ବିବାହ ପରେ ଚତୁର୍ଥୀ ରାତିରେ କନ୍ୟା ର ରୂପ ଦେଖି ବର ହେଲା ବେହୋସ। ହୋସ ଆସିଲା ପରେ କହିଲା ଯାହା ଶୁଣିଲେ ଆପଣଙ୍କର ମଧ୍ୟ ହୋସ ଉଡିଯିବ

0

ଆମ ସମାଜରେ ବିବାହ ଏକ ଏପରି ପରମ୍ପରା , ଯାହା ସବୁ ପୁଅ ଓ ଝିଅ ପାଇଁ ପବିତ୍ର ହୋଇ ଥାଏ,ଏହାକୁ ମାନିବାକୁ ସମସ୍ତଙ୍କୁ ପଡି ଥାଏ। ତେବେ ସବୁ ଝିଅ ଓ ପୁଅ ମାନେ ବିବାହ କରି ଥାନ୍ତି, ଏହା ଦ୍ୱାରା ସେମାନେ ଏ ସମାଜକୁ ଆଗକୁ ନେଇ ପାରିବେ । ତେବେ ବିବାହ କରିବା ସବୁ ପୁଅ ଓ ଝିଅ ଙ୍କର ଗୋଟେ ସ୍ବପ୍ନ ଥାଏ , ଇଚ୍ଛା ଥାଏ , ଗୋଟେ ଖୁସି ଥାଏ, ବିବାହ ପରେ ଗୋଟେ ପୁଅ ଓ ଝିଅ ସ୍ୱାମୀ ଓ ସ୍ତ୍ରୀ ହୋଇ ଯାନ୍ତି,ଦୁଇ ଜଣଙ୍କ ମଧ୍ୟରେ ବିଶ୍ୱାସ ଓ ଭଲ ପାଇବା ରହି ଥାଏ।

ତେବେ ଏହି ବିବାହ ସମୟରେ ବେଳେ ବେଳେ ଏମିତି ଘଟଣା ଘଟି ଯାଏ,ଯାହା ଆମେ କେବେ ଭାବି ନଥିବା , ଆଉ ସେହି ଘଟଣା ପାଇଁ ଆମେ ବହୁତ ଅସୁବିଧା ରେ ସମୁଖୀନ ହୋଇ ଥାଉ। ବିବାହକୁ ନେଇ ସବୁ ପୁଅ ଓ ଝିଅ ମାନଙ୍କ ମନ ରେ ଗୋଟେ ଅଲଗା ପ୍ରକାର ଭାବନା ରହି ଥାଏ,ସବୁ ବହୁତ ଖୁସି ଥାନ୍ତି। ନିଜର ବିବାହିତ ଜୀବନ କୁ ଆଗକୁ ବଢାଇ ବାକୁ ଚେଷ୍ଟା କରନ୍ତି। ତେବେ ସେହି ଭଳି ଏକ ଘଟଣା ଦେଖିବାକୁ ମିଳିଛି , ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ, ଏମିତି ଘଟଣା ଆପଣ ଆଗରୁ କେବେ ଦେଖି ନଥିବେ କି ଶୁଣି ନଥିବେ। ତେବେ ଆସନ୍ତୁ ଜାଣିବା ଘଟଣାଟି କଣ।

ଏହି ଆଶ୍ଚର୍ଯ୍ୟଜନକ ଘଟଣା ଉତ୍ତର ପ୍ରଦେଶର ଉନବ ରେ ଘଟିଛି,ଯାହା ସମସ୍ତଙ୍କୁ ଆଚମ୍ବିତ କରିଛି। ତେବେ ଜଣେ ଲୋକ ର ନବ ବିବାହ ହୋଇଛି,ତେବେ ବିବାହ ପରେ ଚତୁର୍ଥୀ ରାତି ର ଗୋଟେ ଵିଧି ରହି ଥାଏ, ତେବେ ତାହାକୁ ପାଳନ କରିବାକୁ ପଡେ। ତେବେ ସେହି ଲୋକ ନିଜର ବିବାହ ପରେ ତା ସ୍ତ୍ରୀ ସହ ଚତୁର୍ଥୀ ରାତି ବିତାଇବା ପାଇଁ ବହୁତ ଉସାହ ଥିଲା,ତେବେ ସେ ବହୁତ ଖୁସି ଥିଲା, କି ସେ ତାର ସ୍ତ୍ରୀ ର ମୁଁହ ଦେଖିବ , ତା ସହ ରୋମାନ୍ସ କରିବ । ହେଲେ ଯେତେବେଳେ ସେ ରୁମ କୁ ଯାଇ ସେହି ଝିଅ ର ମୁଁହ ଦେଖିଲା, ସେତେବେଳେ ସେ ବେହୋସ ହୋଇ ଗଲା। ତେବେ ହୋସ ଆସିଲା ପରେ ସେ ଯୁବକ ଟି କହିଲା କି ସେ ଝିଅ ନଥିଲା , ସେ ଥିଲା କିନର୍ ।


ତେବେ ସେହି ଯୁବକର ସମସ୍ତ ଆଶା ପାଣି ରେ ଚାଲିଗଲା। ସେ ଭାବି ଥିଲା ରୋମାନ୍ସ କରିବ, ତା ନୂତନ ସ୍ତ୍ରୀ ସହ ହେଲେ ସ୍ତ୍ରୀ ର ମୁଁହ ଦେଖି ସେ ଚିତ୍କାର କରିବାକୁ ଲାଗିଲା ଓ ସେହି ଝିଅ ଟି ମଧ୍ୟ ଚିତ୍କାର କରିବାକୁ ଲାଗିଲା। ତେବେ ଏହା ପରେ ସେହି ପୁଅ ଟି ତା ଶଶୁର ଘରକୁ ଫୋନ କରି ସବୁ କହିଲା, ହେଲେ ଆଗରୁ ତା ଶଶୁର ଘର ଲୋକ ଏସବୁ ଜାଣି ଥିଲେ।ତେବେ ସ୍ତ୍ରୀ କିନ୍ନର ଓ ଶଶୁର ଘର ଲୋକଙ୍କ ଅଭିଯୋଗ କୁ ସହି ନ ପାରି ଶେଷରେ ସେ ପୋଲିସ ର ସାହାରା ନେଇ ଥିଲେ, ତେବେ ପୋଲିସ ଏହାର ସମାଧାନ କରିବ।  ତେବେ ଏଭଳି ଘଟଣା ସମାଜ ପାଇଁ ଏକ ଖରାପ ପ୍ରଭାବ ପକାଇ ପାରେ । ତେବେ ଏଭଳି କରିବା ଦ୍ୱାରା ଅନେକ ଲୋକ ଙ୍କ ଜୀବନ ନଷ୍ଟ ହୋଇ ଯାଏ। ତେବେ ବିବାହ କରିବା ପୂର୍ବ ରୁ ସବୁ ଦେଖି ଓ ବୁଝି ବିବାହ କରିବା ଦରକାର,ଯେମିତି ଆଗକୁ କିଛି ଅସୁବିଧା ନ ହୁଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।