ଦେଖନ୍ତୁ ଭିଡିଓ -ସୁଟିଂ ସେଟ୍ ରେ ନିଜର ଜନ୍ମଦିନ ପାଳନ କରିଲେ କୁନି ତାରା ତାରିଣୀ ସିରିଏଲ୍ ର କୁନି ତାରିଣୀ ଆଉ ତାପରେ

0

ଆମ ଓଡିଆ ସିରିଏଲ୍ ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ।

ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି। ବହୁତ ଲୋକ ଙ୍କ ସ୍ୱପ୍ନ ଥାଏ କି ସେ ଜଣେ ଭଲ ଅଭିନେତା ଏବଂ ଅଭିନେତ୍ରୀ ହେବା ପାଇଁ। ସେଥିପାଇଁ ସେମାନେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି।

ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱପ୍ନ କୁ ହାସଲ କରିପାରନ୍ତି ଏବଂ ଭବିଷ୍ୟତରେ ଏକ ଭଲ ଅଭିନେତା କି ଅଭିନେତ୍ରୀ ହୋଇପାରନ୍ତି। ତେବେ ଆପଣ ମାନେ ଜାଣି ଥିବେ କି ଅନେକ ସିରିଏଲ ରେ ଶିଶୁ କଳାକାର ମାନେ ରହି ଥାନ୍ତି। ତେବେ ସେ ମାନଙ୍କ ପାଇଁ ସିରିଏଲ ର ଟିଆରପି ବଢ଼ି ଯାଏ। ତେବେ ସେହି ଶିଶୁ କଳାକାର ମାନେ ବହୁତ ସୁନ୍ଦର ଅଭିନୟ କରି ଚର୍ଚ୍ଚିତ ହୋଇ ଥାନ୍ତି ଓ ଅତି କମ ବୟସ ରୁ ସଫଳତା ଓ ଲୋକ ପ୍ରିୟତା ହାସଲ କରି ଥାନ୍ତି।ତେବେ ସେମିତି ଜଣେ ଶିଶୁ କଳାକାର ରହିଛନ୍ତି , ତେବେ ସେ ସିରିଏଲ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି।

ତେବେ ଆପଣ ମାନେ ସମସ୍ତେ ତରଙ୍ଗ ରେ ହେଉ ଥିବା ସିରିଏଲ ତାରା ଓ ତାରିଣୀ ଦେଖି ଥିବେ। ତେବେ ସେହି ସିରିଏଲ ରେ ଶିଶୁ କଳାକାର ତାରିଣୀ ଅଛନ୍ତି। ତେବେ ଗତ କାଲି କୁନି ତାରିଣୀ ଙ୍କର ଜନ୍ମ ଦିନ ରହି ଥିଲା। ତେବେ ସୂଚନା ଅନୁଯାୟୀ କୁନି ତାରିଣୀ ତାଙ୍କର ଜନ୍ମ ଦିନ ଘରେ ଓ ସୁଟିଂ ସେଟ ରେ ବହୁତ ଧୁମ ଧାମ ରେ ପାଳନ କରି ଛନ୍ତି। ତେବେ କୁନି ତାରିଣୀ ର ପ୍ରକୃତ ନାମ ହେଲା ଆଇସା ।ତେବେ ସେ ତାଙ୍କ ପରିବାର, ସାଙ୍ଗ ସାଥି ଙ୍କ ସହ ବହୁତ ଧୁମଧମ୍ ରେ ଜନ୍ମ ଦିନ୍ ପାଳି ଛନ୍ତି।

ତେବେ ତାଙ୍କ ଜନ୍ମ ଦିନ ରେ ସବୁ ଫୋଟ ସୋସିଅଲ ମିଡ଼ିଆ ରେ ଭାଇରଲ ହୋଇ ଥିଲା ।ତେବେ ତାଙ୍କ ଫୋଟ ରୁ ଜଣା ପଡୁଛି କି ସେ ଦୁଇ ତିନୋଟି କେକ କାଟି ଛନ୍ତି ଆଉ ତାଙ୍କ ବାପା ମା , ଭାଇ ଭଉଣୀ ଙ୍କ ସହ ମଧ୍ୟ ଅନେକ ମଜା ମସ୍ତି , କରିଛନ୍ତି ବୋଲି ସେହି ଫୋଟ ରୁ ଜଣା ପଡୁଛି।ତେବେ ତାଙ୍କ ଧାରବହିକ୍ ର ସୁଟିଂ ସେଟ ରେ ମଧ୍ ସେ ତାଙ୍କ ସହ ଅଭିନୟ କରୁ ଥିବା କଳାକାର ମାନଙ୍କ ସହ ମଧ୍ୟ ଜନ୍ମ ଦିନ ପାଳୁ ଥିବାର ଦେଖି ବାକୁ ମିଳି ଥିଲା। ତେବେ ସୋସିଆଲ ମିଡିଆରେ ଫୋଟ ଗୁଡିକ ରେ ଲୋକମାନେ ମଧ୍ୟ ଜନ୍ମ ଦିନ ର ଅନେକ ଶୁଭେଚ୍ଛା ଓ ଶୁଭ କାମନା ମଧ୍ୟ ଜଣାଇ ଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।