ଦେଖନ୍ତୁ ଭିଡିଓ Live କରି ନିଜେ କହିଲେ ସବୁଦିନ ପାଇଁ କାହିଁକି ଓଡ଼ିଶା ଛାଡିଲେ ରାଣୀ ପଣ୍ଡା ଏହା ପଛରେ ଥିବା କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ….

0

ଯେତେବେଳେ ବି ଆମେ ନିଜ ନିଜ ଭିତରେ ଜଲିଉଡ଼ ର କଥା କହୁ ସେତେବେଳେ ଆମ ଆଖି ଆଗକୁ ଗୋଟିଏ ଚେହେରା ଆସିଥାଏ ଯିଏକି ସବୁବେଳେ ନିଜର ରୋକଠକ ଗୁଣ ପାଇଁ ବିବାଦ ରେ ରହିଥାନ୍ତି ।ତେବେ ଆମେ ଆପଣ ଙ୍କୁ ଯାତ୍ରା ଜଗତ ର ଆଲବମ କୁଇନ ବା ଓଡ଼ିଶାର ସନୀ ଲିଓନି ରାଣୀ ପଣ୍ଡା ଙ୍କ ବିଷୟରେ କହୁଛୁ ।ରାଣୀ ପଣ୍ଡା ସବୁବେଳେ କିଛି ନା କିଛି ବିବାଦ ରେ ରହିଥାନ୍ତି ।

ଆପଣ ମାନେ ରାଣୀ ଙ୍କୁ ସବୁବେଳେ ଦୁଇ ଟି ରୂପରେ ଦେଖିଛନ୍ତି ଗୋଟିଏ ହେଉଛି ତାଙ୍କର ରୋକଠକ ବ୍ୟବହାର ଏବଂ ଅନ୍ୟ ଟି ହେଉଛି ତାଙ୍କର ଆଲବମ ର ରେକର୍ଡ ଡ୍ୟାନ୍ସ ରୂପ ।କିନ୍ତୁ ଆମେ ଆଜି ଆପଣ ଙ୍କୁ ରାଣୀ ଙ୍କର ଅନ୍ୟ ଏକ ରୂପ ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ଆଗରୁ କେବେ ଦେଖିନଥିବେ ।

ଉଲ୍ଲେଖଯୋଗ୍ୟ ଯେ, ଜଲିଉଡ଼ ର ଆଲବମ କୁଇନ ରାଣୀ ପଣ୍ଡା ଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେବରେ ଲାଗୁଛି ।ତେବେ ଏହି ସୋସିଆଲ ମିଡ଼ିଆ ରେ ଜଣାଯାଇଛି ଯେ , ଯାତ୍ରା ଆଲବମ କୁଇନ ରାଣୀ ପଣ୍ଡା ବହୁତ ଶୀଘ୍ର ଆମ ଓଡ଼ିଶା ଛାଡି ପଳେଇଯାଉଛନ୍ତି ।ଏହି ଖବର ଟି ଆସିବା ପରେ ରାଣୀ ଙ୍କର ପ୍ରଶଂସକ ମାନେ ବହୁତ ଦୁଃଖ ପ୍ରକାଶ କରିଛନ୍ତି ବୋଲି ମଧ୍ୟ ଜଣାଯାଇଛି ।ତେବେ ସେ କାହିଁକି ଏପରି ନିଷ୍ପତ୍ତି ନେଇଛନ୍ତି ବା କାହିଁକି ଆମ ଓଡ଼ିଶା କୁ ଛାଡି ଯିବାକୁ ପସନ୍ଦ କରୁଛନ୍ତି ତାହା ବିଷୟରେ ଆମେ ଆଜି ଆପଣ ଙ୍କୁ ଜଣେଇବାକୁ ଯାଉଛୁ ଏହି ପୋଷ୍ଟ ମାଧ୍ୟମରେ ।
ସୂଚନାଯୋଗ୍ୟ ଯେ, ସବୁବେଳେ ବିବାଦ ରେ ଥିବା ରାଣୀ ଓଡ଼ିଶା ଛାଡି ଯାଉଛନ୍ତି ବୋଲି ନିଜର ପ୍ରସନଲ ଫେସବୁକ ଆକାଉଣ୍ଟ ଜରିଆରେ ନିଜର ପ୍ରଶଂସକ ଙ୍କୁ ଜଣାଇଥିଲେ ।ତେବେ ସେ ଏହି ଚାଟ ରେ ଲେଖିଛନ୍ତି ଯେ “ବାଇ ବାଇ ଓଡ଼ିଶା ,ମୁଁ ଆଉ ତତେ କେବେବି ହଇରାଣ କରିବି ନାହିଁ ।ମୁଁ ସବୁଦିନ ପାଇଁ ତ ଠାରୁ ଦୂର କୁ ଚାଲିଯାଉଛି ଆଉ କେବେ ତ ପାଖକୁ ଫେରିବି ନାହିଁ । ତୁମ ଠାରୁ ମୁଁ ସବୁଦିନ ପାଇଁ ବିଦାୟ ନେଉଛି ,ସାରା ଓଡ଼ିଶା ବାସୀ ମତେ ଆଶୀର୍ବାଦ କରନ୍ତୁ ଇତି ତୁମର ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା “।

ତେବେ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଥିବା ଏହି ଭିଡ଼ିଓ ଟି ଦେଖିଲେ ଲାଗୁଛି ଯେପରି ରାଣୀ ପଣ୍ଡା ନିଜ ହୃଦୟ ରୁ ବହୁତ ଦୁଃଖ ରେ ଅଛନ୍ତି ।ତେବେ ସେ କାହିଁକି ଆମ ଓଡ଼ିଶା କୁ ଛାଡି ପଳେଇ ଯାଇଛନ୍ତି ତାହାର ସଠିକ କାରଣ ଏବେ ପର୍ଯ୍ୟନ୍ତ ଆମ ଆଗକୁ ଆସିନାହିଁ ।ତେବେ ରାଣୀ ପଣ୍ଡା ଭବିଷ୍ୟତ ରେ ଓଡ଼ିଶା କୁ ଫେରିବେ କି ନାହିଁ ତାହା ତ ସମୟ କହିବ ।କିନ୍ତୁ ତାଙ୍କର ଏହି ପୋଷ୍ଟ ପରେ ସୋସିଆଲ ମିଡ଼ିଆ ରେ ତାଙ୍କର ପ୍ରସଂଶକ ମାନେ ବହୁତ ଦୁଃଖ ପ୍ରକାଶ କରିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।