ଜାଣନ୍ତୁ ଏଭଳି ପ୍ରଶ୍ନ ଯାହାର ଉତ୍ତର ଦେବାରେ ଓଡିଆ ଘରର ଲୋକ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

0

ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି।ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି, ଆମେ ଯଦି ଦେଖିବା ଆଜି କାଲି ଯିଏ ଅଟୋ ଚଲଉଥିବ ସିଏ ବି ଇଂରାଜୀ ରେ କଥା କହୁଥିବ। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି।

ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନ୍ଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି। ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ।

ସେହି ସବୁ ପ୍ରଶ୍ନ ର ଉତ୍ତର ବହୁତ ମଜାଳିଆ ଅଟେ ଯାହାର ଉତ୍ତର ଖୋଜିବା ପାଇଁ ଆମ ମାନଙ୍କୁ ମଜା ମଧ୍ୟ ଲାଗିଥାଏ। ତାହାଲେ ଆପଣ ମାନେ ଜାଣି ପାରୁଥିବେ ଆମ ମାନଙ୍କ ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି। ଆମେ ଆଜି ଆପଣ ମାନଙ୍କୁ ସେହିପରି କିଛି ଜେନେରାଲ୍ ନୋଲେଜ୍ ଏବଂ ତାର ଉତ୍ତର ସମ୍ପର୍କରେ କହିବୁ, ଯାହାକି ବହୁତ ମଜାଳିଆ ମଧ୍ୟ।

ତେବେ ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି,ଯାହା ଆମ ଦେଶ ର ଅଗ୍ର ଗତି ରେ ସାହାଯ୍ୟ କରେ। ଆମ ପୁରାଣ ରେ ଅନେକ ସବୁ ଘଟଣା ର ଲିପିବଧ୍ ହୋଇ ରହିଛି। ତେବେ ଯାହା ଜାଣିବା ଆମର ନିହାତି ଆବଶ୍ୟକ । ତେବେ ଏହା ଅନେକ ସମୟ ର୍ ଆମ କାମ ରେ ଆସି ଥାଏ। ତେବେ ଆଜି ଆମେ ପୁରାଣ ସମ୍ପର୍କ ରେ କିଛି ପ୍ରଶ୍ନ ଓ ଉତ୍ତର ଜାଣିବା।

୧)ରାମାୟଣ କିଏ ରଚନା କରିଥିଲେ?
ଉତ୍ତର- ଋଷି ବାଲ୍ମୀକି।

୨)ଲଙ୍କା ପତି ରାବଣ ର ରାବଣ ନାମ କିଏ ଦେଇ ଥିଲେ ?
ଉତ୍ତର:- ଭଗବାନ ଶିବ

୩)ଭାରତରେ ସବୁଠାରୁ ପ୍ରଥମ ସୂର୍ଯ୍ୟୋଦୟ କୋଉଁଠାରେ ହୋଇଥାଏ ?
ଉତ୍ତର:- ଅରୁଣାଚଳ ପ୍ରଦେଶ

୪)ଭାରତର କେତୋଟି ରାଦ୍ୟର ନାମରେ ପ୍ରଦେଶ ଶବ୍ଦ ଆସିଥାଏ ?
ଉତ୍ତର:-୫ ଟି ରାଜ୍ୟ

୫) ଶରୀର କେଉଁ ଅଂଗରେ ତେଲ ଲଗାଇବା ଦ୍ଲାରା କାନ ସଫା ହୋଇଥାଏ ?
ଉତ୍ତର:- ନାଭି

୬) ସାତ ଦ୍ୱିପର ନଗର କାହାକୁ କୁହାଯାଏ ?
ଉତ୍ତର :- ମୁମ୍ବାଇ

୭) ପଦ୍ମ ଧୁଜ କେଉଁ ରଥ ର ନାମ ?
ଉତ୍ତର:- ଦର୍ପଦଲନ

୮) ଚାଷ କାର୍ଯ୍ୟ ପାଇଁ ବାର୍ଷିକ ଚୁକ୍ତି ରେ ନିଯୁକ୍ତି ମୁଲିଆ କୁ କଣ କୁହା ଯାଏ ?
ଉତ୍ତର:- କୋଠିଆ

୯)ମହା ଭାରତ ରେ ଶ୍ରୀକୃଷ୍ଣ ରୁକ୍ମିଣୀ କୁ ହରଣ କରିଥିଲେ । ମାତ୍ର ରୁକ୍ମିଣୀ ଙ୍କୁ ବାହାଘର କାହା ସ୍ଥିର ହୋଇ ଥିଲା ?
ଉତ୍ତର:- ଶିଶୁ ପାଳ

୧୦) ଇଂରାଜୀ ନୂଆ ବର୍ଷ ତ ଜାନୁୟାରୀ 1 ରେ ପାଳନ କରାଯାଏ , ଓଡିଆ ନୂଆ ବର୍ଷ କେବେ ପାଳନ କରାଯାଏ ?

ଉତ୍ତର – ଏପ୍ରିଲ -14

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।