ଭିଡିଓ ଦେଖନ୍ତୁ – ଏଇ ହେଉଛନ୍ତି ପ୍ରଥମ ଦିବ୍ୟାଙ୍ଗ ଯୁବତୀ, ଯାହାଙ୍କୁ ମିଳିଛି ଡ୍ରାଇଭିଙ୍ଗ ଲାଇସେନ୍ସ

0

ବେଳେ ବେଳେ ଆମ ଆଖ ପାଖ ରେ ଏମିତି ଘଟଣା ସବୁ ଦେଖିବାକୁ ମିଳେ, ଯାହା ବହୁତ ଆଶ୍ଚର୍ଯ୍ୟଜନକ ହୋଇ ଥାଏ। ତେବେ ବେଳେ ବେଳେ ଏସବୁ ଆମ ସହ ଘଟି ଯାଏ ,ଏଭଳି ଘଟଣା ଦେଖିବାକୁ ମିଳେ , ଯାହା ଆମେ କେବେ ଆଗରୁ ଦେଖି ନଥିବା , କି ଶୁଣି ବି ନଥିବା, ଆଉ ଯେତେ ବେଳେ ଦେଖୁ ନିଜ ଆଖି କୁ ମଧ୍ୟ ବିଶ୍ୱାସ ହୋଇ ନ ଥାଏ। ତେବେ ଏଭଳି ଅନେକ ଘଟଣା ବହୁତ ଅଜିବ୍ ହୋଇ ଥାଏ।

ତେବେ ପ୍ରତି ଦିନ ଅନେକ ଛୁଆ ଜନ୍ମ ହେଉଛି ତେବେ ସେଥିରୁ ଏମିତି ଅନେକ ଛୁଆ ବିକଳାଙ୍ଗ ହୋଇ ଥାନ୍ତି । କାହାର ଗୋଡୋ ନଥିବ , ତ କାହାର ଦୁଇଟି ଯାକ ହାତ ନ ଥିବ , ତ ଆଉ କାହାର ଆଖି କୁ ଦେଖା ଯାଉ ନଥିବ , ତ କେହି କଥା କହି ପାରୁ ନ ଥିବ । ତେବେ ଯଦି ନିଜ ଭିତରେ କରିବାର ଇଚ୍ଛା ଶକ୍ତି ଥିବ , ତାହାଲେ ଆମେ ସବୁ କିଛି କରି ପାରିବ , ଅସମ୍ଭବ ମଧ୍ୟ ସମ୍ଭବ ହୋଇ ଯିବା ।

ତେବେ ସେଭଳି ବହୁତ ଅସମ୍ଭବ କାର୍ଯ୍ୟ କୁ ସମ୍ଭବ କରି ଦେଖାଇଛନ୍ତି ଅନେକ ବିକଳାଙ୍ଗ ମାନେ। ତେବେ ସେଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବା କୁ ମିଳିଛି ଯାହା ଆପଣ ଜାଣିଲେ ବିଶ୍ୱାସ କରି ପାରିବେ ନାହିଁ। ତେବେ ଆସନ୍ତୁ ଜାଣିବା ଘଟଣା ଟି କଣ।

ତେବେ ଘଟଣା ଟି ହେଉଛି କେରଳ ର କରିମୋନୁର୍ ଗାଁ ରେ ରହୁ ଥିବା ଜଣେ ବିକଳାଙ୍ଗ ଝିଅ,ଯାହାର ନାମ ଜିଲ୍ମେତ୍ ମେରିୟ୍ସ୍ ଥୋମସ୍ ।ତେବେ ତାଙ୍କର ବୟସ ୨୮ ବର୍ଷ,ତାଙ୍କର ଦୁଇ ଟି ଯାକ ହାତ ନାହିଁ। ତେବେ ଏହି ଅବସ୍ଥା ତାଙ୍କର ପିଲା ବେଳୁ ରହିଛି। ତେବେ ତାଙ୍କର ପିଲା ବେଳୁ ଗାଡି ଚଲାଇ ବାକୁ ବହୁତ ଇଚ୍ଛା ଥିଲା ,

ତେବେ ତାଙ୍କର ଦୁଇ ଟି ଯାକ ହାତ ନ ଥିବା ରୁ ତାଙ୍କୁ ବହୁତ କଷ୍ଟ ହେଉ ଥିଲା,ହେଲେ ତାଙ୍କ ଇଚ୍ଛା ଶକ୍ତି ବଳ ରେ ସେ ଗାଡି ଚାଲାଇବକୁ ଲାଇସେନ୍ସ୍ ପାଇ ଛନ୍ତି। ତେବେ ତାଙ୍କ ପାଇଁ ଏହି କାର୍ଯ୍ୟ ବହୁତ କଠିନ ଥିଲା ହେଲେ ସେ ତାଙ୍କର ଲକ୍ଷ୍ୟ ପଥ ରେ ପହଂଚି ବାକୁ ଚାଁହୁ ଥିଲେ। ତେଣୁ ସେ ସବୁ କଷ୍ଟ କୁ ସହି ଯାଉ ଥିଲେ।


ତେବେ ଗାଡି ଚଳାଇବା ପାଇଁ ପ୍ରଥମେ ସେ ତାଙ୍କ ପରିବାର ଲୋକ ଙ୍କୁ ମନାଇ ଥିଲେ। ତେବେ ସେ ଥରେ ଦୁଇ ଟି ଯାକ ହାତ ନା ଥିବା ବିକ୍ରମ ଅଗ୍ନି କୁ ଗାଡି ଚଲାଇ ବାରେ ଦେଖିଲେ। ସେତେବେଳେ ତାଙ୍କର ରାସ୍ତା ଖୋଲି ଗଲା। ତେବେ ଖାଲି ଗାଡି ଚଳାଇବା ତାଙ୍କର ଇଚ୍ଛା ନଥିଲା। ତ ସହ ସେ ଭଲ ପଢୁ ଥିଲେ , ପେଣ୍ଟିଂ କରିବା ମଧ୍ୟ ତାଙ୍କର ଇଚ୍ଛା ଥିଲା। ତେବେ ତାଙ୍କର ଏଭଳି ଗାଡି ଚଲାଇବା ଦେଖି ମହିନ୍ଦ୍ରା ର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ବହୁତ ପ୍ରଶଂସା କରିଛନ୍ତି। ତେବେ ଏହି ଘଟଣା ଟି ସବୁ ଆଡେ ଚର୍ଚ୍ଚା ହେବା ରେ ଲାଗିଛି।

ତେବେ ଯଦି ଇଚ୍ଛା ଶକ୍ତି ଥିବ ସବୁ କିଛି କରିହେବ। ତେବେ ସେହି ଝିଅ ଟି ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି। ଯାହା ସମାଜ ପାଇଁ ଅତି ଗୌରବ ର କଥା ।ତେବେ ସେ ତାର ଇଚ୍ଛା ଶକ୍ତି ଦ୍ୱାରା ଅସମ୍ଭବ କାର୍ଯ୍ୟ କୁ ସମ୍ଭବ୍ କରି ଦେଖାଇଛି। ଯାହା ଆମ ଦେଶ ଓ ରାଜ୍ୟ ପାଇଁ ବହୁତ ଗର୍ବ ର କଥା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।