ପ୍ରେମ ରେ ଅସଫଳ ହେଉଛନ୍ତି କି ? ଏହି ବଶୀକରଣ ସମ୍ପର୍କରେ, ଝିଅ ପୁରା ପୁରି ହୋଇଯିବ ଆପଣଙ୍କ ର

0

ଦୁନିଆରେ ଏପରି ଅନେକ ପୁଅ ଏବଂ ଝିଅ ଅଛନ୍ତି ଯେଉଁମାନେ କି ଜଣଙ୍କୁ ଭଲ ପାଇଥାନ୍ତି କିନ୍ତୁ ସେହି ପିଲା କିମ୍ବା ଝିଅ ତାଙ୍କୁ ଭଲ ପାଇନଥାନ୍ତି। ସେମାନେ ସେହି ପୁଅ କି ଝିଅ କୁ ଏତେ ଭଲ ପାଇଥାନ୍ତି ଯେ ସେମାନେ ତାଙ୍କୁ ପାଇବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥାଆନ୍ତି, ଏପରି କି ଜୀବନ ମଧ୍ୟ ଦେବାକୁ ପଛାନ୍ତି ନାହିଁ। ଆମେ ତ ପ୍ରାୟ ଖବର ଦେଖୁଥିବା କି ଅନେକ ପିଲା ମାନେ ପ୍ରେମ ରେ ବିଫଳ ହୋଇ ନିଜର ଜୀବନ ହାରି ଦେଉଛନ୍ତି,କିନ୍ତୁ ଅନେକ ପିଲା ଅଛନ୍ତି ଯେଉଁମାନେ ଭାବନ୍ତି କି ଏପରି କିଛି କରନ୍ତି ଯେପରି କି ସେହି ପିଲା ଟି ମୋର ହୋଇଯିବ,

ସେମାନେ ସେଥିପାଇଁ ଅନେକ ତରିକା ଆପଣେଇ ଥାଆନ୍ତି। ତେବେ ଯଦି ଆପଣ କୌଣସି ଝିଅ କିମ୍ବା ଙ୍କୁ ଭଲପାଉଛନ୍ତି କିମ୍ବା କେହି ବିବାହିତା ନାରୀ ଙ୍କୁ ଭଲପାଉଛନ୍ତି, ଭାବଛନ୍ତି ଆପଣ ତାଙ୍କ ବିନା ବଞ୍ଚି ପାରିବେନି ବୋଲି। ତେବେ ଆପଣ ମାନେ ଏହି ବଶୀକରଣ ଟି କୁ ଆପଣାନ୍ତୁ । ଏହା ଦ୍ୱାରା ଆପଣ ମାନେ ଯାହାଙ୍କୁ ଭଲପାଉଥିବେ ସେ ବଶୀକରଣ ହୋଇଯିବେ ଏବଂ ଆପଣ ମାନଙ୍କୁ ଭଲ ପାଇବାକୁ ଲାଗିବେ।

ଆଉ ଆପଣ ଯଦି କାହାଙ୍କୁ ଭଲପାଉଥିଲେ ଏବଂ କୌଣସି କାରଣରେ ଆପଣ ମାନଙ୍କ ମଧ୍ୟରେ କିଛି ଫାଟ ସୃଷ୍ଟି ହୋଇଛି, ତେବେ ଆପଣ ଏହି ବଶୀକରଣ ଟି କୁ କରିଦେଲେ ସେ ଆପଣଙ୍କୁ ଭଲପାଇବାକୁ ଲାଗିବେ, ଆଗ ଠାରୁ ଅଧିକ ଭଲ ପାଇବାକୁ ମଧ୍ୟ ଲାଗବେ। ତେବେ ଆସନ୍ତୁ ଜାଣିବା ଏହି ବଶୀକରଣ ଟି କୁ ଆପଣ ମାନେ କିପରି କରିବେ,ଏହା ପାଇଁ କଣ କଣ ଜିନିଷ ର ସବୁ ଆବଶ୍ୟକ ରହିଛି ଓ କେବେ କରିବେ ଏବଂ କେମିତି କରିବେ।

*ଆବଶ୍ୟକ ଉପକରଣ:-

ତେବେ ଏହି ବସିକରଣ ପାଇଁ ଆବଶ୍ୟକ ଜିନିଷ ଗୁଡିକ ହେଲା ଆପଣ ଯେଉଁ ଝିଅ ବା ମହିଳା ଙ୍କୁ ଭ, ପାଉଛନ୍ତି ପ୍ରଥମେ ସେହି ଝିଅ ର ଘର ଆଗରୁ କିଛି ମାଟି ଆଣିବେ, ଆଉ ଅନ୍ୟ ଜିନିଷ ଗୁଡିକ ହେଉଛି କଳା ରାଶି, ଚନ୍ଦନ, ସାଧା କାଗଜ, ସିନ୍ଦୂର, ଏବଂ ମାର୍କର୍।

*ବସିକରଣ ପ୍ରଣାଳି:-

ତେବେ ପ୍ରଥମେ ଆପଣ ଏକ ସାଧା କାଗଜ କୁ ନିଜ ସାମ୍ନା ରେ ରଖିବେ। ଏହା ପରେ ସେହି କାଗଜ ର ମଝିରେ ସେହି ଝିଅ ଟି ର ନାମ ଲେଖିବେ, ଏହା ତଳେ ସେହି ଝିଅ ର ରାଶି ଲେଖିବେ, ପେପର୍ ର ଦୁଇପଟେ ଦୁଇଟି ସ୍ୱସ୍ଥିକ ଚିହ୍ନ କରିବେ। ଏହା ପରେ କଳା ରାଶି ଟି କୁ ହାତ ରେ ନେଇ ତ୍ରୀଂ ତ୍ରୀଂ ଉଚ୍ଚାରଣ କରି ସେହି ପେପର୍ ରେ ଲେଖା ହୋଇଥିବା ନାମ ଉପରେ ପକାଇବେ। ଏହାପରେ ଯେଉଁ ମାଟି ଟିକୁ ନେଇଥିବେ ତାହାକୁ ଝିଅ ଟି ର ନା ତଳେ ରଖିଦେବେ, ସେଥିରେ ଆପଣ ଅଳ୍ପ ଟିକେ ସିନ୍ଦୂର ଲଗାଇଦେବେ।

ଏହା ପରେ ଏକ ମନ୍ତ୍ର ରହିଛି ଯାହାକୁ ଆପଣ ମାନେ ୧୧ ଥର ଉଚ୍ଚାରଣ କରିବେ। ତେବେ ସେହି ମନ୍ତ୍ର ଟି ହେଉଛି ଓଁ ତ୍ରୀଂ ବଶଂ ଆମୁକଂ ସୋକ୍ୟଂ ସ୍ୱାହା, ଏଠାରେ ଆମୁକଂ ଯାଗା ରେ ସେହି ଝିଅ ବା ମହିଳା ର ନାମ ନେବେ। ଏହା ପରେ ନେଇଥିବା ଚନ୍ଦନ କୁ ସେହି ମାଟି ଉପରେ ପକାଇଦେବେ, ସେହି ମାଟି କୁ ନେଇ ନିଜ ମୁଣ୍ଡ ଉପରେ ସାତ ଥର ବୁଲାଇଦେବେ।

ସେହି ମାଟି କୁ ଆପଣ ମାନେ ଆପଣଙ୍କ ଖଟ ତଳେ ତିନି ଦିନ ପର୍ଯ୍ୟନ୍ତ ରଖିବେ। ତାପରେ ଚତୁର୍ଥ ଦିନ ସେହି ଝିଅ ବା ମହିଳା ନିଜେ ଆପଣଙ୍କ ପାଖକୁ ଆସିବ ଓ ଭଲପାଉଛି ବୋଲି ମଧ୍ୟ କହିବ। ଏହାକୁ ଆପଣ ମାନେ ରବିବାର କିମ୍ବା ମଙ୍ଗଳବାର ଦିନ କରିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।