ଆଶ୍ଚର୍ଯ୍ୟ ଘଟଣା ! ବାହାଘର ପରେ ବର କନ୍ୟାଙ୍କ ଆରମ୍ଭ ହେଲା ଯୁକ୍ତିତର୍କ , ଚଉଠି ରାତିରେ ହେଲା ମାରପିଟ୍ ଆଉ ତା’ପରେ …

0

ଆମ ହିନ୍ଦୁ ଧର୍ମ ରେ ବହୁତ ଗୁଡିଏ ରୀତି ନୀତି ରହିଛି,ବହୁତ ଗୁଡିଏ ପର୍ବ ପର୍ବାଣୀ ମଧ୍ୟ ରହିଛି। ଆମ ଧର୍ମ ରେ ବାହାଘର ଏବଂ ପତି ପତ୍ନୀ ଙ୍କ ର ସମ୍ପର୍କ କୁ ଏକ ପବିତ୍ର ସମ୍ପର୍କ ବୋଲି ମନାଯାଏ। ବାହାଘର ପରେ ସ୍ତ୍ରୀ ମାନଙ୍କ ପାଇଁ ତାଙ୍କ ସ୍ୱାମୀ ମାନେ ହିଁ ସବୁ କିଛି ହୋଇଥାନ୍ତି। ସ୍ତ୍ରୀ ମାନେ ସବୁବେଳେ ଚାହାଁନ୍ତି କି କିପରି ତାଙ୍କର ସ୍ୱାମୀ ସବୁବେଳେ ଭଲ ରେ ଖୁସି ରେ ରହିବେ। ସେଥିପାଇଁ ସେମାନେ ସବୁବେଳେ ଠାକୁର ଙ୍କ ପାଖରେ ପ୍ରାର୍ଥନା କରନ୍ତି କେଉଁ ପରି ତାଙ୍କ ସ୍ୱାମୀ ଖୁସି ରେ ରହିବେ ଅଧିକ ଦିନ ବଞ୍ଚିବେ।

ତେବେ ସ୍ୱାମୀ ସ୍ତ୍ରୀ ଭିତରେ ଏକ ଭଲ ସମ୍ପର୍କ ରହିବ ନିହାତି ଆବଶ୍ୟକ,କାରଣ ଉଭୟ ଏକ ଗୁରୁତ୍ୱପୂର୍ଣ୍ଣ ଡୋର ରେ ବାନ୍ଧି ହୋଇ ଥାନ୍ତି,ଆଉ ଏହା ପରସ୍ପର କୁ ଭଲ ପାଇବେ ଆଉ ସାରା ଜୀବନ ସାଙ୍ଗ ରେ ରହିବେ ବୋଲି କଥା ଦେଇ ଥାନ୍ତି। ତେବେ ସମାନ ଭାବରେ ସ୍ବାମୀ ମଧ୍ୟ ସ୍ତ୍ରୀ ପାଖରୁ ଭଲପାଇବା, ଆଦରତା ଏବଂ ଯତ୍ନଶୀଳ ଗୁଣ ଆଶା କରିଥାଏ,କିନ୍ତୁ ଏହି ସ୍ବପ୍ନ ସମସ୍ତଙ୍କ ଜୀବନ ରେ ସତ ରେ ପରିଣତ ହୋଇ ନଥାଏ।ବେଳେ ଜୀବନ ରେ ଏମିତି କିଛି ଘଟଣା ଘଟି ଯାଏ ,

ଯାହା ପାଇଁ ଆମ କୁ ଅନେକ୍ କିଛି କଷ୍ଟ ସହିବାକୁ ପଡି ଥାଏ। ତେବେ ବିବାହ ପରେ ଗୋଟେ ଝିଅ ର ଶାଶୁ ଘର ହିଁ ସବୁ କିଛି ହୋଇ ଥାଏ। ତେବେ ଯଦି ତାକୁ ସେଠାରେ କୌଣସି ଅସୁବିଧା ହେବାରେ ଦେଖି ଯାଏ, ତାହାଲେ ଗୋଟେ ଝିଅ ର ଜୀବନ ସମ୍ପୂର୍ଣ ନଷ୍ଟ ହୋଇ ଯାଏ, ଆଉ ଏହି ଭଳି ଘଟଣା ଆମ ସମାଜ ଅଧିକ ଦେଖିବକୁ ମିଳୁଛି। ତେବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି , ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଘଟଣା ଟି କଣ ।

ତେବେ ଏହି ଘଟଣା ଟି ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର। ତେବେ ସେଠାରେ ଦେଖିବାକୁ ମିଳିଛି କି ଦୁଇ ଜଣ ନବ ବିବାହିତ ସ୍ୱାମୀ ସ୍ତ୍ରୀ ନିଜ ଚଉଠି ରାତିରେ ଯୁକ୍ତି ତର୍କ ପରେ , ବଢିଲା ମାର ପିଟ।ତେବେ ବିବାହ ପରେ କୌଣସି କାରଣ କୁ ନେଇ ସ୍ୱାମୀ ଓ ସ୍ତ୍ରୀ ଭିତରେ ୟୁକ୍ତିତର୍କ ଆରମ୍ଭ ହୋଇ ଥିଲା,ଆଉ ଏହା ପରେ ଶାଶୁ ଘାର୍ ଲୋକ ମଧ୍ୟ ଝିଅ ଟି କୁ ପିଟିବା ଆରମ୍ଭ କରିଥିଲେ।ଆଉ ଝିଅ ଟି ଅସହାୟ ହୋଇ ଦୁଃଖ ଓ ଯନ୍ତ୍ରଣା ରେ ଶାଶୁ ଘରେ ପଡି ରହିଲା। ତେବେ ଏହା ପରେ ଝିଅ ଟି ତା ବାପ ଘର କୁ ସବୁ କହିଲା,ଆଉ ଝିଅ ର ବାପା ଆସି ଝିଅ କୁ ସେଠୁ ନେଇ ଗଲେ।

ଆଉ ତା ପରେ ସେମାନେ ଥାନାରେ ଏ ବିଷୟରେ ଅଭିଯୋଗ ମଧ୍ୟ କରିଥିଲେ। ଏହା ପରେ ପୋଲିସ ପୁଅ ଘର ଲୋକ ଙ୍କୁ ଏ ବିଷୟ ରେ ପଚାରିଲା ପରେ ସ୍ବାମୀ କହିଛନ୍ତି ଯେ ଚଉଠି ରାତିରେ ସ୍ତ୍ରୀ କ୍ରମାଗତ ଭାବରେ ଶେଯରେ କାହା ସହ କଥା ହେଉଥିଲେ।ଆଉ ସେହି କଥାକୁ ପଚାରିବାରୁ ଏ କଥାକୁ ନେଇ ସେମାନଙ୍କ ଭିତରେ ସାମାନ୍ୟ ଝଗଡା ହୋଇଥିଲା ଏବଂ ପରେ ଯୁକ୍ତିତର୍କ ବଢ଼ି ଗାଳି ଗୁଲଜ ସହିତ ମାରପିଟ୍ ମଧ୍ୟ ହୋଇଥିଲା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।