ରାଜ୍ୟ ସରକାର ନେଲେ ବଡ ନିଷ୍ପତି ! ଏହି ୪ ଜିଲ୍ଲାରେ ଜାନୁଆରୀ ୩୧ ଯାଏଁ ନାଇଟ୍ କର୍ଫ୍ୟୁ , ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

0

ଯେମିତି କି ଆପଣ ମାନେ ଜାଣିଥିବେ କରୋନା କଟକଣା ସମୟରେ ଆମ ରାଜ୍ଯ ସରକାର ଏବଂ କେନ୍ଦ୍ର ସରକାର କରୋନା ମହାମାରୀ କୁ ବ୍ୟାପିବା କୁ ଅଟକାଇବା ପାଇଁ ଅନେକ ଗୁଡ଼ିଏ ପଦକ୍ଷେପ ସବୁ ନେଇଛନ୍ତି। ଯେପରିକି ସମସ୍ତ ପ୍ରକାର ସ୍କୁଲ, କଲେଜ, ମନ୍ଦିର, ମସ୍ଜିଦ୍, ମଲ୍,ସିନେମା ହଲ୍ ଏବଂ ଅନ୍ୟ ସମସ୍ତ କ୍ଷେତ୍ର ରେ ସରକାର ଲକ୍ ଡାଉନ୍ ଏବଂ ସଟ୍ ଡାଉନ୍ ଘୋଷଣା କରିଛନ୍ତି।

୨୦୨୦ ବର୍ଷ ଟି ଏତେ ଲୋକ ମାନଙ୍କ ପାଇଁ ଏତେ ଖରାପ ବର୍ଷ ହୋଇଛି ତାହା କେହି କେବେବି କଳ୍ପନା ସୁଧ୍ଧା କରିନଥିଲ। ଏହି ମହାମାରୀ ପାଇଁ ପ୍ରତ୍ୟେକ ଲୋକ ବହୁତ ଅଭାବ ଅସୁବିଧା ରେ ଦିନ କାଟୁଛନ୍ତି। କାହିଁକି ନା ଥରେ ଯଦି କେହି ଏହି ମହାମାରୀ ର ଶିକାର ହେଉଛି ତାହାର ବଞ୍ଚିବା ଟା ଅସମ୍ଭବ ହୋଇପଡୁଛି,ତେଣୁ ଯେଉଁ ପର୍ଯ୍ୟନ୍ତ ଏହି ମହାମାରୀ କୁ ଅଟକେଇବା ପାଇଁ କୌଣସି ଟିକା ବାହାରି ନାହିଁ,ସେତେବେଳ ପର୍ଯ୍ୟନ୍ତ ଆମକୁ ସାବଧାନ ଓ ସତର୍କ ହୋଇ ଚଳିବା ପାଇଁ ପଡିବ।

ଏହି ମହାମାରୀ ସହ ଲଢିବା ପାଇଁ ହେଲେ ଆମକୁ ପ୍ରଥମେ ସୁସ୍ଥ ଏବଂ ସୁରକ୍ଷିତ ରହିବା ପାଇଁ ପଡିବ। ତେଣୁ କରି ଆମକୁ ସୁରକ୍ଷିତ ରଖିବା ପାଇଁ ହେଲେ ଆମେ ସର୍ବଦା ମାସ୍କ ପିନ୍ଧିବା, ହାତକୁ ବାରମ୍ବାର ଧୋଇ ସାନିଟାଇଜ କରିବା ଏବଂ ଯଦି ଅତ୍ୟାବଶ୍ୟକୀୟ କାମ ଥାଏ ତାହା ହେଲେ ବାହାରକୁ ବାହାରିବାବାହାରିବା, ନହେଲେ ଘର ଭିତରେ ରହିବା।

ଏହା କରିବା ଦ୍ବାରା ଆମକୁ ଓ ଆମର ପରିବାର ଲୋକ ଙ୍କୁ ସୁରକ୍ଷା ମିଳିବା ସହ ସମାଜ ର ଲୋକ ମଧ୍ଯ ସୁରକ୍ଷିତ ରହିବେ।ତେବେ କରୋନା କୁ ରୋକିବା ପାଇଁ ସରକାର ବହୁ ପଦକ୍ଷେପ ସବୁ ନେଇଛନ୍ତି। କରୋନା ମହାମାରୀ କୁ ରୋକିବା ପାଇଁ ସରକାର ରାତ୍ରି କାଳିନ କର୍ଫ୍ୟୁ ମଧ୍ଯ ଜାରି କରିଛନ୍ତି, ଯାହା ଦ୍ବାରା ରାତି ସମୟ ରେ କେହି ବ୍ଯକ୍ତି ଘରୁ ବାହାରିବେ ନାହିଁ ଏବଂ ଏହା ଦ୍ବାରା କରୋନା ସଂକ୍ରମଣ କୁ କମ୍ କରାଯାଇ ପାରିବ।

ସେହିପରି ଜାନୁଆରୀ ୩୧ ପର୍ଯ୍ୟନ୍ତ ସରକାର କିଛି କିଛି ସ୍ଥାନ ଗୁଡିକରେ ରାତ୍ରି କାଳିନ କର୍ଫ୍ୟୁ ଜାରି ରଖିଛନ୍ତି। ଯେପରିକି ହିମାଚଳ ପ୍ରଦେଶରେ ସିମଲା,କାଙ୍କଡ, ମଣ୍ଡି ଓ କୁଲୁ ଠାରେ ରାତ୍ରି କାଳିନ କର୍ଫ୍ୟୁ ଜାରି ରଖିଛନ୍ତି। କାରଣ ହିମାଚଳ ପ୍ରଦେଶ ର କରୋନା ମହାମାରୀ କେସ୍ କିଛି ଅଧିକ ରହିଛି। ଏଠାରେ ୫୫୨୭୭ କେସ୍ ଥିବା ବେଳେ ୯୨୨ ଜଣ ପ୍ରାଣ ହରାଇଛନ୍ତି। ଗୁରୁବାର ୧୯୩ ନୂଆ ମାମଲା ସାମ୍ନା କୁ ଆସିଛି,

କିନ୍ତୁ ଏହି ରାତ୍ରି କାଳିନ କର୍ଫ୍ୟୁ ରେ ବସ୍ ଚଳାଚଳ କରିପାରିବ। ଯେଉଁ ଥିରେ ମାତ୍ର ୫୦ ପ୍ରତିଶତ ଯାତ୍ରୀ ଙ୍କୁ ନେଇ ବସ୍ ଚାଲିବ। ଜାନୁଆରୀ ୨ ତାରିଖ ରେ ପଡୁଥିବା ଶନିବାର ଦିନ ପ୍ରଥମ ଶ୍ରେଣୀ ରୁ ଚତୁର୍ଥ ଶ୍ରେଣୀ ର କର୍ମଚାରୀ ମାନେ ୱାର୍କ ଫ୍ରମ୍ ହୋମ କରିବେ ଏବଂ ଏହା ସହିତ କୈଣସି ସାର୍ବଜନିକ ଘରୋଇ କାର୍ଯ୍ୟ କ୍ରମରେ ସର୍ବାଧିକ ୫୦ ଜଣ ଅତିଥିମାନଙ୍କୁ ଅନୁମତି ମିଳିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।