ଦଶମ ଶ୍ରେଣୀ ପାସ୍ କରିଥିବା ପ୍ରାର୍ଥୀ ମାନଙ୍କ ପାଇଁ ଆସିଲା ଏକ ବହୁତ ହିଁ ବଡ ସୁଯୋଗ। ଜମାବି ହାତ ଛଡା କରନ୍ତୁ ନାହିଁ ଏହି ସୁଯୋଗ କୁ, ଦେଖନ୍ତୁ କିପରି ଏହାର ଫାଇଦା ଉଠାଇବେ

0

ଯୁଗ ଆସି ବହୁ ଆଗରେ ପହଁଞ୍ଚିଲାଣି, ଲୋକ ମାନେ ସମସ୍ତେ ଆଜି କାଲି ଶିକ୍ଷିତ ହେଉଛନ୍ତି। ଆଜି ର ଯୁଗ ରେ ଲୋକ ମାନେ ଆଉ ଅଶିକ୍ଷିତ ହୋଇ ରହିବାକୁ ଚାହୁଁ ନାହାଁନ୍ତି, ସମସ୍ତେ ଚାହୁଁଛନ୍ତି କିପରି ସମସ୍ତେ ପାଠ ପଢିବେ ଏବଂ ଅନ୍ୟ ମାନଙ୍କ ପରି ଶିକ୍ଷିତ ହେବେ ଏବଂ ଅନେକ କିଛି ନୂତନ ଜିନିଷ ସମ୍ପର୍କରେ ଜାଣିବେ। ଆଜି କାଲି ବି ଆଉ କେହି କାହା ଉପରେ ଆଶା କରୁନାହାଁନ୍ତି କି କେହି କିଛି କାମ କରି ଆଣି ତାଙ୍କୁ ଖାଇବାକୁ ଦେବ ଏବଂ ସେମାନେ ତାହା ଖାଇବେ, ଆଜି କାଲି ସମସ୍ତେ ଚାହୁଁଛନ୍ତି ନିଜେ ପାଠ ପଢିବେ ନିଜେ ରୋଜଗାର କରିବେ ନିଜ ର ଆବଶ୍ୟକତା କୁ ନିଜେ ପୂରଣ କରିବେ ଏବଂ ନିଜ ଗୋଡରେ ନିଜେ ଠିଆ ହେବେ।

ତେବେ ଆଜି ର ଦୁନିଆରେ ପିଲା ମାନେ ବି ବହୁତ ଟେଲେଣ୍ଟେଡ୍ ହେଲେଣି ଯୁଗ ବି ବହୁତ କମ୍ପିଟେଟିଭ୍ ହେଲାଣି ପିଲା ମାନଙ୍କୁ ବି ଗୋଟିଏ ଚାକିରି ପାଇବା ପାଇଁ ବହୁତ ସାରା କଷ୍ଟ କରିବାକୁ ପଡୁଛି, ବହୁତ ସାରା ଏନ୍ଟ୍ରାନ୍ସ, ଏଗ୍ଜାମ୍ସ ବି ଦବାକୁ ପଡୁଛି। ସେହି ସବୁ ରେ ସେମାନେ ଠିକ୍ ଭାବେ ପାସ୍ ହୋଇ ପାରିଲେ ସେହି କାମ ଟି ପାଇଁ ସେମାନେ ମନୋନୀତ ହୋଇ ପାରୁଛନ୍ତି।ତେବେ ICMR ତରଫ ରୁ ଏକ ବଡ଼ ସୁଯୋଗ ଆସିଛି ଦଶମ ଶ୍ରେଣୀ ପିଲା ଙ୍କ ପାଇଁ। ତେବେ ଆସନ୍ତୁ ଜାଣିବା ଏହି ଚାକିରୀ ଟି ସମ୍ପର୍କ ରେ।

*କେଉଁ ମାନେ ଏହା ପାଇଁ ଆବେଦନ କରି ପାରିବେ :-

ତେବେ ଏହି ଚାକିରୀ ଟି କୁ ଓଡିଶା ର ସମସ୍ତ ପ୍ରାଥୀ ଏହା ପାଇଁ ଆବେଦନ କରି ପାରିବେ , ଉଭୟ ମହିଳା ଓ ପୁରୁଷ ଏହା କୁ ଅବେଦନ୍ କରି ପାରିବେ।

*କେଉଁ ସବୁ ପୋଷ୍ଟ ଭେକେନ୍ସି ରହିଛି :-
.project assignment
.Data entry operator
.skilled worker
ଏହି ସବୁ ପଦବୀ ପାଇଁ ପୋଷ୍ଟ ଗୁଡିକ ଖାଲି ରହିଛି ।

*ଆବେଦନ କରିବାର ପକ୍ରିୟା :-

ତେବେ ଆପଣ ଏହାକୁ ଆବେଦନ ଅଫଲାଇନ୍ ଭାବରେ କରି ପାରିବେ । ତେବେ ଏହି ଚାକିରୀ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୧୨/୧/୨୦୨୧,ଆଉ ଯେଉଁ ମାନେ ଏହି ଚାକିରୀ ଟି ପାଇଁ ଇଛୁକ ଶୀଘ୍ର ଆବେଦନ କରି ନିଅନ୍ତୁ।



*ସିଲେକ୍ସନ ପକ୍ରିୟା :-

ଏହି ଚାକିରୀ ଟି ପାଇଁ ପ୍ରାଥି ଙ୍କୁ କୌଣସି ପରୀକ୍ଷା ଦେବାକୁ ପଡିବ ନାହିଁ । କେବଳ ଇନ୍ଟରଭିୟୁ ଦେବାକୁ ପଡିବ , ଆଉ ଏହାର ଶେଷ ତାରିଖ ୧୨/୧/୨୦୨୧ ।

*ପ୍ରାଥୀ ଙ୍କର ଶିକ୍ଷାଗତ୍ ଯୋଗ୍ୟତା:-
1.project assistant :-

ତେବେ ଏହି ପୋଷ୍ଟ ଟି ପାଇଁ ପ୍ରଥମେ ପ୍ରାଥୀ +୩ ଜୀବ ବିଜ୍ଞାନ , ଉଦ୍ଭିଦ ବିଜ୍ଞାନ ରେ କରି ଥିବା ଦରକାର,ଆଉ ତା ସହ ଆଗରୁ କୌଣସି ସ୍ଥାନ ରେ କରି ଥିବା ଦରକାର ।ତେବେ ଏହି ଚାକିରୀ ଟି ପାଇଁ ସେଲେରି ୩୧,୦୦୦ ରହିଛି। ଏହା ପାଇଁ ବୟସ ସୀମା ୩୦ ବର୍ଷ ରହିଛି।

2.Data entry operator :-

ତେବେ ଏହି ଚାକିରୀ ଟି ପାଇଁ ପ୍ରାଥୀ ଙ୍କୁ +୨ ବିଜ୍ଞାନ ରେ କରିବା ଥିବା ଦରକାର । ଏହି ଚାକିରୀ ଟି ପାଇଁ ସେଲେରି ରହିଛି ୧୮,୦୦୦ ରହିଛି । ଏହା ପାଇଁ ବୟସ ସୀମା ୨୮ ବର୍ଷ ରହିଛି ।

3.skilled worker :-

ତେବେ ଏହି ଚାକିରୀ ଟି ପାଇଁ ପ୍ରାଥୀ ୧୦ ମ ପାସ୍ ହୋଇ ଥିବା ଆବଶ୍ୟକ ,ଏହା ପାଇଁ ସେଲେରି ରହିଛି ୧୫,୮୦୦ । ତେବେ ଏହା ପାଇଁ ବୟସ ସୀମା ରହିଛି ୨୫ ବର୍ଷ । ତେବେ ଏହି ଚାକିରୀ ଟି ପ୍ରାଥୀ ମାନଂକୁ ଓଡିଶା ର କୋରାପୁଟ ଜିଲ୍ଲା ରେ ଫିଲଡ ଷ୍ଟେସନ୍ ହାତୀ ଲାଇନ ସ୍ଥାନ ରେ ମିଳିବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।