋ ରେ କେବଳ ଦୀପ୍ତିରେଖା ନୁହେଁ, ଅସୀମା ପଣ୍ଡା, କ୍ରୀଷ୍ନା ବେଉରା, ଗୁଡଲି ରଥ ଓ ଆଙ୍କର୍ ଭାବରେ ସୁଲଗ୍ନା ଙ୍କୁ ମଧ୍ୟ ଦେଖିବାକୁ ପାଇବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।