ଖୁସି ଖବର ! ନିର୍ଭୟା ଓକିଲ ମାଗିଲେ ସବୁ ତଥ୍ୟ, ପରୀ କେସ ଲଢିବେ ! ପରୀ ଏବଂ ତାଙ୍କ ବାପା ମା ‘ ଙ୍କୁ ନ୍ୟାୟ ଦେବା ପାଇଁ ଗୋଟିଏ ସେୟାର ଏବଂ ସମର୍ଥନ କରନ୍ତୁ…..

0

ବର୍ତ୍ତମାନ ର ଏହି ଅତ୍ୟାଧୁନିକ ଯୁଗରେ ମନୁଷ୍ୟ ମାନଙ୍କ ର ଜୀବନ ଶୋଇଲି ରେ ପରିବର୍ତ୍ତନ ଆସୁଥିବା ର ଆପଣ ମାନେ ଦେଖୁଥିବେ । ବର୍ତ୍ତମାନ ର ଏହୂ ଯୁଗ ଟି ଲୋକ ମାନଙ୍କୁ ମାନସିକ ସ୍ତର ରେ ଉନ୍ନତି ଆଣିବାର କଥା ଆପଣ ଶୁଣିଥିବେ ନିଶ୍ଚିତ । କିନ୍ତୁ ଏବେ ମଧ୍ୟ ପ୍ରତିଦିନ ସକାଳେ ଆପଣ ଯେତେବେଳେ ଟିଭି ବା ଖବରକାଗଜ ଦେଖୁଥିବେ ନିଶ୍ଚିତ ଭାବରେ ଗୋଟିଏ ହେଡଲାଇନ ରେ ଥିବ ମହିଳା ତଥା ନାବାଳିକା ଙ୍କର ବଳାତ୍କାର ହୋଇଛି ବୋଲି।ତେବେ ଭଳି ଗଣବଳତ୍କାର ଓ ହତ୍ୟା ର ଶିକାର ହୋଇଥିଲା ଆମ ଓଡ଼ିଶାର ଏକ କୁନି ପରି ।

ସୂଚନାଯୋଗ୍ୟ ଯେ ,ପ୍ରାୟ ଦୁଇ ମାସ ତଳେ ଓଡ଼ିଶାର ନୟାଗଡ଼ ଜିଲ୍ଲାରେ ଜଣେ ୫ ବର୍ଷର ନାବାଳିକା କୁ ଦୁଷ୍କର୍ମ କରି ହତ୍ୟା କରିଥିଲେ କିଛି ମଣିଷ ରୂପୀ ରାକ୍ଷସ ।ତେବେ ପରୀ କୁ ନ୍ୟାୟ ଦେବା ପାଇଁ ସାରା ରାଜ୍ୟରେ ଚାଞ୍ଚଲ୍ୟ ପଡିଥିଲା ।କିନ୍ତୁ ଏବେ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ନମିଳିବାରୁ ତାଙ୍କର ବାପା ମା ଏବେ ରାଜରାସ୍ତାକୁ ଆସିଥିଲେ ଏବଂ ପରୀ ଙ୍କୁ ନ୍ୟାୟ ଦେବା ପାଇଁ ସିବିଆଇ ତଦନ୍ତ ଦାବି କରିଥିଲେ ।

ତେବେ ପରୀ ଙ୍କର ବାପା ମା ଙ୍କୁ ଏସବୁ ରେ ଏବେ ସାହସ ଦେବାକୁ ଆସିଛନ୍ତି ନିର୍ଭୟା ଙ୍କର ମା ଆଶା ଦେବୀ ଯାହାକି ବର୍ତ୍ତମାନ ଏହି କେସ ର ମୋଡ଼ ବଦଳାଇ ଦେଇଛି । ତେବେ ପରୀ କୁ ନ୍ୟାୟ ଦେବା ପାଇଁ ପରୀ ର ମା ଙ୍କୁ ସାହାସ ଦେଇଛନ୍ତି ନିର୍ଭୟା ଙ୍କର ମା ଆଶା ଦେବୀ ।ଖାଲି ଏତିକି ନୁହେଁ ବରଂ ଯେଉଁ ଓକିଲ ଙ୍କ ସାହଯ୍ୟ ରେ ୨୦୧୪ ମସିହାରେ ଦୁଷ୍କର୍ମ ଓ ହତ୍ୟା ର ଶିକାର ହୋଇଥିବା ନିର୍ଭୟା କୁ ନ୍ୟାୟ ଦେଇଥିଲେ ଓ ଅପରାଧୀ ଙ୍କୁ ଫସି ଖୁଣ୍ଟରେ ଝୁଲାଇ ଥିବା ଓକିଲ ମଧ୍ୟ ପରୀ ର କେସ କୁ ଲଢ଼ିବାକୁ ଯାଉଥିବାର କଥା ଏବେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ର ବିଷୟ ପାଲଟିଛି ।

ତେବେ ପରୀ ରେ କେସ ରେ ପୋଲିସ ସେହି ଗ୍ରାମର ସୁଶାନ୍ତ ସେଠୀ ନାମକ ଜଣେ ବ୍ୟକ୍ତି ଙ୍କୁ ଗିରଫ କରିଥିଲା ।କିନ୍ତୁ ପରୀ ର ବାପା ମା ଏହାକୁ ଗ୍ରହଣ କରିନାହାଁନ୍ତି ।ସେମାନଙ୍କ ର କହିବା ଅନୁସାରେ ସୁଶାନ୍ତ ତାଙ୍କ ଝିଅ ର ହତ୍ୟା କରିନାହିଁ ଏଥିରେ ବଡ଼ ବଡ଼ ଲୋକ ମାନଙ୍କର ହାତ ରହିଛି ।ତାଙ୍କୁ କେବେ ଏହି କେସ ରେ ଫସାଇ ଦିଆଯାଇଛି ।କିନ୍ତୁ ଆରପୀ ନିଜେ ଦୋଷ ଶିକାର କରିଛନ୍ତି ଏବଂ କହିଛନ୍ତି ଯେ ସେ ପରୀ କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା ଏବଂ ବିଫଳ ହେବାରୁ ତାହାର ହତ୍ୟା କରିଥିଲା ଓ ପରେ ଦୁଷ୍କର୍ମ ।

କିନ୍ତୁ ଏହା ପରୀ ର ପିତା ମାତା ଶିକାର କରିନଥିବାରୁ ଏହି କେସ ର ସିବିଆସି ତଦନ୍ତ ଦାବି କରାଯାଇଛି ।ତେବେ ବର୍ତ୍ତମାନ ଏହି କେସ ଟୀକୁ ନିର୍ଭୟା ଙ୍କର ଓକିଲ ଲଢ଼ିବାକୁ ଯାଉଥିବା ବେଳେ ସେ ସମସ୍ତ ପ୍ରକାରର ତଥ୍ୟ କୁ ସଂଗ୍ରହ କରିବା ଆରମ୍ଭ କରିସାରିଲେଣି ।ତେବେ ବହୁତ ଶୀଘ୍ର ପରୀ ଙ୍କୁ ନ୍ୟାୟ ମିଳିବ ବୋଲି ଆମ ସମସ୍ତଙ୍କ ର ଆଶା ରହିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।