ବିଜେପିର ମିଶିବେ ସୌରଭ ଗାଙ୍ଗୁଲି ! ରାଜ୍ୟପାଳଙ୍କୁ ଭେଟିବେ ପରେ ପଶ୍ଚମବଙ୍ଗ ରାଜନୀତିରେ ହଟଚମଟ , ଆପଣଙ୍କ ମତାମତ କମେଣ୍ଟ କରନ୍ତୁ….

0

ଯେମିତି କି ଆପଣ ମାନେ ଜାଣିଥିବେ ଆଜିକାଲି ରାଜନୀତି ରେ ଲୋକ ମାନଙ୍କ ର ଆଗ୍ରହ ବହୁତ ବଢିବା ରେ ଲାଗିଛି। ଆପଣ ମାନେ ଦେଖିଥିବେ ନିର୍ବାଚନ ସମୟ ରେ ଯେତେବେଳେ ପ୍ରଚାର ପ୍ରସାର ଚାଲିଥାଏ ସେତେବେଳେ ବହୁ ସିନେ ଜଗତର କଳାକାର ମାନେ ଆସି ଗୋଟିଏ ଦଳ ପାଇଁ ପ୍ରଚାର କରିଥାନ୍ତି। ତେବେ ଆଜି ଆମେ ଏମିତି ଜଣେ ବ୍ଯକ୍ତି ଙ୍କ ବିଷୟ ରେ କହିବାକୁ ଯାଉଛୁ ଯିଏ କି ନିଜେ ରାଜନୀତି ରେ ପାଦ ଥୋଇବା ପାଇଁ ଚାହୁଁଛନ୍ତି।

ତେବେ ଆସନ୍ତୁ ଜାଣିବା କିଏ ସେହି ବ୍ଯକ୍ତି,ତ ସେହି ବ୍ଯକ୍ତି ଜଣକ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ବିସିସିଆଇ ର ଅଧ୍ଯକ୍ଷ ତଥା ପୂର୍ବତନ ଭାରତୀୟ କ୍ରିକେଟ ର ଅଧିନାୟକ ସୈନ୍ଯ ଗାଙ୍ଗୁଲି। ପୂର୍ବରୁ ସୈରଭ ଗାଙ୍ଗୁଲି ଙ୍କ ରାଜନୀତି ରେ ଆସିବା ନେଇ ପଶ୍ଚିମବଙ୍ଗ ରେ ଜୋରସୋରରେ ଚର୍ଚ୍ଚା ଚାଲିଥିଲା। ତେବେ ଆଜି ସୈରଭ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡ ଙ୍କୁ ଭେଟିବା ପରେ ଏହା ଚର୍ଚ୍ଚା କୁ ଆହୁରି ଦ୍ଋଢ କରିଛି, କିନ୍ତୁ ସୈରଭ ଗାଙ୍ଗୁଲି ପଶ୍ଚିମବଙ୍ଗ ର ରାଜ୍ୟପାଳ ଙ୍କ ସହିତ ସାକ୍ଷାତକାର କୁ ଏକ ବ୍ଯକ୍ତିଗତ ସାକ୍ଷାତକାର ବୋଲି କୁହାଯାଇଛି।

ତେବେ ମିଳିଥିବା ସୂଚନା ମୁତାବକ ଯେବେଠାରୁ ସୈରଭ ଗାଙ୍ଗୁଲି ବିସିସିଆଇ ର ସଦସ୍ଯ ହୋଇଛନ୍ତି ସେବେଠାରୁ ତାଙ୍କର ବିଜେପି ରେ ସାମିଲ ହେବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ବର୍ତ୍ତମାନ ସୁଧା ସୈରଭ ଗାଙ୍ଗୁଲି ଙ୍କ ପକ୍ଷରୁ ଏ ବିଷୟ ରେ କୈଣସି ପ୍ରତିକ୍ରିୟା ମିଳିନାହିଁ। ଆସୁଥିବା ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଙ୍କ ପଶ୍ଚିମବଙ୍ଗ ଯିବା କାର୍ଯ୍ୟକ୍ରମ ରହିଛି।

ଗତ ପଶ୍ଚିମବଙ୍ଗ ଗସ୍ତ ରେ ଗୃହ ମନ୍ତ୍ରୀ ଅମିତ ଶାହା କହିଥିଲେ ବେଙ୍ଗଲ ର ଭୂମିପୁତ୍ର ହିଁ ବେଙ୍ଗଲ ର ମୁଖ୍ଯ ମନ୍ତ୍ରୀ ହେବ। ତେବେ ଅମିତ ଶାହାଙ୍କ ସେହି କଥାକୁ ନେଇ ବର୍ତ୍ତମାନ ଜୋର୍ ସୋର୍ ରେ ଚର୍ଚ୍ଚା। ସେଇ ଭୂମିପୁତ୍ର ଆଉ ସୈରଭ ଗାଙ୍ଗୁଲି ନୁହଁତ।

ତେବେ ୧୨ ଜାନୁଆରୀ ରେ ତଥା ସ୍ୱାମୀ ବିବେକାନନ୍ଦ ଙ୍କ ଜୟନ୍ତୀ ରେ ଅମିତ ଶାହା ପୁଣି ବଙ୍ଗ ଗସ୍ତ ରେ ଯିବେ। ମିଳିତ ସୂଚନା ଅନୂସାରେ ବିଭିନ୍ନ ଦଳର ନେତା ଦଳଛାଡ଼ି ବିଜେପି ରେ ମିଶିବା ପାଇଁ ଯାଉଛନ୍ତି। ଯେଉଁଥିରେ ପୂର୍ବତନ ଭାରତୀୟ କ୍ରିକେଟ ର ଅଧିନାୟକ ତଥା ବିସିସିଆଇ ର ଅଧ୍ଯକ୍ଷ ସୈରଭ ଗାଙ୍ଗୁଲି ଙ୍କ ନାମ ସାମିଲ ଅଛି। ତେବେ ଶାହା ଙ୍କ ଏହି ବଙ୍କ ଗସ୍ତ ରେ ଜଣାପଡିବ ସୈରଭ ଗାଙ୍ଗୁଲି ବିଜେପି ରେ ସାମିଲ ହେବେ କି ନାହିଁ।

କିଛିଦିନ ପୂର୍ବରୁ ତୃଣମୂଳ କଂଗ୍ରେସ ର ବରିଷ୍ଠ ନେତା ବୈଶାଳୀ ଡାଲମିଁଆ ମଧ୍ଯ ରାଜ୍ଯପାଳ ଙ୍କୁ ଭେଟିଥିଲେ। କୁହାଯାଉଛି ଯେ ବୈଶାଳୀ ଡାଲମିଁଆ ସୈରଭ ଗାଙ୍ଗୁଲି ଙ୍କ ର ଅତି ଖାସ୍ ଏବଂ ସେ ମଧ୍ଯ ଅମିତ ଶାହା ଙ୍କ ଉପସ୍ଥିତ ରେ ଦଳ ଛାଡି ବିଜେପି ରେ ସାମିଲ ହୋଇ ପାରନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।