ଆପଣଙ୍କ ମାସିକ ଧର୍ମ (ପିରିୟଡ୍ସ)ରେ ଅନିୟମିତତା ହେଉଛି କି ଜାଣନ୍ତୁ ଏହା କାହିଁକି ହୁଏ ଓ ଏହାକୁ ରୋକିବାର ଉପାୟ 100% ଗ୍ୟାରେଣ୍ଟି

0

ଭଗବାନ ଏ ଦୁନିଆରେ ମଣିଷ କୁ ତିନିଟି ଜାତି ରେ ବିଭକ୍ତ କରିଛନ୍ତି ତଥା ପୁରୁଷ ଜାତି ,ନାରୀ ଜାତି ଏବଂ ଟ୍ରାନ୍ସଜେଣ୍ଡର ।ଏବଂ ସମସ୍ତ ମଣିଷ ଜାତି ର ନିଜସ୍ଵ ଓ ସ୍ଵତନ୍ତ୍ର ଗୁଣ ରହିଛି ।କିନ୍ତୁ ନାରୀ ଜାତି ହେଉଛି ଏକ ଭିନ୍ନ ଏବଂ ଏନେକ ଗୁଣକୁ ନେଇ ଗଠିତ ହୋଇଥାଏ ।  ଆମେ ସମସ୍ତେ ଜାଣିଛୁ ଯେ ପ୍ରତ୍ୟେକ ନାରୀ ଙ୍କର ଏକ ନିର୍ଦ୍ଦିଷ୍ଟ ସମୟରେ ତଥା ବୟସରେ ମାସିକ ଧର୍ମ ( ମେନ୍ସ ବା ପିରିୟଡ଼) ହୋଇଥାଏ ଯାହା ଜଣେ ନାରୀ ର ଗର୍ଭ ଧାରଣ କ୍ଷମତାକୁ ସୁଚାଇଥାଏ ।
ଆମେ ଆପଣଙ୍କୁ ଏବେ ନାରୀ ମାନଙ୍କର ଏହି ମାସିକ ଧର୍ମ ଉପରେ କିଛି କଥା ଜଣେଇବାକୁ ଯାଉଛୁ । ଆମେ ଜାଣିଛୁ ଯେ ଦୁନିଆଁ ର ପ୍ରତ୍ୟେକ ମହିଳାଙ୍କୁ ମାସ ରେ ୩ ରୁ ୪ ଦିନ ମାସିକ ଋତୁ ଶ୍ରାବ ହୋଇଥାଏ । ଏହି ସମୟ ରେ ମହିଳା ମାନଙ୍କୁ ପିଠି ପେଟ ଏବଂ ଶରୀର ଯନ୍ତ୍ରଣା ହେବା ସହିତ ଅନେକ ଛୋଟ ଛୋଟ ସମସ୍ୟା ର ସାମ୍ନା କରିବା ପାଇଁ ମଧ୍ୟ ପଡିଥାଏ ।

ଏହାକୁ ନେଇ ପ୍ରଥମେ ପ୍ରଥମେ ମହିଳା ମାନେ ବହୁତ ବିରକ୍ତି ହୋଇଥାନ୍ତି ଏବଂ ଚିନ୍ତିତ ମଧ୍ୟ ରହିଥାନ୍ତି ଯେମିତି କି ଦାଗ ହେବାର ଭୟ ଓ ଯନ୍ତ୍ରଣା ର ଭୟ ରହି ଥାଏ ।  ଏହି ମାସିକ ଋତୁସ୍ରାବ ସାଧାରଣ ଭାବରେ ୧୪ ରୁ ୧୫ ବର୍ଷ ମଧ୍ୟରେ ହୋଇଥାଏ । ପ୍ରଥମେ ପ୍ରଥମେ ଏହା ଜଣେ ମହିଳା ର ଶରୀର ଉପରେ ମଧ୍ୟ ବହୁତ ପ୍ରଭାବ ପକେଇଥାଏ ।ମାତ୍ର ବିଭିନ୍ନ ଅସ୍ୱାଭାବିକ କାରଣ ଯୋଗୁ ଏହା ନିର୍ଦ୍ଦିଷ୍ଟ ସମୟସୀମା ପୂର୍ବରୁ କିମ୍ବା ପରେ ମଧ୍ୟ ହୋଇଥାଏ ମାତ୍ର ଏଥିରେ ବିଭିନ୍ନ ଅସୁବିଧା ହେବାର କଥା ମଧ୍ୟ ଆମେ ଜାଣିଚୁ ।

ଗବେଷଣା ଅନୁସାରେ ସାଧାରଣତଃ ଶାରୀରିକ ଦୁର୍ବଳତା ପାଇଁ ପ୍ରତ୍ୟେକ ଝିଅଙ୍କର ହିଁ ଅତି ଶୀଘ୍ର ତଥା ବୟସ ପୂର୍ବରୁ ଋତୁ ଶ୍ରାବ ଆରମ୍ଭ ହୋଇଯାଇଥାଏ । ସେମିତିରେ ଯଦି କୈଣସି ଝିଅର କମ୍ ବୟସ ରୁ ହିଁ ଏହି ଋତୁ ଶ୍ରାବ ଆରମ୍ଭ ହୋଇଥାଏ ତେବେ ସେମାନଙ୍କ ଉପରେ ଏହାର ଖରାପ ପ୍ରଭାବ ପକେଇଥାଏ ତଥା ସେମାନଙ୍କୁ ମଧୁମେୟ ହେବାର ସମ୍ଭାବନା ରହିଥାଏ ।

ଏକ ଅନୁସନ୍ଧାନ ରୁ ଜଣା ପଡିଛି କି ୧୦ ବର୍ଷ ବୟସ ରୁ ଯେଉଁ ଝିଅମାନେ ପିରିଅଡ ଆରମ୍ଭ ହୋଇଛି । ସେମାନଙ୍କର ଗର୍ଭ ବସ୍ତା ରେ ସମସ୍ୟା ଦେଖିବା ପାଇଁ ମିଳେ ।ସେହି ପରି ପ୍ରଥମ ଅବଧି ଏମାନଙ୍କର ୧୨ ବର୍ଷ ରେ ଆସେ ପରେ ସେମାନଙ୍କୁ ମୋଟା ପଣ ଆଦି ସମସ୍ୟା ର ସାମ୍ନା କରିବା ପାଇଁ ପଡେ । ସେହିପରି ଭାବେ ଯେଉଁ ଝିଅ ମାନଙ୍କୁ ୧୭ କିମ୍ବା ୧୮ ବର୍ଷ ବୟସ ରେ ଋତୁ ଶ୍ରାବ ଆରମ୍ଭ ହୋଇ ଥାଏ ସେମାନଙ୍କୁ ହୃଦଘାତ ବା ଉଚ୍ଛ ବିପି ହେବା ର ସମ୍ଭାବନା ରହି ଥାଏ । ତେବେ ପିରିଏଡ ଉଚିତ ବୟସ ହେଲା ୧୪ ରୁ ୧୫ ବର୍ଷ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।