ଆସିଲା ବ଼ଡ ଭବିଷ୍ୟତବାଣୀ !ରାଜ୍ୟ ଏବେ ଉଠୁଛି ପଡୁଛି , ମୁଖ୍ୟମନ୍ତ୍ରୀ ହେବେ ଅପରାଜିତା , ଭୟଭୀତ ହୋଇଛନ୍ତି ନବୀନ ବାବୁ ! ଆପଣଙ୍କ ମତରେ କିଏ ଭଲ ନବୀନ ବାବୁ ନା ଅପରାଜିତା ଷଡଙ୍ଗୀ ?

0

ଗୋଟିଏ ସମାଜ କୁ ଏକ ସୁସ୍ଥ ସମାଜ ଗଠନ କରିବା ହେଉଛି ଯେକୌଣସି ସରକାର ଙ୍କର ମୁଖ୍ୟ କାର୍ଯ୍ୟ ଅଟେ । ଏବଂ ଆମ ସମାଜକୁ ଏକ ମଙ୍ଗଳକାରୀ ତଥା ଲୋକପ୍ରିୟ ସମାଜ ଗଠନ କରିବାକୁ ତଥା ଲୋକ ମାନଙ୍କୁ ଏକ ନିରାପଦ ତଥା ସ୍ୱାଧୀନ ଜୀବନ ଦେବାକୁ କିଛି ନିୟମ ଲାଗୁ କରିଛନ୍ତି ଏବଂ ଏହି ନିୟମ କୁ ସମସ୍ତ କୁ ମାନିବାକୁ ପଡିଥାଏ ।ତେବେ ସରକାର କହିଲେ ସେମିତି କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତି ବା ସଂଗଠନ କୁ ବୁଝିନଥାଏ।

ଏହା କେତେକ ଉପାଦାନ କୁ ନେଇ ଗଠିତ ହୋଇଥାଏ ।ସେହିପରି ସରକାର ଦୁଇ ପ୍ରକାରର ଅଟନ୍ତି ଗୋଟିଏ ହେଉଛି କେନ୍ଦ୍ର ସରକାର ଓ ଅନ୍ୟଟି ରାଜ୍ୟ ସରକାର ।ଆଉ ରାଜ୍ୟ ସରକାର ର ମୁଖ୍ୟ ହୋଇଥାନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିବେଚିତ ଅଟନ୍ତି।ସେ ବିଗତ ଚାରଟି ସାଧାରଣ ନିର୍ବାଚନରେ ବହୁ ସଂଖ୍ୟକ ଭୋଟ୍ ରେ ବିଜୟ ପ୍ରାପ୍ତ କରିଥିଲେ। ସେ ୨୦ ବର୍ଷ ଧରି ଓଡ଼ିଶାର ଶାସନ ବ୍ୟବସ୍ଥା କୁ ସୁଦୃଢ ଭାବେ ନିଜର ଦାୟିତ୍ୱ ଗ୍ରହଣ କରିଥିବା ବେଳେ ତାଙ୍କୁ ଅନ୍ୟ କୌଣସି ରାଜନୈତିକ ଦଳର କୌଣସି କାର୍ଯ୍ୟକର୍ତ୍ତ ତାଙ୍କର ପଦବୀ କୁ ଅଳଙ୍କୃତ କରିବକୁ ସାହାସ କରିନଥିଲେ।

କିନ୍ତୁ ବର୍ତ୍ତମାନ ର ରାଜନୈତିକ ପରିସ୍ଥିତିରେ ଏହା ଜଣା ଯାଉଛି ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ୱର ର ବଜେପି ସଂସଦ ଅପରାଜିତା ଷଡ଼ଙ୍ଗୀ ଆଗାମୀ ନିର୍ବାଚନ ରେ ଟକ୍କର ଦେବକୁ ଯାଉଛନ୍ତି। ଯାହାର ଭିଡ଼ିଓ ଏବେ ସୋସିଆଲ ମେଡ଼ିଆ ରେ ବେସ ଭୟାରଲ ହେବାର ଲାଗିଛି

। ଏମିତି ମଧ୍ୟ କୁହାଯାଉଛି ଯେ ଆଗାମୀ ନିର୍ବାଚନ ରେ ବଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ୨ ଦଶନ୍ଧି ଧରି ଓଡ଼ିଶାର ଶାସନ ବ୍ୟବସ୍ଥାରେ ଥିବା ଲୋକ ପ୍ରୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ହରାଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାର ଶାସନ ଭାର କୁ ନିଜ କାନ୍ଧ କୁ ନେବା କୁ ଯାଉଛନ୍ତି ବିଜେପି ସଂସଦ ଅପରାଜିତା ଷଡ଼ଙ୍ଗୀ ।

ତେବେ ଆମେ ଆପଣଂକୁ ଜଣେଇ ଦେଉଛୁ ଯେ ,ଅପରାଜିତା ଷଡ଼ଙ୍ଗୀ ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ କେନ୍ଦ୍ରାପଡା ରେ ଜଣେ ଆଇଏଏସ ଅଫିସର ଭାବରେ ନିଜର କାର୍ଯ୍ୟଭାର ସମ୍ଭାଳୁ ଥିଲେ ।କିନ୍ତୁ ନିଜର ଲୋକପ୍ରିୟତା ବୃଦ୍ଧି ହେବାରୁ ଓ ନିଜର ଲୋକମାନ ଙ୍କ ପ୍ରତି ଥିବା କର୍ତ୍ତବ୍ୟ ନିଷ୍ଠା ଯୋଗୁଁ ସେ ଜାତୀୟ ରାଜନୈତିକ ଦଳ ବିଜେପି ରେ ଯୋଗ ଦେଇଥିଲେ ଓ ପରେ ଓଡିଶାର ରାଜଧାନୀ ଭୁବନେଶ୍ବର ର ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ।ତେବେ ସେ ବର୍ତ୍ତମାନ ସର୍ବଶ୍ରେଷ୍ଠ ସାଂସଦ ଭାବରେ ନିଜର ଏକ ପରିଚୟ ମଧ୍ୟ ସୃଷ୍ଟି କରିପାରିଛନ୍ତି ।

ତେବେ ଆଗାମୀ ନିର୍ବାଚନ ରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଶ୍ରୀ ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ଲଢ଼ିବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି ।ତେବେ ସେ ଏହି ନିର୍ବାଚନ ରେ ନବୀନ ଙ୍କୁ ହରାଇ ମୁଖ୍ୟମନ୍ତ୍ରୀ ହେବାର ଆଶା ମଧ୍ୟ ରଖିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।