Intresting GK Question – ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?

0

ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି।ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି, ଆମେ ଯଦି ଦେଖିବା ଆଜି କାଲି ଯିଏ ଅଟୋ ଚଲଉଥିବ ସିଏ ବି ଇଂରାଜୀ ରେ କଥା କହୁଥିବ। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି। ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡଜ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି,

ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନ୍ଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି। ସେହି ସବୁ ପ୍ରଶ୍ନ ର ଉତ୍ତର ବହୁତ ମଜାଳିଆ ଅଟେ ଯାହାର ଉତ୍ତର ଖୋଜିବା ପାଇଁ ଆମ ମାନଙ୍କୁ ମଜା ମଧ୍ୟ ଲାଗିଥାଏ। ତାହାଲେ ଆପଣ ମାନେ ଜାଣି ପାରୁଥିବେ ଆମ ମାନଙ୍କ ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି। ଆମେ ଆଜି ଆପଣ ମାନଙ୍କୁ ସେହିପରି କିଛି ଜେନେରାଲ୍ ନୋଲେଜ୍ ଏବଂ ତାର ଉତ୍ତର ସମ୍ପର୍କରେ କହିବୁ,

ଯାହାକି ବହୁତ ମଜାଳିଆ ମଧ୍ୟ। ତେବେ ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି। ତେବେ ଆମ ଦେଶ ର ରାଜନୀତି ଶାସନ ରହିଛି। ତେବେ ଏହି ରାଜନୀତି ବିଷୟ ରେ ଅନେକ ରୋଚକ ପ୍ରଶ୍ନ ରହିଛି,ଯାହା ଜାଣିବା ଆମର ନିହାତି ଆବଶ୍ୟକ , ଆଉ ଏହା ଆମ ଦରକାର ରେ ଆସିବ । ତେବେ ଆସନ୍ତୁ ଜାଣିବା ରାଜନୀତି ସମ୍ପର୍କୀୟ କିଛି ପ୍ରଶ୍ନ ଓ ଉତ୍ତର।

୧) ଆମ ଭାରତ ରେ କେଉଁ ମସିହା ରେ ପ୍ରଥମ ଭୋଟ ଦାନ ହୋଇ ଥିଲା ?
ଉତ୍ତର:- ୧୯୫୨ ମସିହା ରେ ପ୍ରଥମେ ଭୋଟ ହୋଇ ଥିଲା।

୨) ଆମ ଦେଶ ରେ ପ୍ରଥମେ କେବେ ଭୋଟ କାଳି ବ୍ୟବହାର କରା ଗଲା ?
ଉତ୍ତର:- ୧୯୬୨ ମସିହାରେ

୩) ଆମ ଦେଶ ରେ ସମ୍ବିଧାନ କେବେ କାର୍ଯ୍ୟକରି ହୋଇ ଥିଲା ?
ଉତ୍ତର:- ୨୬ ଜାନୁଆରୀ ୧୯୫୦ ମସିହା ରେ କାର୍ଯ୍ୟକରି ହୋଇ ଥିଲା।

୪) ଚକ୍ରଧର୍ କେଉଁ ଦେବତା ଙ୍କ ଅନ୍ୟନାମ ଅଟେ ?

ଉତ୍ତର :- ପ୍ରଭୁ ବିଷ୍ଣୁ ଙ୍କର ଅନ୍ୟ ନାମ ହୋଇ ଥାଏ ।

୫) ମହାଭାରତ ରେ କିଚକ୍ ଙ୍କର ବଧ କିଏ କରି ଥିଲେ ?
ଉତ୍ତର:- ଭୀମ କରି ଥିଲେ

୬) ଦଶାଶ୍ୱମେଧ୍ ଘାଟ କେଉଁ ନଦୀର ଏକ ଘାଟ ?
ଉତ୍ତର:- ବୈତରଣୀ ନଦି ଯାହା ଯାଜପୁର ରେ ରହିଛି।

୭) ପଶ୍ଚିମ ଓଡିଶା ରେ ପ୍ରସିଧ୍ ବଏଲ୍ ଯାତ୍ରା କେଉଁ ପୁର୍ଣିମା ରେ ପାଳିତ ହୁଏ ?
ଉତ୍ତର:- ଆଶ୍ଵିନ ମାସ ରେ ଏହି ଯାତ୍ରା ପାଳନ ହେବାର ଦେଖିବାକୁ ମିଳି ଥାଏ ।

୮) ତେବେ କେଉଁ ଦେବତା ଙ୍କୁ କୁମାର ବୋଲି କୁହା ଯାଏ ?
ଉତ୍ତର:- ଶିବ ପୁତ୍ର କାର୍ତିକେୟ୍

୯) ଶୂନ୍ୟ ସଂହିତା କିଏ ରଚନା କରିଥିଲେ ?
ଉତ୍ତର:- ଅଚ୍ୟୁତନନ୍ଦ ଦାସ ରଚନା କରି ଥିଲେ।

୧୦) ଉପରେ ଥିବା ଯିବାର ନାମ କ’ଣ ?

ଉତ୍ତର – ବଜ୍ରକାପ୍ତା

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।